ତାଜା ଖବର ରାଜନୀତି ରାଜ୍ୟ ୧୮ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି July 31, 2024 Nirvay ରାଜ୍ୟର ୧୮ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି ହୋଇଛି । ୧୪୭ରୁ ମାତ୍ର ୧୪ କୋଟି ଆଦାୟ ହୋଇଥିବାବେଳେ ୫୨୧ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୁନ୍ଦରଗଡ଼ରେ ୩୨ କୋଟି ୨୩ ଲକ୍ଷ, ସମ୍ବଲପୁରରେ ୩୦ କୋଟିର…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ବେଆଇନ ଭାବେ ନିର୍ମାଣ ହୋଇଛି ୭୧୯ ଆପାର୍ଟମେଣ୍ଟ July 30, 2024 Papirani ଆଜି ବିଧାନସଭାର ସପ୍ତମ ଦିନରେ ରାଜ୍ୟରେ ଥିବା ଆପାର୍ଟମେଣ୍ଟକୁନେଇ କିଛି ଆଶ୍ଚର୍ଯ୍ୟ ଜନକ ତଥ୍ୟ ସାମ୍ନାକୁ ଆସିଛି । ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ କୃଷ୍ଣ…
ତାଜା ଖବର ରାଜ୍ୟ ସ୍ୱାସ୍ଥ୍ୟ ରାଜ୍ୟରେ ଚିନ୍ତା ବଢ଼ାଉଛି ଡେଙ୍ଗୁ: ହଜାର ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା July 29, 2024 Papirani ରାଜ୍ୟରେ ଡେଙ୍ଗୁ ଥମିବାର ନା ନେଉନି। ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ରାଜ୍ୟରେ ବଢିବାରେ ଲାଗିଛି । ଡେଙ୍ଗୁ ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ବ୍ୟବସ୍ଥା କରୁଥିଲେ ମଧ୍ୟ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଗତ ବର୍ଷ…
ତାଜା ଖବର ରାଜନୀତି ରାଜ୍ୟ ୨୦୨୪ ନିର୍ବାଚନ ପୂର୍ବରୁ ଗୋଟିଏ ବର୍ଷରେ ଘୋଷଣା ହୋଇଛି ୧୪୦ ଯୋଜନା: ମୁଖ୍ୟମନ୍ତ୍ରୀ July 29, 2024 Papirani ୨୦୨୪ ନିର୍ବାଚନ ପୂର୍ବରୁ ବର୍ଷକରେ ବିନା ବଜେଟ୍ ବ୍ୟୟବରାଦରେ ୧୪୦ ଯୋଜନା ଘୋଷଣା ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଧାୟକ ଅମର ନାୟକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୨୪ ନିର୍ବାଚନ ପୂର୍ବରୁ ଗୋଟିଏ ବର୍ଷରେ ୧୪୦ ଯୋଜନା ହୋଇଛି…
ତାଜା ଖବର ରାଜନୀତି ରାଜ୍ୟ କଂଗ୍ରେସ ବିରୋଧରେ ପାଲଟା ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଲା ବିଜେପି ; ୪ଟା ଯାଏ ଗୃହ ମୁଲତବୀ July 29, 2024 Papirani ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢ଼ୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ କଂଗ୍ରେସର ତାରା ବାହିନୀପତି ଆଣିଥିବା ପରେ ଏବେ ବିଜେପିର ସ୍ବାଧିକାର…
ତାଜା ଖବର ରାଜ୍ୟ ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍: ଭିଡିଓ ଭାଇରାଲ July 29, 2024 Nirvay ସୋସିଆଲ ମିଡିଆରେ ଅପରେସନ ଗ୍ୟାଲେରୀର ଏକ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ହୀରାକୁଦ ଡ୍ୟାମ୍ର ନିଷିଧାଞ୍ଚଳରେ ଡ୍ରୋନ୍ ଉଡ଼ିବା ଦେଖାଯାଇଛି । ହୀରାକୁଦରେ ଗେଟ୍ ଖୋଲିବା ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏଭଳି ହେବା କଥା…
ତାଜା ଖବର ରାଜ୍ୟ ଫୁଲୁଛି ମହାନଦୀ: ୭ ଜିଲ୍ଲାକୁ ସତର୍କ ସୂଚନା July 29, 2024 Nirvay ଫୁଲୁଛି ମହାନଦୀ। ହୀରାକୁଦ ଡ୍ୟାମରୁ ଗେଟ୍ ଖୋଲିବା ପରେ ମହାନଦୀରେ ଜଳସ୍ତର ବଢୁଛି। ରବିବାରଠାରୁ ୨୦ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ହୀରାକୁଦ ଡ୍ୟାମ୍ର ଜଳ ପତ୍ତନ ୬୧୮ ଫୁଟ୍ ରହିଛି। ଛତିଶଗଡ ପଟେ ପ୍ରବଳ…
ରାଜନୀତି ରାଜ୍ୟ ସରଗରମ ହେବ ବିଧାନସଭା; ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିବ ସ୍ଵାଧିକାର ଭଙ୍ଗ ନୋଟିସ July 29, 2024 Nirvay ଦୁଇ ଦିନର ବିରତି ପରେ ଆଜିଠୁ ପୁଣି ସରଗରମ ହେବ ବିଧାନସଭା । ୨୦୨୪-୨୫ ଆର୍ଥିକ ବଜେଟ୍ ଉପରେ ଗୃହରେ ସାଧାରଣ ଆଲୋଚନା ଆରମ୍ଭ ହେବ। ମୋହନ ସରକାର ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଆଣିଛନ୍ତି। ତେବେ…
ତାଜା ଖବର ରାଜ୍ୟ ଆସନ୍ତା ୫ ଦିନ ପ୍ରବଳ ବର୍ଷିବ July 28, 2024 Nirvay ଆସନ୍ତା ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଏସ୍ଆରସି ସୂଚନା ଦେଇଛନ୍ତି। ୭ରୁ ୧୧ ସେମି ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ ସୂଚନା…
ତାଜା ଖବର ରାଜ୍ୟ ନିଖୋଜ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର, ଝିଅର ପତ୍ତା ମିଳିନି July 28, 2024 Nirvay କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଳକର ତାଲଗୁମାଣ୍ଡି ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ସନ୍ଧ୍ୟାରେ ଶୌଚ ହେବାକୁ ୫ ବର୍ଷର ଝିଅ ସହ ମା’ ଝଞ୍ଜାବତୀ ନଦୀ କୂଳକୁ ଯାଇଥିଲେ। ହେଲେ ସେମାନେ ଘରକୁ ନଫେରିବାରୁ ବହୁ ଖୋଜାଖୋଜି…