Tag: Odisha

ବଦଳିବ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା, ପାସମାର୍କ ୨୪

କେନ୍ଦ୍ରୀୟ ବୋର୍ଡ଼ ଢାଞ୍ଚାରେ ରାଜ୍ୟ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ସୁଯୋଗ ଦେବାଲାଗି ଉଚ୍ଚତର ମାଧ୍ୟମିକ ଶିକ୍ଷା ପରିଷଦ ଚଳିତବର୍ଷ ଏଥିରେ ପରିବର୍ତନ କରିଛନ୍ତି । ପୂର୍ବରୁ ଯୁକ୍ତ ଦୁଇ ପରୀକ୍ଷା ୧୨୦ ମାର୍କ ବିଶିଷ୍ଟ ହେଉଥ୍ ବାବେଳେ ଚଳିତବର୍ଷ ଠାରୁ…

୨୮ ତାରିଖରୁ ଆରମ୍ଭ ହରିୟାଣାରେ ଅନ୍ତର୍ରାଷ୍ଟ୍ରୀୟ ଗୀତା ମହୋତ୍ସବ; ଷ୍ଟେଟ୍ ପାର୍ଟନର ଭାବେ ଯୋଗ ଦେବ ଓଡ଼ିଶା

ହରିୟାଣାର କୁରୁକ୍ଷେତ୍ରଠାରେ ଆସନ୍ତା ୨୮ ନଭେମ୍ବରଠାରୁ ୧୫ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ୨୦୧୬ରୁ ଆରମ୍ଭ ହୋଇଥିବା ୯ମ ଅନ୍ତର୍ରାଷ୍ଟ୍ରୀୟ ଗୀତା ମହୋତ୍ସବ । ଏହି ମହୋତ୍ସବରେ ତାଞ୍ଜାନିଆ ପାର୍ଟନର ଦେଶ ଭାବେ ଯୋଗ ଦେଉଥିବା ବେଳେ ଓଡ଼ିଶା ପାର୍ଟନର…

ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପାଇଁ ମୁଖ୍ୟ ଶାସନ ସଚିବ ଙ୍କ ନିର୍ଦେଶ

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ହିଁ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ କରିବା ପାଇଁ ମୁଖ୍ୟ ସଚିବ ମନୋଜ ଆହୁଜା ନିର୍ଦେଶ କରିଛନ୍ତି । ଏହାସହିତ ପ୍ରତ୍ୟେକ ମାସର ୭ତାରିଖ ସୁଦ୍ଧା କେଉଁ ଅବସର ନେଉଥିବା ସରକାରୀ କର୍ମଚାରୀଙ୍କୁ ଅବସର…

ଚଳିତ ବର୍ଷ ଧନୁଯାତ୍ରା ରେ କଂସ ଭୂମିକା ରେ ନୂଆ କଳାକାର

ବରଗଡରେ ବିଶ୍ୱର ସର୍ବବୃହତ ଓପନ ଏୟାର ଥିଏଟର ‘ଧନୁ ଯାତ୍ରା’ ଜାନୁଆରୀ ୩ ରୁ ଆରମ୍ଭ ହେବ ଏବଂ ଜାନୁଆରୀ ୧୩ରେ ସମାପ୍ତ ହେବ।ଭଗବାନ କୃଷ୍ଣଙ୍କ କିମ୍ବଦନ୍ତୀ ନାଟକୀୟ କାହାଣୀ ଏବଂ ଦୁଷ୍ଟ ରାଜା କଂସଙ୍କ ଉପରେ ତାଙ୍କର ବିଜୟ କୁ…

ଓଡ଼ିଶା ସରକାରୀ ଅଧିକାରୀଙ୍କୁ ଆଦାନୀ ଲାଞ୍ଚ ଦେଇଥିବା ଅଭିଯୋଗକୁ ଖଣ୍ଡନ କଲା ବିଜେଡ଼ି

୨୦୦୦ ରୁ ଜୁନ୍ ୨୦୨୪ ପର୍ଯ୍ଯନ୍ତ ଓଡ଼ିଶାରେ କ୍ଷମତାରେ ଥିବା ବିଜେଡ଼ି ଶୁକ୍ରବାର ଦିନ କହିଛି ଯେ ରାଜ୍ଯ ସରକାରୀ ଅଧିକାରୀମାନେ କେନ୍ଦ୍ରୀୟ ପୁଲରୁ ରାଜ୍ଯକୁ ଅକ୍ଷୟ ଶକ୍ତି ଯୋଗାଣ ପାଇଁ ଆଦାନୀ ଗ୍ରୁପ୍ ଠାରୁ ଦେୟ ଗ୍ରହଣ କରିଥିବା ଦାବି…

