Tag: Paralympics2024

ପ୍ୟାରିସରେ ଭାରତକୁ ଗୌରବାନ୍ବିତ କରିଥିବା ପାରା ଅଲିମ୍ପିଆନ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 

ପ୍ୟାରିସରେ ଭାରତକୁ ଗୌରବାନ୍ବିତ କରିଥିବା ଭାରତୀୟ ପାରା ଅଲିମ୍ପିଆନଙ୍କୁ ଭେଟି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତରେ ଇତିହାସ ରଚିଥିବା ପାରାଆଥ୍‌ଲେଟ୍ ଏବଂ ସେମାନଙ୍କ କୋଚ୍‌ମାନଙ୍କୁ ଧନ୍ୟବାଦ ଦେବା ସହ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହା ସହ ପ୍ୟାରିସ୍…

ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ନୂଆ କୀର୍ତ୍ତିମାନ

ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ନୂଆ କୀର୍ତ୍ତିମାନ ଦେଖିବାକୁ ମିଳିଛି। ପ୍ୟାରିସ ପାରାଲିମ୍ପିକ୍ସରେ ଭାରତୀୟ ପାରାଆଥଲେଟ ୬ ଦିନ ମଧ୍ୟରେ ଏଭଳି ସଫଳତା ହାସଲ କରିଛନ୍ତି ଯାହା ପୂର୍ବରୁ କେବେ ହୋଇନଥିଲା। ବାସ୍ତବରେ ଭାରତ ପାରାଲିମ୍ପିକ ଗେମ୍ସରେ ସର୍ବାଧିକ ପଦକ ଜିତି ନୂଆ…

ପାରାଅଲିମ୍ପିକ୍ସର ପଞ୍ଚମ ଦିନରେ ଭାରତକୁ ୮ ପଦକ

ପ୍ୟାରିସ ପାରାଅଲିମ୍ପିକ୍ସରେ ଗୋଟିଏ ଦିନରେ ଭାରତକୁ ୮ ପଦକ ମିଳିଛି । ପଞ୍ଚମ ଦିନରେ ପଦକ ବର୍ଷା ହୋଇଛି । ୨ଟି ସ୍ବର୍ଣ୍ଣ ସହ ଭାରତକୁ ୮ ପଦକ ମିଳିଛି । ବ୍ୟାଡମିଣ୍ଟନରେ ନୀତେଶ କୁମାର ଓ ଜାଭେଲିନରେ ସୁମିତ ଅନ୍ତିଲଙ୍କୁ…