Tag: Odisha

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଖୋଲିଲା ଆଉ ଏକ ଟନେଲ୍

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଆଉ ଏକ ଟନେଲ୍ ଖୋଲିଲା । ପୁରୁଣାକଟକରୁ ଛାରିଛକକୁ ସଂଯୋଗ କରୁଥିବା ସିଙ୍ଗାନିବିଡ଼ାରେ ଏହି ଟନେଲ ଖୋଲିଛି। ପୂର୍ବତଟ ରେଳପଥ ସିଇଓଙ୍କ ଉପସ୍ଥିତିରେ ୭ ନମ୍ବର ଟନେଲ ଖୋଲିଛି। ୭ ନମ୍ବର ଟନେଲର ଦୂରତା ପ୍ରାୟ ୨ କିଲୋମିଟର…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ମମତା ମହାନ୍ତଙ୍କ ପ୍ରତିକ୍ରିୟା

ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ମମତା ମହାନ୍ତ। ଟିକେଟ ଦେବା ପାଇଁ ପୂର୍ବରୁ କୌଣସି ପ୍ରତିଶ୍ରୁତି ମିଳିନଥିଲା ବୋଲି କହିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଥିବା କହିଛନ୍ତି। ପୁଣି ରାଜ୍ୟସଭା ଟିକେଟ…

୨୦୨୫ ବାର୍ଷିକ ଯୁକ୍ତ ୨ ପରୀକ୍ଷା ପ୍ରଶ୍ନ ପ୍ୟାଟର୍ଣ୍ଣ ବଦଳିଲା

୨୦୨୫ ବାର୍ଷିକ ଯୁକ୍ତ ୨ ପରୀକ୍ଷା ପାଇଁ ପ୍ରଶ୍ନ ପ୍ୟାଟର୍ଣ୍ଣ ବଦଳିଛି। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ପ୍ରଶ୍ନ ପ୍ୟାଟର୍ଣ୍ଣ ବଦଳିଲା। ୨୦୨୩ରେ ରେଜିଷ୍ଟ୍ରୀ କରି ୨୦୨୫ରେ ପରୀକ୍ଷା ଦେବାକୁ ଥିବା ପିଲାଙ୍କ ପ୍ରତି ଲାଗୁ ହେବ। ପିଲାଙ୍କୁ ୮୦+୨୦…

ସଚିବସ୍ତରୀୟ ବୈଠକ; ସମସ୍ତ ବିଭାଗ ଏକ ଟିମ୍‌ ଭାବେ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆଜି ସମସ୍ତ ବିଭାଗୀୟ ସଚିବମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଯୋଜନା ଖର୍ଚ୍ଚ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ…

ମାଙ୍କଡ଼ ଉପଦ୍ରବ କମାଇବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ; ଗଠନ ହେବ ମଙ୍କି ସ୍କ୍ୱାଡ୍

ରାଜ୍ୟରେ ମାଙ୍କଡ଼ ଉପଦ୍ରବ କମାଇବା ପାଇଁ ସରକାର ଗଠନ କରିବେ ମଙ୍କି ସ୍କ୍ୱାର୍ଡ । ଆଜି ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି । ସରକାର ରାଜ୍ୟରେ ମାଙ୍କଡ଼…

୨୩ ତାରିଖରେ ସ୍ଥାନାନ୍ତର ହେବ ରତ୍ନଭଣ୍ଡାରରୁ ସିନ୍ଦୁକ ଓ ଆଲମିରା

ଆସନ୍ତା ୨୩ ତାରିଖରେ ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ସିନ୍ଦୁକ, ଆଲମିରା ସ୍ଥାନାନ୍ତର କରାଯିବ । ଶ୍ରୀମନ୍ଦିର ନୀଳାଦ୍ରି ବିହାର ମ୍ୟୁଜିୟମ ନିକଟରେ ଥିବା କୋଠରୀକୁ ସ୍ଥାନାନ୍ତରଣ କରାଯିବ । ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଏହାକୁ ସ୍ଥାନାନ୍ତରଣ କରାଯିବ।…

୫ ଦିନ ଭିତରେ ଓଡ଼ିଶା ଆସିବ ୨ଟି ଆଳୁ ଭର୍ତ୍ତି ଟ୍ରେନ୍: କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରୁ ଆଳୁ ସଙ୍କଟ ସମ୍ପୂର୍ଣ୍ଣ ଦୂର ହୋଇପାରୁନଥିବା ବେଳେ ଆଜି ପ୍ରତିକ୍ରିୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ପଶ୍ଚିମବଙ୍ଗ ଉପରେ ନିର୍ଭର କରିହେବନି । ଯେଉଁଠୁ ସୁବିଧା ହେବ ସେଠାରୁ ଆଳୁ ଆସିବ । ୫…

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଅଲିମ୍ପିକ୍‌ସ ବିଜେତା ଭାରତୀୟ ହକି ଟିମ୍‌

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମ୍‌। କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ହକି ଟିମ୍‌କୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି । ଆସନ୍ତା କାଲି ଅପରାହ୍ନରେ ଭାରତୀୟ ପୁରୁଷ ହକି ଟିମ୍‌କୁ ମୁଖ୍ୟମନ୍ତ୍ରୀ…

ରାଜ୍ୟରେ ଅଛନ୍ତି ୨୭ ମହାବଳ ବାଘ, ୨୦୯୮ ହାତୀ ଓ ୭୪୩ ଡଲ୍‌ଫିନ୍‌

ଆଜିଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଗୃହରେ ପ୍ରଶ୍ନକାଳ ସମୟରେ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ଉତ୍ତର ଦେଇଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ସେ କହିଛନ୍ତି ସମୁଦାୟ ରାଜ୍ୟରେ ଅଛନ୍ତି ୨୭…

ବିଧାନସଭାରେ କଲେଜ ନିର୍ବାଚନ ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା; ୪ଟା ଯାଏଁ ଗୃହ ମୁଲତବି

ଆଜିଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଗୃହ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଛନ୍ତି। କଲେଜ ନିର୍ବାଚନ ପ୍ରସଙ୍ଗକୁ ନେଇ ହୋହଲ୍ଲା ଦେଖିବାକୁ ମିଳିଛି । କଲେଜ ନିର୍ବାଚନ ପ୍ରସଙ୍ଗକୁ କେନ୍ଦ୍ର କରି କଂଗ୍ରେସ ବିଧାୟକମାନେ…