ପ୍ରକାଶ ପାଇଲା ଓଟିଇଟି-୨୦୨୪ର ପରୀକ୍ଷା ଫଳ

ବୋର୍ଡ ଅଫ ସେକେଣ୍ଡାରୀ ଏକଜୁକେସନ୍ ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଡବ୍ଲୁଡବ୍ଲୁଡବ୍ଲୁ.ବିଏସ୍‌ଇଓଡ଼ିଶା.ଏସି.ଇନ୍‌ରେ (http://www.bseodisha.ac.in/) ରେ ଲଗ୍‌ ଇନ୍‌ କରି ପରୀକ୍ଷାର୍ଥୀମାନେ ତାଙ୍କର ରେଜଲ୍ଟ…

ରାଜ୍ୟରେ ମହିଳା ଅଦାଲତ ପ୍ରତିଷ୍ଠା ନେଇ ସରକାର ଙ୍କ ନିଷ୍ପତ୍ତି : ପୃଥ୍ଵୀରାଜ ହରିଚନ୍ଦନ

ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ଅପରାଧ ବୃଦ୍ଧି ପାଉଥିବା ବେଳେ ରାଜ୍ଯ ସରକାର ମହିଳା ଅଦାଲତ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ୍ ଆଜି ସୂଚନା ଦେଇଛନ୍ତି। ଏହି ସ୍ୱତନ୍ତ୍ର ଅଦାଲତଗୁଡ଼ିକ ମହିଳାଙ୍କ ପ୍ରତି ହିଂସା ଏବଂ…

୩ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବଢ଼ାଇଲେ ଓଡିଶା ରାଜ୍ୟପାଳ

ବିଶ୍ୱବିଦ୍ୟାଳୟ ମାନଙ୍କ କୁଳାଧିପତି ଭାବରେ କାର୍ଯ୍ଯ କରୁଥିବା ରାଜ୍ଯପାଳ ଗୁରୁବାର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ , ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରି ତିନୋଟି ବିଶ୍ୱବିଦ୍ୟାଳୟ ର କୁଳପତିଙ୍କ କାର୍ଯ୍ଯକାଳ ବୃଦ୍ଧି କରିଛନ୍ତି। ଏ ସଂକ୍ରାନ୍ତରେ ଆଜି…

ରାଜ୍ୟ ମହିଳା କମିଶନରଙ୍କ ପଦଚ୍ୟୁତ ମାମଲା ରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ

ଗତ କିଛି ଦିନ ପୂର୍ବେ ଓଡିଶା ମହିଳା କମିଶନର ଙ୍କୁ ରାଜ୍ୟ ସରକାର ପଦଚ୍ୟୁତ କରିଥିଲେ | ଆଜି ରାଜ୍ୟ ମହିଳା କମିଶନକୁ ଭାଙ୍ଗି ଅଧ୍ଯକ୍ଷା ଓ ସଦସ୍ଯାଙ୍କୁ ବରଖାସ୍ତ କରିବା ପ୍ରସଙ୍ଗରେ ରାଜ୍ଯ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ ଜାରି କରିଛନ୍ତି…

ଅଦାନୀ ଲାଞ୍ଚ ଘଟଣା:ଆମେରିକାର ଅଭିଯୋଗ ତାଲିକାରେ ଓଡିଶା ସହ ୩ ଅନ୍ୟ ରାଜ୍ୟ

ସୌର ଶକ୍ତି ଚୁକ୍ତି ହାସଲ କରିବା ପାଇଁ ଭାରତ ସରକାରଙ୍କ ଅଧିକାରୀମାନଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗରେ ଗୌତମ ଆଦାନୀ ଏବଂ ଅନ୍ଯ ସାତଜଣଙ୍କୁ ଆମେରିକା ଅଭିଯୁକ୍ତ କରିବା ପରେ ଧ୍ୟାନ ଆକର୍ଷଣ କରୁଥିବା ଚାରିଟି ରାଜ୍ଯ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ…