Tag: Politics

Bihar Election Results: ବିହାରରେ ପ୍ରାରମ୍ଭିକ ଗଣତିରେ NDA ଆଗରେ

ବିହାରରେ ପ୍ରାରମ୍ଭିକ ଗଣତି ଅନୁଯାୟୀ, ଏବେ ମହାଗଠବନ୍ଧନକୁ ପଛରେ ପକାଇ କ୍ଷମତା ଦୌଡରେ ଆଗରେ ଅଛି ଜେଡିୟୁ ନେତୃତ୍ୱାଧୀନ ଏନଡିଏ । ଆଉ ଏହାସହ ପ୍ରତି ରାଉଣ୍ଡରେ ବଦଳୁଛି ବିହାର ରାଜନୀତିର ସମୀକରଣ । ଲଖିସରାଇ ଆସନରେ ବିଜେପି ପ୍ରାର୍ଥୀ ବିଜୟ…

Nuapada Bypoll: ଆସନ୍ନ ପରାଜୟର ହତାଶ ହୋଇ ବିଜେଡି ପ୍ରଳାପ ଆରମ୍ଭ କରିଛି: ବିରଂଚି ନାରାୟଣ ତ୍ରିପାଠୀ

ନୂଆପଡ଼ା ଉପନିର୍ବାଚନରେ ବିଜେପି ଇତିହାସ ରଚିବାକୁ ଯାଉଛି । ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଯେତେ ଉପନିର୍ବାଚନ ହୋଇଛି ତା’ଠାରୁ ଅଧିକ ଭୋଟ ବ୍ୟବଧାନରେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜେପି ବିଜୟୀ ହେବାକୁ ଯାଉଛି । ବିଜେଡି ବୋଧହୁଏ ଏକଥା ଅନୁଭବ କରିସାରିଲାଣି ।…

Nuapada Bye-Election: ରେକର୍ଡ ମତଦାନ ପାଇଁ ନୂଆପଡାବାସୀଙ୍କୁ ଧନ୍ୟବାଦ ଜଣାଇଲେ ବିଜେପି ସଭାପତି

ଉପନିର୍ବାଚନ ରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ଏବଂ ନିର୍ବାଚନ ପ୍ରକ୍ରିୟାରେ ସହଯୋଗ କରିଥିବା ନୂଆପଡ଼ାର ଜନତାଙ୍କୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ବସନ୍ତ…

Nuapada Bye-Election: ନୂଆପଡ଼ାରେ ରେକର୍ଡ ଭୋଟିଂ;୮୧% ରୁ ଅଧିକ ମତଦାନ

ନୂଆପଡ଼ା ଉପ ନିର୍ବାଚନରେ ଏଥର ରେକର୍ଡ ସଂଖ୍ୟକ ଭୋଟ୍‍ଦାନ ହୋଇଛି । ଭାରତୀୟ ନିର୍ବାଚନ କମିଶନଙ୍କ ଭୋଟର ବିବରଣୀ ଅନୁଯାୟୀ ରାତ୍ରି ୧୧ ଟା ବେଳକୁ ନୂଆପଡା ରେ ରେକର୍ଡ ୮୧.୭୨ ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ।…

Nuapada Assembly Bypoll: ଅତି ସମ୍ବେଦଶୀଳ ବୁଥ ରେ ସର୍ବାଧିକ ୯୨.୬୩% ମତଦାନ

ନୂଆପଡାରେ ସାରିଛି ଗଣତନ୍ତ୍ରର ମହାପର୍ବ । ଅତ୍ୟଧିକ ଉତ୍ସାହର ସହିତ ଭୋଟ ଦେଇଛନ୍ତି ଭୋଟର । ନୂଆପଡା ଜିଲ୍ଲା ସୁନାବେଡ଼ାରେ ମାଓପ୍ରବଣ ୮ଟି ବୁଥ୍ ରହିଛି । ସେଇମଧ୍ୟରୁ ଗାତିବେଡା – ୨ ବୁଥ ନମ୍ୱର୍ ୩୨୮ ରେ ମୋଟ ଭୋଟ…

Nuapada Bye-Election: “ଉଚ୍ଚାରଣ ଅହିଂସା, ଆଚରଣ ହିଂସା” – ଗଣତନ୍ତ୍ର ପ୍ରତି ବିପଦ: ଡ.ଯତୀନ ମହାନ୍ତି

ଆଜି ନୂଆପଡା ଏନଏସି ଅଧ୍ୟକ୍ଷଙ୍କ ପୁତୁରା କିଛି ଦଳୀୟ ଗୁଣ୍ଡାଙ୍କ ସହିତ ମିଶି ବିଜେପି କାର୍ଯ୍ୟକର୍ତାଙ୍କୁ ବନ୍ଧୁକ ଦେଖାଇ ମାରି ଦେବାର ଧମକ ଦେବାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ପଡିବ ବୋଲି ରାଜ୍ୟ ଉପସଭାପତି ଡା.ଯତୀନ ମହାନ୍ତି କହିଛନ୍ତି…

Nuapada Bypoll: ନୂଆପଡା ବିଧାନ ସଭା ଆସନକୁ ବିଜେପି ଚଞ୍ଚକତା କରି ହାତେଇବାକୁ ଊଦ୍ୟମ କରୁଛି: କଂଗ୍ରେସ

ବିଜେପି ନୁଆପଡ଼ା ବିଧାନସଭା ଆସନକୁ ବିଭିନ୍ନ ଚଞ୍ଚକତା କରି ହାତେଇବାକୁ ଊଦ୍ୟମ କରୁଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ବିଜେପି କ୍ୟାରଟ ଓ ଲାଠି ନୀତି ଦେଖାଇ ସ୍ବର୍ଗତ ବିଧାୟକଙ୍କର ପୁତ୍ର ଜୟ…

Nuapada Campaign: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’

ନୂଆପଡା ଉପନିର୍ବାଚନ ପାଇଁ କାଲି ସରିବ ପ୍ରଚାର । ତାପୂର୍ବରୁ ଆଜି କମ୍ପିଛି ନୂଆପଡା ମୈଦାନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆପଡ଼ାରେ ରୋଡ୍‌ ଶୋ’ କରିଛନ୍ତି । ନୂଆପଡ଼ା ଉପନିର୍ବାଚନ ପାଇଁ ସେ ବିଜେପି ପ୍ରାର୍ଥୀ ଜୟ…

Nuapada Bypoll: ବିଜେଡି ନେତାଙ୍କ ଘରେ IT ରେଡ

ନୂଆପଡା ଉପ ନିର୍ବାଚନ ରାଜ୍ୟ ରାଜନୀତି ଚହଳ ସୃଷ୍ଟି କରିଛି । କିନ୍ତୁ ଏହି ସମୟରେ ବିଜେଡିର ଜଣେ ନେତାଙ୍କ ଉପରେ ପଡ଼ିଛି ଆୟକର ବିଭାଗର ନଜର । ନୂଆପଡ଼ା ଖରିଆର ରୋଡ୍‌ର ପଟେଲ ନଗର ରେ ବିଜେଡି ନେତା ମହମ୍ମଦ…

Winter Session of Parliament: ଡିସେମ୍ବର ୧ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ

ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଶନିବାର…