ତାଜା ଖବର ରାଜନୀତି ରାଜ୍ୟ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା ବେହାଲ; ପରିସ୍ରା କରି ହାତ ଧୋଇବାକୁ ମନ୍ତ୍ରୀ ପାଇଲେ ନାହିଁ ପାଣି ! October 21, 2024 Papirani କଣ୍ଟାବାଞ୍ଜି ହସ୍ପିଟାଲରେ ପାଣି ସମସ୍ୟା ବହୁ ବର୍ଷ ଧରି ଲାଗି ରହିଛି । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସାସ୍ଥ୍ୟକେନ୍ଦ୍ରର ଅବସ୍ଥା କଣ ତାହା ରବିବାର ସ୍ପଷ୍ଟ ହୋଇଯାଇଛି । କଣ୍ଟାବାଞ୍ଜି ହସ୍ପିଟାଲରେ ପାଣି ସମସ୍ୟା ନେଇ ଗଣମାଧ୍ଯମରେ ବାରମ୍ବାର ଖବର ପ୍ରକାଶ…
ତାଜା ଖବର ରାଜ୍ୟ ଅନ୍ଧାରରେ ୬୨୦ କର୍ମଚାରୀଙ୍କ ଭବିଷ୍ୟତ; ବନ୍ଦ ହେବ ନବୀନ ସରକାରଙ୍କ ଅମଳର ମୁକ୍ତା ଯୋଜନା October 21, 2024 Papirani ଆମ ରାଜ୍ୟରେ ବିଜେଡି ସରକାରଙ୍କ ପତନ ପରେ ବିଜେପି ସରକାର କ୍ଷମତାକୁ ଆସିଛନ୍ତି। ତେବେ ସରକାର ବଦଳିବା ପରେ ନବୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା ଯୋଜନା) କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…
ତାଜା ଖବର ରାଜ୍ୟ ରାଜ୍ୟକୁ ବାତ୍ୟାର ଭୟ; ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର October 21, 2024 Papirani ପୁର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଆଜି ସକାଳ ୫ଟା ୩୦ ମିନିଟ୍ ସମୟରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତାକାଲି ଏହା ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ୨୩…
ତାଜା ଖବର ରାଜ୍ୟ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରହିବ ପ୍ରବଳ ବର୍ଷାର ପ୍ରଭାବ: ମନୋରମା ମହାନ୍ତି October 20, 2024 Papirani କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଶନିବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା ୨୧ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଆସନ୍ତା ୨୩ ତାରିଖ…
ତାଜା ଖବର ରାଜ୍ୟ ମାଡ଼ି ଆସୁଛି ବାତ୍ୟା; ୨୪ ତାରିଖରେ କରିବ ଲାଣ୍ଡଫଲ୍! October 20, 2024 Papirani ଆସୁଛି ବାତ୍ୟା। ୨୪ ତାରିଖରେ କରିପାରେ ଲାଣ୍ଡଫଲ୍।ବଙ୍ଗୋପସାଗରରେ ବାତ୍ୟା ନେଇ ସ୍ପଷ୍ଟ କଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି, ଆସନ୍ତା ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହେବ ସାଇକ୍ଲୋନ…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ପାଇଁ ୪ ନେତାଙ୍କୁ ମିଳିଲା ଦାୟିତ୍ବ October 20, 2024 Papirani ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ପାଇଁ ୪ ନେତାଙ୍କୁ ଦିଆଗଲା ଦାୟିତ୍ବ। ଏଥିରେ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଆଉ ୩ ଜଣଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ଦେଲା ବିଜେପି। ଅକ୍ଟୋବରରେ ବିଜେପି ସଦସ୍ୟତା ଅଭିଯାନ ସରିବା ପରେ ହେବ ସାଂଗଠନିକ…
ତାଜା ଖବର ରାଜନୀତି ରାଜ୍ୟ ବଦଳିବ ଆମ ଓଡ଼ିଶା ନବୀନ ଓଡ଼ିଶା ନାଁ: ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ October 19, 2024 Papirani ବଦଳିବ ପୂର୍ବ ସରକାରର ବହୁ ଚର୍ଚ୍ଚିତ ଯୋଜନା ‘ଆମ ଓଡିଶା, ନବୀନ ଓଡିଶା ନା। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି ୨ ଦିନରେ ଗାଇଡ୍ଲାଇନ୍ ଆଣୁଛନ୍ତି ସରକାର । ପଲ୍ଲୀସଭାକୁ ଗୁରୁତ୍ୱ…
ତାଜା ଖବର ରାଜ୍ୟ ଓଏସଏସଏସସି ପରୀକ୍ଷାରେ ଅନିୟମିତତାର ଅଭିଯୋଗ; ନିଷ୍ପତ୍ତି ନେବେ ରାଜ୍ୟ ସରକାର October 17, 2024 Papirani ଚଳତବର୍ଷ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ଙ୍କ ଦ୍ୱାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷାର ବିବାଦ ସାରାରାଜ୍ୟରେ ଲାଗିରହିଥିବା ବେଳେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି। ରାଜ୍ୟ ସରକାର ଜଲ୍ଦୀ ଏହି ସଂପର୍କରେ ନିଷ୍ପତି…
ତାଜା ଖବର ରାଜ୍ୟ ଡ୍ରାଇଭିଂ ଟେଷ୍ଟ କରିବ ଏଆଇ October 17, 2024 Papirani ଏଣିକି ଡ୍ରାଇଭିଂ ଟେଷ୍ଟ ବେଳେ ହେବନି ପାତର ଅନ୍ତର । ପରୀକ୍ଷା ଚାଲିଥିବା ବେଳେ କୌଣସି ମାନବିକ ହସ୍ତକ୍ଷେପ କରାଯିବ ନାହିଁ । ପରୀକ୍ଷାକୁ ଜଗିବ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବୋଲି ରାଜ୍ୟ ସଡକ ସୁରକ୍ଷା ବିଭାଗ…
ତାଜା ଖବର ରାଜନୀତି ରାଜ୍ୟ ଜନ୍ମଦିନରେ ନବୀନଙ୍କୁ ଲତିକା ପ୍ରଧାନଙ୍କ ଉପହାର ! October 16, 2024 Papirani ଆଜି ୭୮ ବର୍ଷରେ ପାଦ ଦେଇଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଅବସରରେ ନବୀନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ରାଜନୀତି ଓ ଅନ୍ୟ କ୍ଷେତ୍ର ସହ ଜଡ଼ିତ ଅନେକ…