Tag: ParisOlympics2024

ସରିଲା ପ୍ୟାରିସ ଅଲିମ୍ପିକ୍ସ ୨୦୨୪; ୬ଟି ପଦକ ସହ ୭୧ତମ ସ୍ଥାନରେ ଭାରତ

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରବିବାର ଶେଷ ହୋଇଛି । ୧୬ ଦିନ ଧରି ଚାଲିଥିବା ଖେଳ ମହାକୁମ୍ଭରେ ୨୦୬ ଦେଶ ୩୨ଟି ଖେଳରେ ମଇଦାନକୁ ଓହ୍ଲାଇଥିଲେ । ଆମେରିକା ୪୦ଟି ସ୍ୱର୍ଣ୍ଣ, ୪୪ଟି ରୌପ୍ୟ ଓ ୪୨ଟି ବ୍ରୋଞ୍ଜ ପଦକ ସହ…

ବ୍ରୋଞ୍ଜ ପଦକ ଜିତିଲେ ଭାରତର କୁସ୍ତିଯୋଦ୍ଧା ଅମନ ସେରାଓ୍ଵତ

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଆଜି ଭାରତର ୧୪ତମ ଦିବସ । ବର୍ତ୍ତମାନ ସୁଦ୍ଧା ଭାରତ ମୋଟ ୬ଟି ପଦକ ଜିତିସାରିଛି। ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ସୁଟିଂ, ହକି ଏବଂ ଜାଲଭିନରେ ପଦକ ଜିତିଛି। ଏବେ ୧୪ତମ ଦିନରେ ଭାରତକୁ ମିଳିଛି…

ସ୍ପେନକୁ ହରେଇ ବ୍ରୋଞ୍ଜ ପଦକ ଜିତିଲା ଭାରତୀୟ ପୁରୁଷ ହକି ଟିମ

ଦେଶ ପାଇଁ ଗୌରବ ଆଣିଲେ ଭାରତୀୟ ପୁରୁଷ ହକି ଟିମ। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ପୁରୁଷ ହକି ଟିମ ଗୁରୁବାର ସ୍ପେନକୁ ୨-୧ ଗୋଲରେ ହରେଇ ବ୍ରୋଞ୍ଜ ପଦକ ଜିତିଛି । ଭାରତ ୫୦ ବର୍ଷ ପରେ ଅଲିମ୍ପିକ୍ସରେ ଲଗାତର…

ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ସ୍ୱପ୍ନିଲ କୁସାଲେଙ୍କୁ ଭବ୍ୟ ସ୍ୱାଗତ

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ଜିତି ଭାରତୀୟ ସୁଟର ସ୍ୱପ୍ନିଲ କୁସାଲେ ଭାରତ ପାଇଁ ଗୌରବ ଆଣିଛନ୍ତି। ସେ ପ୍ୟାରିସରେ ଭାରତକୁ ତୃତୀୟ ପଦକ ପ୍ରଦାନ କରିଥିଲେ। ସେ ଫାଇନାଲରେ ୪୫୧.୫ ପଏଣ୍ଟ ସହ ବ୍ରୋଞ୍ଜ ପଦକ ଜିତିଥିଲେ। ଏବେ…

ବିନେଶଙ୍କୁ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତାର ସମ୍ମାନ ଦେବ ହରିୟାଣା ସରକାର

ବିନେଶ ଫୋଗଟ୍‌ଙ୍କୁ ପଦକ ବିଜେତାର ସମ୍ମାନ ଦେବାକୁ ଘୋଷଣା କରାଯାଇଛି । ଏ ନେଇ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନି। ବିନେଶଙ୍କୁ ସମସ୍ତ ସମ୍ମାନ, ପୁରସ୍କାର, ସୁବିଧା ପ୍ରଦାନ କରାଯିବ। ଅଲିମ୍ପିକ୍ସ…

କୁସ୍ତିରୁ ଅବସର ନେଲେ ବିନେଶ ଫୋଗଟ

ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା ପରେ କୁସ୍ତିରୁ ଅବସର ନେଇଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ବିନେଶ ଫୋଗଟ। ଏ ନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ରେ କୋହଭରା ଟ୍ବିଟ୍ କରିଛନ୍ତି। ମା’ କୁସ୍ତି ମୋଠାରୁ ଜିତିଗଲା ମୁଁ ହାରିଗଲି। ମା’, ତୁମ ସ୍ବପ୍ନ…

ଜାଭେଲିନ ଥ୍ରୋରେ ଫାଇନାଲକୁ ପ୍ରବେଶ କରିପାରିଲେନି ଓଡ଼ିଆ ପୁଅ କିଶୋର ଜେନା

ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲ ପ୍ରବେଶ କରିପାରିଲେନି ଓଡ଼ିଆ ପୁଅ କିଶୋର ଜେନା । ଆଜି ଯୋଗ୍ୟତା ପର୍ଯ୍ୟାୟର ଗ୍ରୁ ଏରେ ଥିବା କିଶୋର ପ୍ରଥମ ପ୍ରୟାସରେ ୮୦.୭୩ ମିଟରକୁ ଜାଭେଲିନ ଫିଙ୍ଗି ଥିଲେ। ଦ୍ୱିତୀୟ ପ୍ରୟାସରେ ସେ…

ସେମିଫାଇନାଲ ଖେଳି ପାରିବେନି ଅମିତ ରୋହିଦାସ; ଗୋଟିଏ ମ୍ୟାଚର ପ୍ରତିବନ୍ଧ

ଗତକାଲି କ୍ୱାର୍ଟର ଫାଇନାଲ ମ୍ୟାଚରେ ଉତ୍ତମ ପ୍ରଦର୍ଶନ ପରେ ସେମିଫାଇନାଲକୁ ପ୍ରବେଶ କରିଥିଲା ଭାରତୀୟ ପୁରୁଷ ହକି ଟିମ। ହେଲେ ଏହା ମଧ୍ୟରେ ଟିମ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟକା। ପ୍ୟାରିସ ଅଲିମ୍ପିକ୍ସର ଗୋଟିଏ ମ୍ୟାଚରୁ ବ୍ୟାନ ହେଲେ ଅମିତ ରୋହିହାସ…

ସେମିରେ ଭାରତୀୟ ପୁରୁଷ ହକି ଟିମ

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳୁଛି। ଏହି ଧାରା ବଜାୟ ରଖି ଲଗାତର ଦ୍ୱିତୀୟ ଥର ଅଲିମ୍ପିକ୍ସ ସେମିଫାଇନାଲରେ ପହଂଚିଛି ଭାରତୀୟ ପୁରୁଷ ହକି ଟିମ। ଭାରତ କ୍ୱାର୍ଟର ଫାଇନାଲ ମୁକାବିଲାରେ ପେନାଲିଟି ସୁଟଆଉଟରେ ଗ୍ରେଟ ବ୍ରିଟେନକୁ…