ରାଜ୍ୟ ଅନ୍ୟର ଜୀବନ ବଞ୍ଚାଇ ଅମର ହୋଇଗଲା ୧୬ ମାସର ଶିଶୁ ଜନ୍ମେଶ March 3, 2025 Nirvay ରାଉରକେଲାର ଅଶୋକ ଲେଙ୍କା ଓ ପ୍ରତିଭା ନାୟକଙ୍କ ୧୬ ମାସର ଶିଶୁପୁତ୍ର ଜନ୍ମେଶ ଲେଙ୍କା ଅସୁସ୍ଥତାରୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସା ପରେ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ଡାକ୍ତର । ଏହାପରେ ପରିବାର ଲୋକଙ୍କ ନିଷ୍ପତ୍ତି…