Tag: Operation Sindoor

ଅପରେସନ ସିନ୍ଦୂର ପରେ ସୁରକ୍ଷା ଦୃଷ୍ଟିରୁ ୨୦୦ ବିମାନ ଉଡ଼ାଣ ବାତିଲ୍‌

ଭାରତୀୟ ସେନାର ଅପରେସନ୍ ସିନ୍ଦୂରର ପ୍ରଭାବ ବିମାନ ଚଳାଚଳ ଉପରେ ପଡ଼ିଛି । ପାକିସ୍ତାନ ଉପରେ ଭାରତର ଆକ୍ରମଣ ପରେ ସୁରକ୍ଷା ଦୃଷ୍ଟିରୁ ୨୦୦ ବିମାନ ଉଡ଼ାଣ ବାତିଲ୍‌ କରାଯାଇଛି । ମଧ୍ୟରାତ୍ରରୁ ଏଯାବତ ୨ ଶହ ବିମାନ ଉଡ଼ାଣ ବାତିଲ୍‌…

ଅପରେସନ ସିନ୍ଦୂର: କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଜହର ପରିବାର ସଫା

ଜମ୍ମୁ କଶ୍ମୀରର ପହଲଗାମରେ ଗତ ୨୨ ତାରିଖ ଦିନ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ସେନା ମଙ୍ଗଳବାର-ବୁଧବାର ରାତିରେ ଅପରେଶନ ‘ସିନ୍ଦୂର’ ଅଭିଯାନ ଚଳାଇଥିଲା। ଏହି ଅପରେଶନ ଅଧୀନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀରରେ ଥିବା…

‘ଅପରେସନ ସିନ୍ଦୂର’ ବିଷୟରେ ଦେଶବାସୀଙ୍କୁ ବିସ୍ତୃତ ବିବରଣୀରେ ଦେଲା ଭାରତ

ଭାରତ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ବିଳମ୍ବିତ ରାତିରେ ପାକିସ୍ତାନ ଏବଂ ପିଓକେ ଅଧିକୃତ ଜମ୍ମୁ ଏବଂ କାଶ୍ମୀରରେ ନଅଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲେ। ସେନାର ‘ଅପରେଶନ ସିନ୍ଦୂର’ ନେଇ ବିଦେଶ ସଚିବ ବିକ୍ରମ ମିସ୍ରି ସାମ୍ବାଦିକ ସମ୍ମିଳନୀ…

ଅପରେସନ୍ ସିନ୍ଦୂରକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣର ପରେ ଭାରତ ଆତଙ୍କବାଦ ବିରୁଦ୍ଧରେ ଏକ ବଡ଼ ଅଭିଯାନ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଛି। ଏହି ଅପରେଶନ ମାଧ୍ୟମରେ ପାକିସ୍ତାନ ଏବଂ ପିଓକେରେ ଅବସ୍ଥିତ ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରିଛି ଶିବିରଗୁଡ଼ିକୁ ଧ୍ୱଂସ…

ଭାରତର ଏୟାରଷ୍ଟ୍ରାଇକ ପରେ LoCରେ ପାକିସ୍ତାନର ଗୁଳିମାଡ଼; ୧୦ ନାଗରିକଙ୍କ ମୃତ୍ୟୁ, ୩୮ ଆହତ

ଅପରେସନ ସିନ୍ଦୂର ପରେ ଉତ୍ତେଜିତ ହୋଇ ଏଲଓସିରେ ଗୁଳିମାଡ଼ କରୁଛି ପାକିସ୍ତାନ । ଖାଲି ହେଉଛି ଏଲଓସି ଅଞ୍ଚଳରେ ଥିବା ଗାଁରେ ଗୁଳିମାଡ଼ କରିଛି ପାକିସ୍ତାନ । ଜାମ୍ମୁ ଓ କାଶ୍ମୀରର ପୁଞ୍ଚରେ ହୋଇଥିବା ପାକିସ୍ତାନର ଗୁଳିମାଡ଼ରେ ୧୦ ନାଗରିକଙ୍କ ମୃତ୍ୟୁ…

ଅପରେଶନ ସିନ୍ଦୂର: ଏୟାରଷ୍ଟ୍ରାଇକ ପରେ ଭାରତର ୯ଟି ବିମାନବନ୍ଦରରେ ଉଡ଼ାଣ ବନ୍ଦ

ଭାରତର ୯ଟି ବିମାନବନ୍ଦରରେ ଉଡ଼ାଣ ବନ୍ଦ । ପକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଭାରତର ବଡ଼ ଏୟାରଷ୍ଟ୍ରାଇକ୍ ପରେ ବିମାନବନ୍ଦରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଉଡ଼ାଣ ବନ୍ଦ ରଖାଯାଇଛି । ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼…

ପହଲଗାମ ଆତଙ୍କୀ ହମଲାର ବଦଲା ନେଲା ଭାରତ; ପାକିସ୍ତାନର ୯ ଆତଙ୍କୀ ଶିବିର ଉପରେ କଲା ଏୟାର ଷ୍ଟ୍ରାଇକ

ପହଲଗାମ ଆତଙ୍କୀ ହମଲାର ବଦଲା ନେଲା ଭାରତ । ଭାରତୀୟ ସେନା ମଙ୍ଗଳବାର ଅଧ ରାତିରେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ୯ଟି ଆତଙ୍କ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଛି ।ଏହି ଅପରେସନର ନାଁ ‘ଅପରେସନ ସିନ୍ଦୂର’ ଦିଆଯାଇଛି । ମଙ୍ଗଳବାର…

ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ; ୭ ଜଣ ଆତଙ୍କବାଦୀ ନିହତ

ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସୀମାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଏହାରି ମଧ୍ୟରେ ଆତଙ୍କବାଦୀଙ୍କ ଅନୁପ୍ରଦେଶ ଉଦ୍ୟମ ପଣ୍ଡ କରିଛି ବିଏସଏଫ। ବିଏସଏଫ ଯବାନଙ୍କ ହାତରେ…