ରାଜ୍ୟ Bhakta Niwas Parking Fee Reduced: ଭକ୍ତ ନିବାସରେ ପାର୍କିଂ ଫି ୨୪୦ ଟଙ୍କାକୁ ହ୍ରାସ January 18, 2026 Nirvay ଶ୍ରୀମନ୍ଦିର ପରିଚାଳନା କମିଟି ଭକ୍ତ ନିବାସରେ ପାର୍କିଂ ଫି ୫୦୦ ଟଙ୍କାରୁ କମାଇ ୨୪୦ ଟଙ୍କା କରାଯାଇଛି । ଯାହା ଆଜିଠୁ ଲାଗୁ ହେବ । ପୂର୍ବରୁ ୪ ଟି ଭକ୍ତ ନିବାସ ପାଇଁ ୫୦୦ ଟଙ୍କା ପାର୍କିଂ ଫି ଧାର୍ଯ୍ୟ…