ରାଜ୍ୟ ପୁରୀ ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ଟେକ୍ନୋଲୋଜି May 23, 2025 Nirvay ବଢ଼ିବ ଶ୍ରୀମନ୍ଦିରର ସୁରକ୍ଷା । ଏଣିକି ପୁରୀ ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ଟେକନୋଲୋଜି । ଏନେଇ ପୋଲିସ ବିଭାଗ ସହ ଆଇନ ବିଭାଗ ଆଲୋଚନା କରିଥିବା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ଟେକ୍ନୋଲୋଜି ଲାଗିଲେ ଡ୍ରୋନ ଉଡ଼ି ପାରିବନି…
ତାଜା ଖବର ରାଜ୍ୟ ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ ନ କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ May 17, 2025 Nirvay ପୁରୀ ଶ୍ରୀକ୍ଷେତ୍ରର ଏକ ହୋଟେଲ ରେ କିଛି ବ୍ୟକ୍ତି ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ କରିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଵା ପରେ ମହାପ୍ରସାଦକୁ ଡାଇନିଂ ଟେବୁଲରେ ସେବନ ନ କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି…
ଦେଶ ରାଜ୍ୟ ପୁଣି ବିବାଦ ବଢ଼ାଇଲା ଇସ୍କନ; ଆସନ୍ତାକାଲି ଲଣ୍ଡନରେ ଅଦିନିଆ ରଥଯାତ୍ରା May 17, 2025 Nirvay ପୁଣି ଇସ୍କନର ମନମାନି । ଇସ୍କନ ପକ୍ଷରୁ ପୁଣିଥରେ ନିୟମର ଉଲ୍ଲଘଂନ କରାଯାଇ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଉଛି । ଆସନ୍ତାକାଲି ଇସ୍କନ ଲଣ୍ଡନରେ ଅଦିନିଆ ରଥଯାତ୍ରା ଆୟୋଜନ କରିବାଜୁ ଯାଉଛି । ଇସ୍କନ ଅନୁଗାମୀ ଓ ଜଗନ୍ନାଥ ପ୍ରେମୀ ଯୋଗ…
ଦେଶ ରାଜ୍ୟ ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ May 6, 2025 Nirvay ପଶ୍ଚିମବଙ୍ଗର ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରରେ ‘ଜଗନ୍ନାଥ ଧାମ’ ଲେଖିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଶ୍ରୀଜଗନ୍ନାଥ ଧାମ ପୁରୀ ହିନ୍ଦୁ ଧର୍ମର ଚାରି ଧାମ ମଧ୍ୟରୁ ଗୋଟିଏ ଏବଂ…
ରାଜ୍ୟ ବଳକା ଦାରୁରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ ହେବା କଥା ମିଛ ବୋଲି କହିଛନ୍ତି ଆଇନମନ୍ତ୍ରୀ May 5, 2025 Nirvay ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଗତ କିଛିଦିନ ଧରି ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ପ୍ରସସଙ୍ଗରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ରାଜ୍ୟ ସରକାରଙ୍କୁ ଅନ୍ତରୀଣ ତଦନ୍ତ କମିଟି ରିପୋର୍ଟ ପ୍ରଦାନ କରିଛନ୍ତି ।…
ରାଜ୍ୟ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଏତଲା May 3, 2025 Nirvay ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ନାମରେ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଏତଲା ଦେଲେ ସୂଚନା ଓ ଅଧିକାର କର୍ମୀ ଜୟନ୍ତ କୁମାର ଦାଶ । ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ନବକଳେବର ବଳକା ଦାରୁ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…
ରାଜ୍ୟ ବିଶ୍ୱରେ ଗୋଟିଏ ଜଗନ୍ନାଥ ଧାମ, ସେ ହେଉଛି ପୁରୀ: ସମ୍ବିତ ପାତ୍ର May 3, 2025 Nirvay ପଶ୍ଚିମବଙ୍ଗର ଦୀଘାରେ ଶ୍ରୀଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ କହିବା ବିବାଦକୁ ନେଇ ପ୍ରତିକ୍ରିୟା ରଖି ପୁରୀ ସାଂସଦ ସମ୍ବିତ ପାତ୍ର ଦୃଢ଼ ପ୍ରତିବାଦ କରିଛନ୍ତି । ସେ କହିଛନ୍ତି ଯେ ସାରା ବିଶ୍ୱରେ ଗୋଟିଏ ଜଗନ୍ନାଥ ଧାମ ରହିଛି । ଜଗନ୍ନାଥ…