Tag: Odisha

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶାରେ ୫ ଏନଡିଆରଏଫ୍ ଟିମ୍

ବାତ୍ୟା ‘ଦାନା’ ମୁକାବିଲା ପାଇଁ ଆଉ ୫ଟି କେନ୍ଦ୍ରୀୟ ବିପର୍ଯ୍ୟୟ ପରିଚାଳନା ଫୋର୍ସ (ଏନଡିଆରଏଫ୍) ମଙ୍ଗଳବାର ରାତିରେ ପଞ୍ଜାବର ବାଥିନାରୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପଞ୍ଜାବ ଭଟିଣ୍ଡାରୁ ୧୫୦ ଜଣିଆ ସଦସ୍ୟଙ୍କୁ ନେଇ ବାୟୁସେନାର ଦୁଇଟି ବିମାନରେ ଆଇଏଲ ୭୬ ଓ ଏନ…

ବାତ୍ୟା ‘ଦାନା’ ପାଇଁ ୩ଟି ବନ୍ଦରକୁ ୪ନଂ ବିପଦ ସଂକେତ

ଗଭୀର ଅବପାତ ବଙ୍ଗୋପସାଗରରେ ନେଲା ବାତ୍ୟାର ରୂପ । ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବ । ଭିତରକନିକା…

ସମ୍ଭାବ୍ୟ ବାତ୍ୟା ପାଇଁ ରେଳବାଇ ସମ୍ପୂର୍ଣ ପ୍ରସ୍ତୁତ : ଅଶ୍ବିନୀ

ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ନେଇ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି । ଘନଘନ ସମୀକ୍ଷା ବୈଠକ ସହ ଲୋକଙ୍କ ସମସ୍ୟାକୁ ଦୂର କରିବା ଏବଂ ଯେପରି ଗୋଟିଏ ବି ଜୀବନହାନି ନହୁଏ ସେଥ‌ିପ୍ରତି ଦୃଷ୍ଟି ଦିଆଯାଉଛି । ଏହି…

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଦାନା’

ଗଭୀର ଅବପାତ ବଙ୍ଗୋପସାଗରରେ ନେଲା ବାତ୍ୟାର ରୂପ । ଘଣ୍ଟାପ୍ରତି ୧୮ କିମି ବେଗରେ ଆଗକୁ ବଢୁଛି ‘ଦାନା’ ।ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି ।ପାରାଦୀପଠୁ ୫୬୦ ଓ ସାଗରଦ୍ବୀପରୁ ୬୩୦ କିମି…

ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ବର୍ଷକୁ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ଘୋଷଣା

ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ ଛୁଟି ୧୨ ଦିନକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ଏହି ଅତିରିକ୍ତ ଛୁଟି ପ୍ରଚଳିତ ୧୦ ଦିନ ସାମୟିକ ଛୁଟି (CL)…

ବାତ୍ୟା ପାଇଁ ତିନିଦିନ ବନ୍ଦ ରହିବ କଲେଜ ଓ ବିଶ୍ଵ ବିଦ୍ୟାଳୟ

ସାମ୍ଭାବ୍ୟ ବାତ୍ୟକୁବଦୃଷ୍ଟିରେ ରଖି କଲେଜ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ କଲେଜ। ପ୍ରଭାବିତ ୧୪ ଜିଲ୍ଲାରେ କଲେଜ ଓ ବିଶ୍ଵବିଦ୍ୟାଳୟ ତିନିଦିନ ପାଇଁ ବନ୍ଦ ରହିବ। ପରିସ୍ଥିତିକୁ ଦୃଷ୍ଟିରେ…

ବାତ୍ୟା ପାଇଁ ୧୭୮ ବାତିଲ ହେଲା ଟ୍ରେନ୍

ମାଡ଼ି ଆସୁଛି ବାତ୍ୟା ‘ଦାନା’ । ୨୪ ରାତି କିମ୍ବା ୨୫ ସକାଳ ଲ୍ୟାଣ୍ଡଫଲ କରିବ ଭୀଷଣ ବାତ୍ୟା ଦାନା । ଲ୍ୟାଣ୍ଡଫଲ କରିବା ସମୟରେ ଘଣ୍ଟାପ୍ରତି ବହିବ ୧୦୦ ରୁ ୧୧୦ କିମି ବେଗରେ ପବନ ବହିବ । ଭୀଷଣ…

ସୁଧୁରିବନି ରାଜଧାନୀର ଟ୍ରାଫିକ୍ ସମସ୍ୟା; ବରମୁଣ୍ଡାରୁ ରସୁଲଗଡକୁ ଯିବାକୁ ଲାଗୁଛି ୨ ଘଣ୍ଟା

ସୁଧୁରିବନୀ ରାଜଧାନୀର ଟ୍ରାଫିକ୍ ସମସ୍ୟା । ବରମୁଣ୍ଡାରୁ ରସୁଲଗଡକୁ ଯିବାକୁ ଲାଗୁଛି ୨ ଘଣ୍ଟା । ରାସ୍ତା ଭିଡ଼ ଫଳରେ ରାସ୍ତା ମଝିରେ ଫଶି ରହୁଛି ଆମ୍ବୁଲାନ୍ସ ଓ ଭିଡ ଯୋଗୁ ଲୋକ ହେଉଛନ୍ତି କଲବଲ । ଦିନକୁ ଦିନ ରାଜଧାନୀରେ…

ମାଡ଼ି ଆସୁଛି ବାତ୍ୟା ଦାନା; ଅବପାତର ରୂପ ନେଲା ଲଘୁଚାପ

ଅବପାତରେ ପରିଣତ ହେଲା ଲଘୁଚାପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ । ପାରାଦୀପ ଠାରୁ ୭୩୦ କିମି ଦକ୍ଷିଣ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ସାଗର ଦ୍ବୀପରୁ ୭୭୦ କିମି ଦୂରରେ ଏବେ ରହିଛି ଅବପାତ। ଆସନ୍ତାକାଲି ସୁଦ୍ଧା ଏହା…

ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାଶ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍

ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସଙ୍କ ରେଡ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଏକା କାଳୀନ ୧୦ଗୋଟି…