Tag: Odisha

ଏଣିକି ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର

ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ମିଳିବ କ୍ଷୀର । ସ୍କୁଲ ପିଲାମାନଙ୍କୁ ଅଧିକ ପୋଷଣ ଯୋଗାଇଦେବା ପାଇଁ ରାଜ୍ୟ ସରକାର ଏକ ନୂଆ ପ୍ରୟାସ ଆରମ୍ଭ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ସ୍କୁଲ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଖାଦ୍ୟ ସହ କ୍ଷୀର ମିଳିବ…

ଭୁବନେଶ୍ଵର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ କଲେ ଦଳୀୟ କର୍ମୀ ଏବଂ ସାଧାରଣ ଜନତା

ଆୟୁଷ୍ମାନ ଭାରତ ଯୋଜନା ପାଇଁ ଏମଓୟୁ ସ୍ୱାକ୍ଷର ହୋଇଛି । ଗତକାଲି ଦିଲ୍ଲୀରେ ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସମନ୍ୱିତ କାର୍ଯ୍ୟାନ୍ୱୟନ ନିମନ୍ତେ ବୁଝାମଣା ପତ୍ର…

ଭରଚୁଆଲ ମାଧ୍ୟମରେ ଗୋ ସମାବେଶ, ଓମଫେଡ କୁ ବିପନ୍ନ ସହାୟତା ଏବଂ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମ ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଗତକାଲି ରାଇରଙ୍ଗପୁର ମହତାବ ଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋ ସମାବେଶ, ଓମଫେଡ଼କୁ ବିପନ୍ନ ସହାୟତା ଏବଂ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶୁଭାରମ୍ଭ କରିଛନ୍ତି। ଦୁଗ୍ଧ ହେଉଛି ଜୀବନୀ ଶକ୍ତିର ଉତ୍ସ ଏବଂ…

ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଆୟୁଷ୍ମାନ ଭାରତକୁ ନେଇ ସୂଚନା ଦେଲେ

ଆୟୁଷ୍ମାନ ଭାରତ ଯୋଜନା ପାଇଁ ଏମଓୟୁ ସ୍ୱାକ୍ଷର ପରେ ଆଜି ଦିଲ୍ଲୀରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ମିଳିବ ନିରନ୍ତର ଚିକିତ୍ସା ସୁବିଧା । ୭୦ ବର୍ଷରୁ…

ମକର ସଂକ୍ରାନ୍ତିରେ ଉପବାସ ରହିଲେ ମହାପ୍ରଭୁ ଲିଙ୍ଗରାଜ

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଆଜି ଏହି ପବିତ୍ର ଦିନରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ଏତେ ବଡ଼ ଦିନରେ ମହାପ୍ରଭୁ ରହିଛନ୍ତି ଉପବାସ । ଗତକାଲିଠାରୁ ସେବାୟତମାନଙ୍କ ଜିଦ ଯୋଗୁଁ ନୀତିକାନ୍ତି ବନ୍ଦ ରହିଛି ।…

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର MOU ନେଇ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ନିମନ୍ତେ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ, ଭାରତ ସରକାର ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ମଧ୍ୟରେ ଏମଓୟୁ ପାଇଁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ…

“ମିସା” ବନ୍ଦୀମାନଙ୍କୁ ସଂଗ୍ରାମୀ ଆଖ୍ୟା ଦେଇ ସମ୍ମାନ ଜଣାଇଛନ୍ତି ରାଜ୍ୟ ସରକାର: ମନମୋହନ ସାମଲ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶାରେ ଜରୁରୀକାଳିନ ପରିସ୍ଥିତି ସମୟରେ ବନ୍ଦୀ ଜୀବନ କଟାଇଥିବା ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାଇ ମାସିକ ୨୦,୦୦୦ ଟଙ୍କାର ପେନ୍‌ସନ୍ ରାଶି ପ୍ରଦାନ ସହିତ ସମସ୍ତଙ୍କର ସ୍ୱାସ୍ଥ୍ୟଗତ ଖର୍ଚ୍ଚ ମାଗଣାରେ ଓଡିଶା ସରକାର ବହନ କରିବେ ବୋଲି…

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତନ ଆଣିବ ଆୟୁଷ୍ମାନ ଯୋଜନା: ମନମୋହନ ସାମଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତତ୍ୱାବଧାନରେ ଆଜି ନୂଆଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଛି । ବିଜେଡି ସରକାରଙ୍କ ଅସହିଷ୍ଣୁତା କାରଣରୁ ରାଜ୍ୟବାସୀ ପୂର୍ବରୁ ଏହି ଯୋଜନାରୁ…

ଓଡ଼ିଶାକୁ ଏକ ବଡ଼ IT ହବ୍‌ କରିବା ଲକ୍ଷ୍ୟରେ ମୋଦି ସରକାର: ଅଶ୍ବିନୀ ବୈଷ୍ଣବ

ଓଡ଼ିଶାରେ ଆଇଟି ପ୍ରଫେସନାଲଙ୍କର ଅଭାବ ନାହିଁ । ଓଡ଼ିଶାକୁ ଆଗାମୀ ଦିନରେ ଏକ ବଡ଼ ଆଇଟି ହବ୍ କରିବା ଲକ୍ଷ୍ୟ ରହିଛି ବୋଲି ଆଜି ଏନେଇ ଆୟୁଷ୍ମାନ ପାଇଁ ଏମଓୟୁ ବେଳେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି…

ପୁରୀ ବଡଦାଣ୍ଡରୁ ଉଚ୍ଛେଦ ନେଇ ଉଠାଦୋକାନୀଙ୍କ ଆନ୍ଦୋଳନ

ବଡଦାଣ୍ଡ ଉଠାଦୋକାନୀଙ୍କ ଆନ୍ଦୋଳନ। ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ଶହ ଶହ ଉଠାଦୋକାନୀ । ଉଚିତ ସ୍ଥାନରେ ଥଇଥାନ ଦାବିରେ ବଡ଼ଦାଣ୍ଡ ଉଠାଦୋକାନୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି। ବର୍ଷେ ତଳେ ଶ୍ରୀମନ୍ଦିରକୁ ଭକ୍ତ ଯାତାୟତ ସୁଗମ କରିବା, ବଡଦାଣ୍ଡରେ…