ରାଜ୍ୟ ଓଡ଼ିଶାରେ ବିଜେପି ସରକାରଙ୍କ ପ୍ରଦର୍ଶନର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି November 27, 2024 Nirvay ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସି ରାଜ୍ଯରେ ବିଜେପି ସରକାରଙ୍କ ପ୍ରଦର୍ଶନର ସମୀକ୍ଷା କରିବେ।ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶା ୟୁନିଟ୍ ସଭାପତି ମନମୋହନ ସାମଲ ଆଜି ଏହି ସୂଚନା ଦେଇଛନ୍ତି।ପ୍ରଧାନମନ୍ତ୍ରୀ ୨୯ ନଭେମ୍ବର…
ରାଜ୍ୟ ବେଗୁନିଆପଡା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କୁ ଧରିଲା ବ୍ରହ୍ମପୁର ଭିଜିଲାନ୍ସ November 27, 2024 Nirvay ଅଭିଯୋଗକାରୀଙ୍କ ବକେୟା ପାରିଶ୍ରମିକ ଛାଡ଼ କରିବା ପାଇଁ ବେଗୁନିଆପଡ଼ା ସ୍ଥିତ ଅଙ୍ଗନୱାଡି କେନ୍ଦ୍ର କର୍ମଚାରୀଙ୍କ ଠାରୁ ୧୨୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କୁ ଓଡ଼ିଶା ଭିଜିଲେନ୍ସ ଅଧିକାରୀମାନେ ଗିରଫ କରିଥିଲେ। ଅଭିଯୁକ୍ତଙ୍କ ଠାରୁ…
ରାଜ୍ୟ ନୂଆଦିଲ୍ଲୀ ରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା କୁ ରୌପ୍ୟ ପଦକ November 27, 2024 Nirvay ନୂଆଦିଲ୍ଲୀରେ ଆୟୋଜିତ ୪୩ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ଯ ମେଳା (ଆଇଆଇଟିଏଫ୍) ରେ ଓଡ଼ିଶା ପାଭିଲିଅନ୍ ରୌପ୍ଯ ପଦକ ଜିତିବା ପ୍ରତ୍ଯକ ଓଡ଼ିଆଙ୍କ ପାଇଁ ଅତ୍ଯନ୍ତ ଆନନ୍ଦ ଏବଂ ଗର୍ବର ବିଷୟ । ଓଡ଼ିଶା ନୂଆଦିଲ୍ଲୀର ପ୍ରିନ୍ସିପାଲ୍ ରେସିଡେଣ୍ଟ୍ କମିଶନର ବିଶାଲ ଗଗନ…
ରାଜ୍ୟ ସମ୍ବିଧାନ ଅବମାନନା କୁ ନେଇ ତାତିଲା ବିଜେଡି : ବିଜେପି କୁ ନବୀନଙ୍କ ସମାଲୋଚନା November 27, 2024 Nirvay ସମ୍ବିଧାନ ଦିବସରେ ଧର୍ମନିରପେକ୍ଷ ଓ ସମାଜବାଦ ଶବ୍ଦକୁ ବାଦ ଦିଆଯିବା ନେଇ ଡବଲ ଇଂଜିନ ସରକାରକୁ କଡ଼ା ସମାଲୋଚନା କରିଛି କଂଗ୍ରେସ।ଦଳ ଅଭିଯୋଗ କରିଛି, ଏ ଷଡଯନ୍ତ୍ର କେନ୍ଦ୍ର ସରକାର କରିଥିଲେ। ଯେଉଁଥି ପାଇଁ ବିଜେପି ଆଜି ବି ଧର୍ମନିରପେକ୍ଷ କଥା…
ତାଜା ଖବର ରାଜ୍ୟ ରାସନ୍ କାର୍ଡରେ ରାଜ୍ୟରେ ୧ ଲକ୍ଷ ୭୭ ହଜାର ୬୮ ଜଣ ମୃତ ହିତାଧିକାରୀ ଚିହ୍ନଟ November 27, 2024 Papirani ଆଜି ଗୃହରେ ବିଧାୟକ ମାନସ କୁମାର ଦତ୍ତ ରାସନ୍ କାର୍ଡ ସମ୍ପର୍କିତ ପ୍ରଶ୍ନ ପଚାରିଛନ୍ତି । ତାଙ୍କର ପ୍ରଶ୍ନ ଇ-କେୱାଇସି ପ୍ରକ୍ରିୟାରୁ କେତେ ଭୂତ ରାସନ କାର୍ଡ ମିଳିଛି ଏବଂ ଉକ୍ତ ପ୍ରକ୍ରିୟା କେତେ ଦିନ ଆଉ ଚାଲିବ ଓ ଅଦ୍ୟାବଧୂ…
