ତାଜା ଖବର ରାଜ୍ୟ ମହାପ୍ରଭୁଙ୍କ ମୋଦକ ଚୋରି ହେବା କଥା ସତ : ଜଗନ୍ନାଥ ସ୍ବାଇଁ ମହାପାତ୍ର June 24, 2025 Papirani ମହାପ୍ରଭୁଙ୍କ ମୋଦକ ଚୋରି ହେବା କଥା ସତ ବୋଲି କହିଲେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ସେ କହିଛନ୍ତି ୭୦ଟି ମୋଦକ କମିବା ସତ କଥା, କିଏ ନେଇଥିବେ ନିଶ୍ଚିତ । ସିସିଟିଭି ଦେଖି ରାଜ୍ୟ ସରକାର ଏହାର…
ତାଜା ଖବର ରାଜ୍ୟ ଚୋରି ହୋଇ ନାହିଁ ମହାପ୍ରଭୁଙ୍କ ମୋଦକ : ପୃଥ୍ବୀରାଜ ହରିଚନ୍ଦନ June 24, 2025 Papirani ମହାପ୍ରଭୁଙ୍କ ମୋଦକ ଚୋରି ଅଭିଯୋଗକୁ ଖଣ୍ଡନ କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି କିଛି ଲୋକ ବାହାଦୁରୀ ନେବାକୁ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ମୋଦକ ଚୋରି ହୋଇ ନାହିଁ ଯାହାକୁ ନେଇ ସ୍ପଷ୍ଟ କରି ସାରିଛନ୍ତି…
ତାଜା ଖବର ରାଜ୍ୟ ଶ୍ରୀମନ୍ଦିରରୁ ମୋଦକ ଚୋରି ଘଟଣା; ପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ : ଅରବିନ୍ଦ ପାଢୀ June 24, 2025 Papirani ଶ୍ରୀମନ୍ଦିରରୁ ମୋଦକ ଚୋରି ଘଟଣାରେ ମୁହଁ ଖୋଲିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ମୋଦକ ଚୋରି ମାମଲାର ପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ । ବାଡ଼ଗ୍ରାହୀଙ୍କ ଅଭିଯୋଗକ୍ରମେ ତଦନ୍ତ କରାଯାଉଛି ।…
ତାଜା ଖବର ରାଜ୍ୟ ଚୋରି ହେଲା ମହାପ୍ରଭୁଙ୍କ ଦଶମୂଳ ମୋଦକ June 24, 2025 Papirani ମହାପ୍ରଭୁଙ୍କ ନୀତିରେ ପୁଣି ମହାବିଭ୍ରାଟ । ଶ୍ରୀମନ୍ଦିର ପରିସରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାଜବୈଦ୍ୟ ପ୍ରଦାନ କରିଥିବା ଦଶମୂଳ ମୋଦକ ଲାଗି ହେବା ପୂର୍ବରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି…
ତାଜା ଖବର ରାଜ୍ୟ ରଥଯାତ୍ରା ପାଇଁ ପୁରୀକୁ ଗଡିବ ୩୬୫ ସ୍ବତନ୍ତ୍ର ଟ୍ରେନ୍ June 22, 2025 Papirani ପାଖେଇ ଆସୁଛି ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ପୁରୀ। ପୁରୀ ରଥଯାତ୍ରା ସମୟରେ ଗଡ଼ିବ ୩୬୫ଟି ସ୍ବତନ୍ତ୍ର ଟ୍ରେନ୍ । ଓଡ଼ିଶାରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଭକ୍ତଙ୍କ ପ୍ରବଳ ଭିଡ଼ ଓ ଶ୍ରଦ୍ଧାଳୁଙ୍କ ଆଗମନକୁ ସୁନିଶ୍ଚିତ କରିବା ପାଇଁ ପୂର୍ବତଟ…
ତାଜା ଖବର ରାଜ୍ୟ ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା; ପୁରୀ ଜଗିବ ୨୭୫ଟି AI କ୍ୟାମେରା June 22, 2025 Papirani ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସମନ୍ବୟ ବୈଠକ ପରେ ପୋଲିସ ଡିଜି ୱାଇ.ବି. ଖୁରାନିଆ ରଥଯାତ୍ରା ପାଇଁ ହେବାକୁ ଥିବା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି । ରଥଯାତ୍ରାରେ ପୁରୀକୁ ଜଗିବ ୨୭୫ଟି AI…
ରାଜନୀତି ରାଜ୍ୟ ପୁରୀରେ ବିଜେଡିର ବିଶାଳ ଯୁବ ଛାତ୍ର ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମ June 18, 2025 Nirvay ପୁରୀ ଠାରେ ଆୟୋଜିତ ଏକ ବିଶାଳ ଯୁବ ଛାତ୍ର ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ବିଜୁ ଜନତା ଦଳର ଯୁବ ଛାତ୍ର ନେତୃମଣ୍ଡଳୀ ରାଜ୍ୟ ବିଜେପି ସରକାରଙ୍କ ଏକ ବର୍ଷର ବିଫଳତାକୁ ନେଇ ବର୍ଷିଛନ୍ତି । ସରକାରଙ୍କ ଲମ୍ୱା ବିଫଳତା…
ତାଜା ଖବର ରାଜ୍ୟ ପୁରୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟା ଘଟଣା; ବ୍ୟକ୍ତିଗତ ଶତ୍ରୁତାରୁ ହୋଇଛି ହତ୍ୟା: ଏସପି June 11, 2025 Papirani ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ ସହର ସମ୍ପୂର୍ଣ୍ଣ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବାବେଳେ ଜଣେ ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତକୁ ହତ୍ୟା ଘଟଣା ଚାରିଆଡ଼େ ଭୟର ଆତଙ୍କ ସୃଷ୍ଟି କରିଛି । ବ୍ୟକ୍ତିଗତ ଶତ୍ରୁତାରୁ ହତ୍ୟା ହୋଇଥିବା ସୂଚନା ଦେଇଛନ୍ତି ପୁରୀ…
ତାଜା ଖବର ରାଜ୍ୟ ସ୍ନାନ ମଣ୍ଡପରେ ଅଣସେବାୟତ ଥିଲେ ହେବ କାର୍ଯ୍ୟାନୁଷ୍ଠାନ June 11, 2025 Papirani ଜଳଲାଗି ବେଳେ ଅଣସେବାୟତ ଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଏ ନେଇ ଆଜି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।। ସେ କହିଛନ୍ତି ଯଦି ଦିବ୍ୟସ୍ନାନ ସମୟରେ ମଣ୍ଡପରେ କେହି ଅଣସେବାୟତ ରହିଥିବାର ପ୍ରମାଣ ମିଳିଲେ ହେବ କାର୍ଯ୍ୟାନୁଷ୍ଠାନ…
ତାଜା ଖବର ରାଜ୍ୟ ସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ June 11, 2025 Papirani ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏନେଇ ପୁରୀ ବଡ଼ଦାଣ୍ଡରେ ଜନ ସମୁଦ୍ର ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ପୁରୀରେ ପହଞ୍ଚଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ନାନବେଦୀରେ…