Tag: OJC

Sofia Firdous Likely to Quit Congress: କଂଗ୍ରେସ ଛାଡ଼ି ଓଡ଼ିଶା ଜନତା କଂଗ୍ରେସରୁ ଲଢ଼ିବେ ସୋଫିଆ: ମହମ୍ମଦ ମୋକିମ୍‌

ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଏକ ବଡ଼ ଟ୍ୱିଷ୍ଟ ଦେଖିବାକୁ ମିଳିବ। କଟକ-ବାରବାଟୀ ବିଧାୟିକା ସୋଫିଆ ଫିରଦୋସ କଂଗ୍ରେସ ଛାଡ଼ି ଆଗାମୀ ନିର୍ବାଚନ ‘ଓଡ଼ିଶା ଜନତା କଂଗ୍ରେସ’ (OJC) ଦଳରୁ ଲଢ଼ିବେ ବୋଲି ତାଙ୍କ ବାପା ତଥା OJC…