ତାଜା ଖବର ରାଜ୍ୟ 67th Police Commemoration Day: ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ: କଟକ ଓ ଭୁବନେଶ୍ୱରରେ ଅମର ଶହୀଦଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି October 21, 2026 Papirani ରାଜ୍ୟରେ ଗୌରବ ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ। ଦେଶର ସୁରକ୍ଷା, ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଜନସାଧାରଣଙ୍କ ସେବା ପାଇଁ ନିଜର ଅମୂଲ୍ୟ ଜୀବନ ବଳିଦାନ ଦେଇଥିବା ବୀର ପୋଲିସ ଶହୀଦମାନଙ୍କ ସ୍ମୃତିରେ…