ତାଜା ଖବର ରାଜ୍ୟ ମୃତ ନାବାଳକ ପରିବାରକୁ ୪ ଲକ୍ଷ ସହାୟତା ପ୍ରଦାନ ନିର୍ଦ୍ଦେଶ August 22, 2024 Nirvay ବ୍ରହ୍ମପୁର ବଡ଼ବଜାରର ନାବାଳକ ସାଇରାମ ପାତ୍ର (୧୦) ମୁକୁଳା ଡ୍ରେନରେ ପଡ଼ି ନିଖୋଜ ହୋଇଯାଥିଲେ। ଦୀର୍ଘ ୪ ଘଣ୍ଟା ଧରି ସ୍ଥାନୀୟ ଯୁବକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର ହୋଇଛି। ଲକ୍ଷ୍ମୀ ନୃସିଂହ ସାହି ୧୪…
ତାଜା ଖବର ରାଜ୍ୟ ବଢ଼ିଲା ଅଡୁଆ; ଧର୍ମଶାଳା ପୂର୍ବତନ ବିଧାୟକଙ୍କ ଜମି ମାପଚୁପ ଆରମ୍ଭ August 22, 2024 Nirvay ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ (ଜିତୁ)ଙ୍କ ଅଡୁଆ ବଢ଼ିଲା। ସରକାରୀ ଜମି ଜବରଦଖଲ କରି ରଖିଥିଲେ। ଏ ନେଇ ଅଭିଯୋଗ ହେବା ପରେ ଏବେ ମାପଚୁପ ଆରମ୍ଭ ହୋଇଛି। ନୂଆଗାଁ ମୌଜାରେ ତହସିଲ ପ୍ରଶାସନ ଜମି ମାପଚୁପ ଆରମ୍ଭ କରିଛି।…
ତାଜା ଖବର ରାଜନୀତି ରାଜ୍ୟ ନବୀନଙ୍କୁ ଭେଟିଲେ କେନ୍ଦ୍ରାପଡା ଜିଲ୍ଲା ପରିଷଦର ନବନିର୍ବାଚିତ ଅଧ୍ୟକ୍ଷା ଓ ସଦସ୍ୟ August 22, 2024 Nirvay କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ବଜାୟ ରଖିଲା ବିଜୁ ଜନତା ଦଳ। ଆଜି ଅନୁଷ୍ଠିତ ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲ୍ଲାପରିଷଦର ଅଧ୍ୟକ୍ଷା ଭାବେ ନିର୍ନ୍ଦ୍ୱନ୍ଦ୍ବରେ ନିର୍ବାଚିତ ହେବା ପରେ ଲିଲିତା ଦାସ ନବୀନ ନିବାସକୁ ଆସି ବିଜୁ ଜନତା ଦଳ ସଭାପତି ତଥା…
ତାଜା ଖବର ରାଜ୍ୟ ବିଜେପିରେ ମିଶିଲେ ହିଞ୍ଜିଳିର ଶତାଧିକ ନିର୍ବାଚିତ ପ୍ରତିନିଧି August 22, 2024 Nirvay ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶିଶିର ମିଶ୍ରଙ୍କ ନେତୃତ୍ୱରେ ବିଜେଡିରୁ ବିଜେପିରେ ଯୋଗ ଦେଇଥିବା ଶ୍ରୀ ରାମକୃଷ୍ଣ ମହାକୁଡଙ୍କ ସହଯୋଗରେ ସରପଂଚ…
ତାଜା ଖବର ରାଜ୍ୟ ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିବ ବର୍ଷା August 22, 2024 Papirani ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା । ହାଲୁକାରୁ ମଧ୍ୟମ ଧରଣର ସହ କିଛି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ସୂଚନା ଦେଲେ ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।…
ତାଜା ଖବର ଦେଶ ରାଜ୍ୟ ସିମ୍ ବକ୍ସ ମାମଲା: ଢାକାରେ ବସି ଅପରେଟ୍ କରୁଥିଲା ଅଭିଯୁକ୍ତ August 22, 2024 Papirani ସିମ୍ ବକ୍ସ ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଲେ କମିଶନର। ସ୍ମାର୍ଟ ସୁଇଚ୍ରେ ଢାକାରେ ବସି ସିମ ବକ୍ସ ଅପରେଟ କରୁଥିଲା ମୁଖ୍ୟ ଅଭିଯୁକ୍ତ ଆସାଦୁର୍ ଜମାନ । ଢାକାରେ ଆସାଦୁର ଏକ ସଫ୍ଟଓୟାର କଂପାନୀ ଚଳାଇଥିଲା । ନିଜେ…
ତାଜା ଖବର ରାଜନୀତି ରାଜ୍ୟ ଚୋରା ମଦଭାଟିରେ ଚାଲିବ ବୁଲ୍ଡୋଜର: ପୃଥ୍ବୀରାଜ ହରିଚନ୍ଦନ August 22, 2024 Papirani ରାଜ୍ୟରେ ଥିବା ଚୋରା ମଦ ଭାଟିକୁ ଗୁଣ୍ଡ କରିବ ବୁଲ୍ଡୋଜର । ଚୋରା ମଦ କାରବାର ନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇ କହିଛନ୍ତି ସାରା ରାଜ୍ୟରେ ଥିବା ଚୋରା ମଦ ଭାଟି ଚଢ଼ାଉ କରାଯାଉଛି । ଯେଉଁଠି…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶାରେ ରହିଛି ସୁନା ଖଣି August 22, 2024 Papirani ଓଡ଼ିଶା ବିଧାନସଭାର ତୃତୀୟ ଦିନରେ ଗୃହରେ ରାଜ୍ୟର କେଉଁ କେଉଁ ଜିଲ୍ଲାରେ କେତୋଟି ଲେଖାଏଁ ସୁନାଖଣି ଚିହ୍ନଟ କରାଯାଇଛି । ଏହି ସବୁ ଖଣି ଗୁଡିକର ବର୍ତ୍ତମାନ ସ୍ଥିତି କଣ ? ଉକ୍ତ ସୁନା ଖଣିଗୁଡିକ ଉତ୍ତୋଳନ କରି ରାଜ୍ୟ ସରକାର…
ତାଜା ଖବର ରାଜ୍ୟ ଖୋଲିବ ହୀରାକୁଦର ଆଉ ୬ ଗେଟ୍ August 22, 2024 Nirvay ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବଢ଼ୁଥିବାରୁ ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲିବ। ଅପରାହ୍ନ ୧ଟା ବେଳେ ୬ଟି ଗେଟ୍ ଖୋଲିବ। ଏ ନେଇ ସୂଚନା ଦେଲେ ହୀରାକୁଦ ମୁଖ୍ୟଯନ୍ତ୍ରୀ । ସତର୍କ ଘଣ୍ଟି ବାଜିଲା। ପୂର୍ବାହ୍ନ ୧୨ଟା ସୁଦ୍ଧା…
ତାଜା ଖବର ରାଜ୍ୟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ଉ August 22, 2024 Nirvay ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଢେଙ୍କାନାଳ ରତ୍ନବଜାରସ୍ଥିତ ୩ ମହଲା କୋଠା, ଆଉ ଏକ ୨ ମହଲା କୋଠା, କଟକ ଜିଲ୍ଲା ଆଠଗଡ଼ସ୍ଥିତ ବ୍ରଏଲର ଫାର୍ମ,…