ତାଜା ଖବର ମନୋରଞ୍ଜନ ଅନଲାଇନ୍ ବେଟିଂ ଆପ୍ ପ୍ରଚାର କରି ଫସିଲେ ୨୫ ସାଉଥ୍ କଳାକାର; ମାମଲା ରୁଜୁ March 20, 2025 Papirani ଅନଲାଇନ ବେଟିଂ ଆପର ପ୍ରଚାର କରି ଫସିଛନ୍ତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାର । ବେଆଇନ ବେଟିଂ ଆପ୍ ପ୍ରଚାର ଅଭିଯୋଗରେ ମୋଟ୍ ୨୫ କଳାକାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ଏହି କଳାକାରଙ୍କ ମଧ୍ୟରେ ରାଣା ଦଗୁବତୀ,…