Tag: Pm narendra modi

ମନମୋହନ ସିଂହଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ ୯୨ ବର୍ଷ ବୟସରେ ହୋଇଛି । ମନମୋହନ ସିଂହଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ପାର୍ଥିବ ଶରୀର ଦିଲ୍ଲୀର ମୋତିଲାଲ ନେହରୁ ରୋଡ ସ୍ଥିତ ଆବାସରେ…

ଓଡ଼ିଆ ଶ୍ରମିକଙ୍କ ସହ ଆଲୋଚନା ବେଳେ ମୋଦୀ କହିଲେ ‘ଜୟ ଜଗନ୍ନାଥ’

ଦୁଇ ଦିନିଆ କୁଏତ ଗସ୍ତ ସମୟରେ ଶୁକ୍ରବାର ମିନା ଅବଦୁଲ୍ଲା ଅଞ୍ଚଳରେ ଥିବା । ଏକ ଶ୍ରମିକ କ୍ୟାମ୍ପକୁ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଭାରତୀୟ ଶ୍ରମିକଙ୍କ ସହ ଆଲୋଚନା କରିଥିଲେ। ଏକାଠି ସେମାନଙ୍କ ସହ ବସି…

ଆଜିଠାରୁ ଦୁଇ ଦିନିଆ କୁଏତ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି କୁଏତ ଗସ୍ତ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏତର ଆମିର ଶେଖ ମେଶଲ ଅଲ ଶବାହଙ୍କ ନିମନ୍ତ୍ରଣରେ ଡିସେମ୍ବର ୨୧ ଏବଂ ୨୨ ତାରିଖ ଅର୍ଥାତ୍ ଦୁଇ ଦିନିଆ ଗସ୍ତରେ ସେଠାକୁ ଯାଉଛନ୍ତି ମୋଦି। ସେ କୁଏତର ଅମୀର,…

ଜାନୁଆରୀରେ ଦୁଇଥର ଓଡିଶା ଆସୁଛନ୍ତି ମୋଦି

ଆସନ୍ତା ଜାନୁଆରୀ ମାସରେ ଦୁଇ ଥର ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ବାବଦରେ ସୂଚନା ଦେଇଛନ୍ତି। ଜାନୁଆରୀ ୮-୧୦ ରେ ଓଡ଼ିଶାରେ ହେବାକୁ ଥିବା ପ୍ରବାସୀ ଭାରତୀୟ…

ମୋହନଙ୍କ ବିରୋଧରେ ଷଡ଼ଯନ୍ତ୍ର ଖବର ଅଛି କି ପିଏମ୍‌ଙ୍କ ପାଖରେ

ଭାରତୀୟ ଜନତା ପାର୍ଟିର ବିଧାୟକ, ମନ୍ତ୍ରୀ, ସାଂସଦ ଏବଂ ପଦାଧିକାରୀ ବୈଠକରେ ପ୍ରକୃତରେ କ’ଣ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ? ସେ କ’ଣ କେବଳ ଝିଅ- ବୋହୂ ଉପାଖ୍ୟାନ ଶୁଣାଇଥିଲେ ? ପ୍ରଧାନମନ୍ତ୍ରୀ କ’ଣ ତାଙ୍କ ନେତାମାନଙ୍କର ବୟସ ଓ…

ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ଉତ୍ସାହିତ ମୋଦୀ; ଟୁଇଟ ମାଧ୍ୟମରେ ଦେଲେ ସୂଚନା

ଆଜିଠୁ ତିନି ଦିନ ପାଇଁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ । ଏହି ସମ୍ମିଳନୀ ସହ ରାଜ୍ୟ ବିଜେପିର କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ…

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି; ଡିଜି କନଫରେନ୍ସରେ ହେବେ ସାମିଲ

୨୯ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଡିଜି କନଫରେନ୍ସକୁ ଆସି ୩ ଦିନ ଓଡ଼ିଶାରେ ରହିବେ ମୋଦୀ ।ଡିସେମ୍ବର ୧ ତାରିଖ ଅପରାହ୍ନ ଯାଏ ରହିବାର ସୂଚନା ମିଳିଛି। ଭୁବନେଶ୍ବରରେ ପ୍ରଥମ ଥର ହେବାକୁ ଥିବା ୩ଦିନିଆ ଡିଜି ଓ…

ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ନାଇଜେରିଆ ର GCON ପୁରସ୍କାର ସମ୍ମାନ

ନାଇଜେରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ନାଇଜର (ଜିସିଓଏନ) ପ୍ରଦାନ କରିବାକୁ ଯାଉଛି , ଯାହା ତାଙ୍କୁ ୧୯୬୯ ରେ ରାଣୀ ଏଲିଜାବେଥଙ୍କ ପରେ ଏହି ସମ୍ମାନ ଗ୍ରହଣ କରିବାରେ ଦ୍ୱିତୀୟ ବିଦେଶୀ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିବ ଡୋମିନିକାର ସର୍ବୋଚ୍ଚ ସମ୍ମାନ

ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଦ ଡୋମିନିକା ଆୱାର୍ଡ ଅଫ୍‌ ଅନର ପାଇବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଗୁଆନାରେ ହେବାକୁ ଥିବା ଭାରତ-କାରିକୋମ୍ ସମିଟ୍‌ରେ ଦିଆଯିବ । କରୋନା ମହାମାରୀ ସମୟରେ ଡୋମିନିକା…

ପିଏମ-ବିଦ୍ୟାଲକ୍ଷ୍ମୀ ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ଯକ୍ଷତାରେ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ ପିଏମ-ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମଞ୍ଜୁରି ପ୍ରଦାନ କରିଛନ୍ତି, ଯାହା ମିଶନ ଆଧାରରେ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ। ଏହି ପଦ୍ଧତି ଦ୍ୱାରା ଦେଶର ଶ୍ରେଷ୍ଠ ୮୬୦ଟି ଉଚ୍ଚ…