ତାଜା ଖବର ବ୍ୟବସାୟ ରାଜ୍ୟ ୩ଟି ଘରୋଇ ବ୍ୟାଙ୍କକୁ ତାଲିକାଭୁକ୍ତ କରିବା ନେଇ ସ୍ପଷ୍ଟୀକରଣ ଜାରି କଲେ ଓଡ଼ିଶା ସରକାର June 24, 2025 Papirani ରାଜ୍ୟ ସରକାରୀ ସଂଗଠନଗୁଡ଼ିକର ବ୍ୟବସାୟ ଏବଂ ଜମା ପରିଚାଳନା ପାଇଁ ତାଲିକାଭୁକ୍ତ ତାଲିକାରୁ ICICI ବ୍ୟାଙ୍କ, HDFC ବ୍ୟାଙ୍କ ଏବଂ ଆକ୍ସିସ୍ ବ୍ୟାଙ୍କକୁ ବାଦ ଦେବା ସମ୍ପର୍କରେ ଓଡ଼ିଶା ସରକାର ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି। ଏହି ୩ ବ୍ଯାଙ୍କ ସହ…