Tag: Online cab drivers’ protest

Online Drivers Union Apologizes: କ୍ଷମା ମାଗିଲେ ଅନଲାଇନ ଡ୍ରାଇଭର ସଂଘର ସଭାପତି

ମାଷ୍ଟରକ୍ୟାଣ୍ଟିନ୍ ଛକରେ ସଂଘଠିତ ବିଶୃଙ୍ଖଳା ଓ ହିଂସାତ୍ମକ ଘଟଣାକୁ ନେଇ ସ୍ମାର୍ଟ ସିଟି ଅନଲାଇନ୍ ଅଟୋ, ଟ୍ୟାକ୍ସି ଓ ବାଇକ୍ ଡ୍ରାଇଭର୍ ସଂଘ ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛି। ସଂଘର ସଭାପତି ଦୀନବନ୍ଧୁ ନାୟକ ଏକ ଭିଡିଓ ଜାରି କରି…