Tag: Politics

Pitabash Panda Murder Case: ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି

ଗଞ୍ଜାମର ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କ ଗିରଫକୁ ନେଇ ବିଜୁ ଜନତା ଦଳ ତାର ଆଭିମୁଖ୍ୟ କଡ଼ା କରିଛି । ବିଜୁ ଜନତା ଦଳ ତରଫରୁ ଜାରି…

ନୂଆପଡ଼ାରେ ୨୫ ତାରିଖ ପରେ ଦମ ଦେଖାଇବ ବିଜେପି

ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଏସବୁ ଭିତରେ ବିଜେଡିର ବିକ୍ରମ ପଣ୍ଡାଙ୍କ ଗିରଫଦାରୀ ଏକ ନୂଆ ମୋଡ଼ ନେଇପାରେ । ଅନ୍ୟପକ୍ଷରେ ନୂଆପଡ଼ାରେ ଆସନ୍ତା ୨୫ ତାରିଖ ପରେ ବିଜେପି ତାର ଦମ ଦେଖାଇବ ।…

ହତ୍ୟା ଅଭିଯୁକ୍ତଙ୍କୁ କାହିଁକି ସୁରକ୍ଷା ଦେଉଛି ବିଜେଡି ?

ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଜେଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଗିରଫ ହୋଇଛନ୍ତି । ତେବେ ରାଜନୈତିକ ଉଦ୍ଦେଶ୍ୟ ରଖି ବିକ୍ରମଙ୍କୁ ଫସାଇ ଦିଆଯାଇଥିବା ଓ ଏଥିପାଇଁ ସରକାର ଓ…

Pitabash Panda Murder Case: ବିଜେଡିର ଅଭିଯୋଗ ନିଜ ଅପରିପକ୍ୱତାର ପରିଚୟ: ବିଜେପି

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଡ଼ ଯତୀନ ମହାନ୍ତି କହିଛନ୍ତି ଯେ, ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟାକାଣ୍ଡର ରାଜନୀତିକରଣ ହେବା ଅନୁଚିତ । ବ୍ରହ୍ମପୁର ଏସପିଙ୍କ ବିବୃତି ପରେ ବିଜୁ ଜନତା ଦଳ ତରଫରୁ ସାମ୍ବାଦିକ…

Nuapada Bypoll: ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା

ନୂଆପଡା ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆଜି ଶେଷ ହୋଇଛି । ସମୁଦାୟ ୧୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତିନି ପ୍ରମୁଖ ରାଜନୀତି ଦଳର ତିନି ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି…

Odisha Congress: ସୋଫିଆଙ୍କୁ ଅଣଦେଖା ଭକ୍ତଙ୍କୁ ପଡ଼ିପାରେ ମହଙ୍ଗା

କଂଗ୍ରେସ ବିଧାୟିକା ସୋଫିଆ ଫିରଦୋଷଙ୍କୁ ଅନେକ ଆଗାମୀ ମୁଖ୍ୟମନ୍ତ୍ରୀ ବୋଲି ଭାବୁଛନ୍ତି । ଏଭଳି ଲୋକପ୍ରିୟତା ମଧ୍ୟରେ ତାଙ୍କୁ ଅଣଦେଖା କରିବା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କୁ ମହଙ୍ଗା ପଡ଼ିପାରେ । ଦଳରେ ସୋଫିଆଙ୍କର କ୍ରେଜ ଥିବାବେଳେ…

Nuapada By-Election: ଏକତା ହିଁ ଶକ୍ତି: ନୂଆପଡ଼ାରେ ବିଜେପି ନେତା ଏକଜୁଟ

ଓଡ଼ିଶାର ପ୍ରଭାବଶାଳୀ ଦଳ ଭାବେ ନୂଆପଡ଼ାରେ ବିଜେପି ଏକଜୁଟ ଅଛି । ବିଜେପି ନେତୃତ୍ବାଧୀନ ପ୍ରଥମ ଉପନିର୍ବାଚନ ହୋଇଥିବା ବେଳେ ବିଜେପି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା ଜାରି ରଖିଛି । ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଏକତା…

ବଳ ପାଉନି ବିଜେଡି; ଛୁରିଆଙ୍କୁ ନେଇ ନାହିଁ ଉତ୍ସାହ

ଦିନେ ଓଡ଼ିଶାର ଏକ ପ୍ରମୁଖ ଦଳ ଭାବେ ଶାସନଭାର ସମ୍ଭାଳିଥିବା ବିଜେଡିର ଏବେ ବଳ ପାଉନି । ମୁହଁ ମାଡ଼ି କଚାଡ଼ି ହୋଇ ପଡ଼ିଛି । ଦଳୀୟ କନ୍ଦଳ ଓ ବିଶୃଙ୍ଖଳା ଲାଗି ରହିଛି । ନେତା ଓ କର୍ମୀ ଅସନ୍ତୁଷ୍ଟ…

Nuapada By-Election: ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ

ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଜି ନାମାଙ୍କନ ଦାଖଲ କରିଛନ୍ତି । ପିସିସି ସଭାପତି ତଥା କଂଗ୍ରେସର ବରିଷ୍ଠ ନେତାଙ୍କ ଗହଣରେ, ବିରାଟ ରାଲିରେ ଆସି ଉପଜିଲ୍ଲାପାଳ ଅଫିସରେ ନାମାଙ୍କନ ଦାଖଲ କରିଥିଲେ ଘାସିରାମ । ଜିଲ୍ଲା…

Nuapada Bypoll: ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଜୟ ଢୋଲକିଆ

ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ଦିବଂଗତ ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଓ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସ୍ୱର୍ଗତଃ ରାଜେନ୍ଦ୍ର…