ତାଜା ଖବର ରାଜ୍ୟ Lord Jagannatha Land in Pakistan: ପାକିସ୍ତାନରେ ଅଛି ମହାପ୍ରଭୁ ଜଗନ୍ନାଥଙ୍କ ଜମି! September 9, 2026 Papirani ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର ମହିମା ଓ ସମ୍ପତ୍ତିର ପରିସର କେବଳ ଓଡ଼ିଶା କି ଭାରତ ମଧ୍ୟରେ ସୀମିତ ନୁହେଁ। ଶ୍ରୀମନ୍ଦିର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିର ଐତିହାସିକ ବିସ୍ତାରକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶା ସରକାର ଶ୍ରୀଜଗନ୍ନାଥ…