Tag: Press meet

BJP Using Govt Offices For Party Activities: ସରକାରୀ କାର୍ଯ୍ୟାଳୟକୁ ଦଳୀୟ କାର୍ଯ୍ୟାଳୟ ପରିଣତ କରିବାକୁ ଉଦ୍ୟମ କରୁଛି ବିଜେପି: ବିଜେଡି

ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛି ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ଶାସନ ବ୍ୟବସ୍ଥା ଭୁଷୁଡିବାରେ ଲାଗିଥିବା ବେଳେ ଏବେ ସରକାରୀ…

BJD Press Meet on Dhenkanal Mine Incident: ସରକାରୀ ଛତ୍ରଛାୟାରେ ହେଉଛି ଖଣି ଲୁଟ: ବିଜେଡି

ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳରେ ଖଣି ବିସ୍ଫୋରଣ ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେଡି । ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଢେଙ୍କାନାଳ ଜିଲ୍ଲାର…

Congress Press Meet: ମୋକିମ ବିଜେପିର ବ୍ୟାଖ୍ୟାନର କ୍ରୀଡ଼ନକ ସାଜିଛନ୍ତି: ଅରବିନ୍ଦ ଦାସ

ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବହିଷ୍କାର ବିଷୟକୁ ନେଇ ଆଜି କଂଗ୍ରେସ ଗଣମାଧ୍ୟମ ବିଭାଗ ପକ୍ଷରୁ ଅଧ୍ୟକ୍ଷ ଅରବିନ୍ଦ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗତ ୫ ଦିନ ଧରି ବିଜେପିର ଭୁଲ୍ ବ୍ୟାଖ୍ୟାନ…

ଏଫଏମ ଛାତ୍ରୀ ମୃତ୍ୟୁ ଘଟଣା; ଶାସକ ଦଳର ସମ୍ପୃକ୍ତି ଧରାପଡ଼ିଯିବା ଭୟରେ ଆଇଜିଙ୍କୁ ତଦନ୍ତରୁ କରାଗଲା ଅନ୍ତର: ବିଜେଡି

ଏଫଏମ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଦାୟିତ୍ୱରେ ଥିବା ଆଇଜି ଏସ୍. ସାଇନି ହଠାତ୍ ଛୁଟିରେ ଯିବା ଓ ତାଙ୍କ ସ୍ଥାନରେ ଅନ୍ୟ ଏକ ଅଧିକାରୀଙ୍କୁ ସ୍ଥାନିତ କରିବା ନିଷ୍ପତ୍ତିକୁ ନେଇ ତଦନ୍ତ ବାଟବଣା ହେବାର ସନ୍ଦେହ ସୃଷ୍ଟି ହୋଇଛି…

ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ସରକାରଙ୍କ ଉଦାସନୀତାକୁ ନେଇ ପ୍ରଶ୍ନ କଲା ବିଜେଡି

ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସ । ଦିନକ ପରେ ପଞ୍ଚାୟତିରାଜ ଦିବସ ଥିବା ବେଳେ ଏବେ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତୁତି ନାହିଁ ବୋଲି ଆଜି ସାମ୍ୱାଦିକ ସମ୍ମିଳନୀ ମଧ୍ୟମରେ ଅଭିଯୋଗ ଆଣିଛି ବିଜେଡ଼ି। ଗଣମାଧ୍ୟମରେ ବିଜେଡି…

ନବୀନ ବାବୁ ରାଜନୈତିକ ଫାଇଦା ପାଇଁ ସାମ୍ପ୍ରଦାୟିକ ବୟାନବାଜି କରୁଛନ୍ତି: ଅନିଲ ବିଶ୍ୱାଳ

ଭାଙ୍ଗି ପଡିଥିବା ବିଜେଡି କର୍ମୀଙ୍କୁ ବୋଧ ଦେବାକୁ ଯାଇ ବିଜେଡି ସଭାପତି ନବୀନ ବାବୁ ନିଜେ ଶେଷରେ ଏତେ ତଳକୁ ଖସିଯିବେ ତାହା ଆଶ୍ଚର୍ଯ୍ୟ ଲାଗୁଛି । ନବୀନ ବାବୁଙ୍କ ବକ୍ତବ୍ୟରୁ ଏହା ପ୍ରମାଣିତ ହେଉଛି ଯେ ନବୀନ ବାବୁ ନିଜେ…

ଖରାପ ନିର୍ବାଚନ ପରିଚାଳନା ଆକ୍ଷେପ କାହାକୁ ?

ଲୋକସଭା ଓ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇଲା ଜୁନ ୪ରେ । ୪ ମାସ ପରେ ବି ବିଜୁ ଜନତା ଦଳ ସଭାପତି ନବୀତ ପଟ୍ଟାନାୟକ ଜିଲ୍ଲାୱାରୀ ବିପର୍ଯ୍ୟୟ ସମୀକ୍ଷା କରୁଛନ୍ତି । କିନ୍ତୁ ଏହି ସମୀକ୍ଷା ପୂର୍ବରୁ ନବୀନ…

ବିଜେଡିର ବନ୍ଦ ଡାକରା ପ୍ରତ୍ୟାହୃତ

ଭରତପୁର ଥାନା ବିବାଦକୁ ନେଇ ବିଜେଡି ପକ୍ଷରୁ ମଙ୍ଗଳବାର ଭୁବନେଶ୍ବରରେ ୫ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଏବେ ହରତାଳ ପ୍ରତ୍ୟାହାର ନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସୂଚନା ଦେଇଛି। ନିରପେକ୍ଷ ତଦନ୍ତ ପାଇଁ ସରକାର ରାଜି ହୋଇଥିବାରୁ ହରତାଳ…

ଭରତପୁର ଥାନା ବିବାଦ; ୨୪ରେ ବିଜେଡିର ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା

ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ମାଡ଼ ଘଟଣାରେ ସାରା ରାଜ୍ୟରେ ଉତ୍ତେଜନା ଲାଗି ରହିଛି। ସାହାଯ୍ୟ ପାଇଁ ଯାଇଥିବା ବେଳେ ପୋଲିସର ଏଭଳି ଅମାନୁଷିକ ଓ ବର୍ବର କାଣ୍ଡ ପାଇଁ ଆସନ୍ତା ୨୪ ତାରିଖରେ…

ଓଡ଼ିଶାର ଇତିହାସକୁ ବିକୃତ କରିବାକୁ ଉଦ୍ୟମ କରୁଛି ବିଜେପି: ବିଜେଡି

ରେଭେନ୍ସାର ନାଁ ପରିବର୍ତ୍ତନ ପ୍ରସଙ୍ଗ ନେଇ ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଡଃ ଲେନିନ୍ ମହାନ୍ତି । ଇତିହାସକୁ ବିକୃତ କରିବା ପାଇଁ ବିଜେପି ସରକାର ଉଦ୍ୟମ ଜାରି ରଖିଛନ୍ତି।…