ତାଜା ଖବର ରାଜ୍ୟ Ama Bus Fire At Patia Depot: ପଟିଆ ଛକ ନିକଟ ‘ଆମ ବସ୍’ ଡିପୋରେ ଅଗ୍ନିକାଣ୍ଡ January 11, 2026 Papirani ପଟିଆ ଛକ ନିକଟ ‘ଆମ ବସ୍’ ଡିପୋରେ ଅଗ୍ନିକାଣ୍ଡ। ଡିପୋରେ ଥିବା ଗୋଟିଏ ଇଭି ବସ୍ରେ ଲାଗିଲା ନିଆଁ । ୨ଟି ଅଗ୍ନିଶମ ଟିମ୍ ଦ୍ବାରା ନିଆଁ ଲିଭା ଉଦ୍ୟମ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଇଲେକ୍ଟ୍ରିକ୍ ବସ୍ ଚାର୍ଜ…