ରାଜନୀତି ରାଜ୍ୟ ସୁଜାତା କାର୍ତ୍ତିକେୟନଙ୍କ ଛୁଟି ବୃଦ୍ଧି ଆବେଦନ ଅଗ୍ରାହ୍ୟ November 26, 2024 Nirvay ଓଡ଼ିଶା ସରକାର ବରିଷ୍ଠ ଅମଲାତନ୍ତ୍ରୀ ତଥା ବିଜେଡ଼ି ନେତା ଭି. କେ. ପାଣ୍ଡିଆନଙ୍କ ପତ୍ନୀ ସୁଜାତା ଆର. କାର୍ତ୍ତିକେୟନଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି।2000 ବ୍ୟାଚ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ମେ 31 ରେ ତାଙ୍କ ଝିଅର ଯତ୍ନ ନେବା…
ରାଜ୍ୟ ଓଡ଼ିଶା ଓ କୋଲକାତା ର ଖଣି କମ୍ପାନୀ ପରିସରରେ ଆୟକର ବିଭାଗ ଚଢ଼ାଉ November 26, 2024 Nirvay ଆୟକର (ଆଇଟି) ଅଧିକାରୀମାନେ ମଙ୍ଗଳବାର ଦିନ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏକ ଖଣି କମ୍ପାନୀର ଅନେକ ସ୍ଥାନରେ ଏକକାଳୀନ ଚଢାଉ କରିଥିଲେ। ସୂଚନା ଅନୁଯାୟୀ , ଜୋଦାର ଏସ୍. ଏନ୍. ମୋହନ୍ତୀ ଗ୍ରୁପ୍ ଏବଂ କେଉଁଝରର ବଡ଼ବିଲ ସହିତ ଜଡିତ ଅନେକ…
ତାଜା ଖବର ରାଜନୀତି ରାଜ୍ୟ ଶୀତ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ; ଗୃହ ୪ଟା ଯାଏଁ ମୁଲତବି November 26, 2024 Papirani ସପ୍ତଦଶ ବିଧାନସଭାର ଦ୍ୱିତୀୟ ତଥା ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ମାତ୍ର ପ୍ରଥମ ଦିନରୁ ଗୃହରେ ହୋହାଲ୍ଲା ଦେଖିବାକୁ ମିଳିଛି । ଶୂନ୍ୟକାଳରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଦିନ ୪ଟା ଯାଏଁ ମୁଲତବି କଲେ ବାଚସ୍ପତି ସୁରମା ପାଢ଼ୀ…
ରାଜ୍ୟ ଭିଆଇପି ଗସ୍ତ ନେଇ ରାଜଧାନୀ ର ସୌନ୍ଦର୍ଯ୍ୟକରଣ,ରାଜ୍ୟ ସରକାର ପକ୍ଷ ରୁ ୧୦ କୋଟି ମଞ୍ଜୁରୀ November 25, 2024 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରମୁଖ କାର୍ଯ୍ଯକ୍ରମ ଏବଂ ଗସ୍ତ ପାଇଁ ଭୁବନେଶ୍ୱରର ସୌନ୍ଦର୍ଯ୍ଯକରଣ ଅଭିଯାନରେ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ।ରାଜଧାନୀ ଭୁବନେଶ୍ୱର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ଯକ୍ରମ ଆୟୋଜନ କରିବାକୁ ଯାଉଛି…
ରାଜନୀତି ରାଜ୍ୟ ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ଆଲୋଚନା ନେଇ କଂଗ୍ରେସ ବିଧାୟକ ଦଳ ବୈଠକ November 25, 2024 Nirvay ଆସନ୍ତା ୨୬ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହା ପୂର୍ବରୁ ୨୫ରେ କଂଗ୍ରେସ ଏବଂ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ବିରୋଧୀ କଂଗ୍ରେସ ଏବଂ ବିଜେଡି ଅନାହାର ମୃତ୍ୟୁ, ଦରଦାମ ବୃଦ୍ଧି, ଆଇନଶୃଙ୍ଖଳା ପରିସ୍ଥିତି, ନିଯୁକ୍ତି ଏବଂ ଶିଶୁ ବିକ୍ରି…