ତାଜା ଖବର ରାଜ୍ୟ PG Seats Increase: ରାଜ୍ୟରେ ବୃଦ୍ଧି ହେବ ୫୦୨ ମେଡ଼ିକାଲ ପିଜି ସିଟ୍ January 9, 2026 Papirani ରାଜ୍ୟରେ ବୃଦ୍ଧି ହେବ ମେଡ଼ିକାଲ ପିଜି ସିଟ୍ । ସରକାରୀ ମେଡିକାଲ କଲେଜରେ ଆଉ ୫୦୨ ପିଜି ସିଟ୍ ବୃଦ୍ଧି ଯୋଜନା ହୋଇଛି । ଆଗାମୀ ୨ ବର୍ଷ ମଧ୍ୟରେ ପିଜି ସିଟ୍ ବଢ଼ାଇବାକୁ ସରକାରଙ୍କ ଯୋଜନା କରୁଛନ୍ତି । ଏ…