Tag: Odisha

ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ଜେଲ ଗଲେ ଦୁଇ ଯନ୍ତ୍ରୀ

ବଲାଙ୍ଗିର ଜିଲ୍ଲା ଟିଟିଲାଗଡର କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରି ଜେଲ୍‌ ଗଲେ ୨ ଯନ୍ତ୍ରୀ । ୩ ସାମ୍ବାଦିକଙ୍କୁ ଆକ୍ରମଣ ମାମଲାରେ ଜେଲ୍‌ ଗଲେ କଣ୍ଟାବାଞ୍ଜୀ ଇଲେକ୍ଟ୍ରିକାଲ ଏସ୍‌ଡିଓ ଜଗନ୍ନାଥ ପତି, ମୁରିବାହାଲ ବିଦ୍ୟୁତ ଯନ୍ତ୍ରୀ ଚିନ୍ମୟ ସାହୁ । ଗତକାଲି…

ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବ ଜିଲ୍ଲାସ୍ତରୀୟ ସ୍କ୍ବାଡ୍

କପି ରୋକିବ ଜିଲ୍ଲାସ୍ତରୀୟ ସ୍କ୍ବାଡ୍ । ରାଜ୍ୟରେ ଆଗକୁ ଅନୁଷ୍ଠିତ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । କପି ରୋକିବାକୁ ଜିଲ୍ଲାସ୍ତରୀୟ ସ୍କ୍ଵାର୍ଡ ଗଠନ…

ରାସନ କାର୍ଡ ଡେଡଲାଇନ୍: ୩୧ ଜାନୁଆରି ସୁଦ୍ଧା ଇ-କେୱାଇସି ଜରୁରୀ

ରାସନ କାର୍ଡକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଡେଡଲାଇନ୍ । ୩୧ ଜାନୁଆରି ସୁଦ୍ଧା ଇ-କେୱାଇସି ଜରୁରୀ । ରାସନ କାର୍ଡ ସହିତ ଇ-କେୱାଇସି ଶେଷ ହେବା ପରେ ହିତାଧିକାରୀଙ୍କୁ ନୂତନ ରାସନକାର୍ଡ ପ୍ରଦାନ…

ସହଦେବ ନାୟକ ହତ୍ୟା: ଏକ କୋଟି ଟଙ୍କା କ୍ଷତିପୁରଣ ଦେବାକୁ ବିଜେଡିର ଦାବି

ଭୁବନେଶ୍ବର ରସୁଲଗଡ଼ରେ ସହଦେବ ନାୟକ ହତ୍ୟା ମାମଲାକୁ ନେଇ ଆଜି ସାମ୍ୱାଦିକ ସମ୍ମିଳନୀ କରିଛନ୍ତି ବିଜେଡି । ପ୍ରେସମିଟରେ ବିଜେଡ଼ି କହିଛି ରାଜଧାନୀରେ ଯେତେବେଳେ ପ୍ରବାସୀ ଭାରତୀୟ ଦିବସ ପାଳନ ହେଉଥିବା ବେଳେ ଏହିପରି ଜଘନ୍ୟ ହତ୍ୟା ଘଟଣା ଘଟିଛି। ହତ୍ୟାର…

ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ଷ୍କମ ଉଦ୍ୟମ ପରେ ଛୁରାମାଡ଼

ନନ୍ଦପୁର ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଛୁରାମାଡ଼ ହୋଇଛି । ଶୌଚ ପାଇଁ ଯାଇଥିଲା ବେଳେ ଦୁଷ୍କର୍ମ ଉଦ୍ୟମ କରି ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ନନ୍ଦପୁର ଥାନାରେ ଏତଲା ପରେ ମାମଲା ହୋଇଥିବା ବେଳେ ଅଭିଯୁକ୍ତ ଫେରାର…

ପବିତ୍ର ଶାମ୍ବ ଦଶମୀର ମାହାତ୍ମ୍ୟ

ଶାମ୍ବ ଦଶମୀ ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ଏକ ପବିତ୍ର ପର୍ବ ଅଟେ। ପୌଷମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳିତ ହୋଇଥାଏ। ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ । ଏହି ଦଶମୀକୁ ଶାମ୍ବ ଦଶମୀ, ଗାଁ…

ଭାରତକୁ ବିକଶିତ ରାଷ୍ଟ୍ର ଭାବେ ନିର୍ମାଣ କରିବାକୁ ପ୍ରବାସୀ ଭାରତୀୟଙ୍କ ସହଯୋଗ କାମନା କଲେ ମୋଦୀ

ପ୍ରଥମଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ । ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ। ପ୍ରଧାନମନ୍ତ୍ରୀ ମୋଦି ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ପ୍ରବାସୀଙ୍କୁ ସ୍ବାଗତ କରିବା…

ରାଜ୍ୟରେ ଜାରି ରହିଛି ଶୀତ ଲହରୀ

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଉତ୍ତର-ପୂର୍ବ ଭାରତରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଫଳରେ ଶୀତ ଲହରୀ ଜାରି ରହିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ଅନୁଭୂତ ହେଉଛି। ୬ ଡିଗ୍ରୀ ତଳେ ରାତି…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି; ପ୍ରବାସୀ ଭାରତୀୟ ଦିବସ ସମାରୋହରେ ଯୋଗ ଦେବେ

ଆଜି ସନ୍ଧ୍ୟାରେ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାଲି ଭୁବନେଶ୍ୱରରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ । କଡ଼ା ସୁରକ୍ଷା ମଧ୍ୟରେ ରାଜଭବନରେ ପହଞ୍ଚିଛି କାରକେଡ୍‌ । ରାଜଭବନ…

‘ମହାକୁମ୍ଭ ମେଳା’ ପାଇଁ ଓଡ଼ିଶାରୁ ଅଯୋଧ୍ୟା ସ୍ୱତନ୍ତ୍ର ବସ୍ ସେବା

ଆସନ୍ତା ଜାନୁୟାରୀ ୧୩ ତାରିଖରୁ ପ୍ରୟାଗରାଜଠାରେ ଅନୁଷ୍ଠିତ ହେବାକୁଥିବା ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଅଯୋଧ୍ୟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ହାଇ-ଏଣ୍ଡ ପ୍ରିମିୟମ୍‌ ବସ୍‌ ସେବା ଯୋଗାଇବ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ । ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁର…