Tag: Odisha

ସଂଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ଫୁଟିବ ବାଣ; ରାଜ୍ୟରେ ଜାରି ହେଲା ଗାଇଡଲାଇନ୍

ଆସୁଛି ଦୀପାବଳି । ଏହାର ପୂର୍ବରୁ ବାଣ ଫୁଟା ନେଇ ଜାରି ହେଲା ଗାଇଡଲାଇନ । ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ମିଳିଛି…

ମୋହନ ସଂକେତ; ଏବେ ତ ଟ୍ରେଲର, ଆଗକୁ ଫିଲ୍ମ

ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତିବର୍ଷ ପରି ସରକାରୀ ଅଧିକାରୀଙ୍କୁ ଶପଥପାଠ କରାଗଲା । କିନ୍ତୁ ଏହି କାର୍ଯ୍ୟକ୍ରମ ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତବ୍ୟ ଥିଲା ବହୁ ଦୃଷ୍ଟିରୁ…

ଆଜି ନିର୍ବାଚନ ହେଲେ ୧୪୦ ସିଟ୍ ଜିତିବ ବିଜେଡ଼ି: ପ୍ରମିଳା ମଲ୍ଲିକ

ବିଜେଡି ଆଜି ବି ଏକ ନମ୍ବର ଦଳ। ଆଜି ବି ଯଦି ନିର୍ବାଚନ ହୁଏ ୧୪୦ ସିଟ୍ ଜିତିବ ବିଜେଡ଼ି । ଏହି ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ…

ମହାକାଳପଡ଼ା ବିଜେପିରେ ଅସନ୍ତୋଷ; ସରପଞ୍ଚଙ୍କ ଇସ୍ତଫାକୁ ନେଇ ପୁଣି ଚର୍ଚ୍ଚାରେ ଦୁର୍ଗା

ନିର୍ବାଚନର ଫଳାଫଳ ୫ ମାସ ନପୁରୁଣୁ ସାରା ରାଜ୍ୟରେ ସର୍ବାଧିକ ଭୋଟ ପାଇଥିବା ମହାକାଳପଡା ବିଜେପି ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଅନେକ ବିବାଦରେ ଛନ୍ଦି ହେବା ସହ ତାଙ୍କର ରାଜନୈତିକ ଅପରିପକ୍ଵତା ଓ ଅପାରଗତା ଧିରେ ଧିରେ ପ୍ରକାଶିତ ହେବାରେ…

ମୁଖ୍ୟମନ୍ତ୍ରୀଙ୍କୁ ହେୟଜ୍ଞାନ କରାଯାଉଛି ଅର୍ଥ ରାଜ୍ୟ ଅସହାୟ ସ୍ଥିତିରେ ଅଛି: ବିଜେଡି

ଭିଜିଲାନ୍ସ ସଚେତନତା ସପ୍ତାହ ଆରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବକ୍ତବ୍ୟରେ ତାଙ୍କ କଥାକୁ ହେୟଜ୍ଞାନ କରିବେ ନାହିଁ ଓ ତାଙ୍କ ସରକାରଙ୍କ ଏବେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କେବଳ ଟ୍ରେଲର ଓ ପୁରା ଫିଲ୍ମ ଆସିବା ବାକି ଅଛିକୁ…

ଏପ୍ରିଲ ୨୦୨୫ ସୁଦ୍ଧା ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହେବ

ଆସନ୍ତାକାଲି ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା ୨.୦। ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ଶୁଭାରମ୍ଭ । ଏ ନେଇ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ ୨…

ଆଜି ମଧ୍ୟ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଆଜି ଦ୍ଵିତୀୟ ଦିନରେ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଆଜି ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏପରିକି ଲ୍ୟାଣ୍ଡଫଲ କରିଥିବା ସ୍ଥାନ ହାବେଲୀଖଟିରେ ମଧ୍ୟ ସ୍ଥିତି ଅନୁଧ୍ୟାନ…

ଗ୍ୟାସ ସିଲିଣ୍ଡର୍‌ ଫାଟି ଜଳିଗଲା ୧୦ ବଖରା ଘର; ଅଳ୍ପକେ ବର୍ତ୍ତିଲେ ୪ ପରିବାର

ଗ୍ୟାସ ସିଲିଣ୍ଡର ଫାଟି ଭୟାବହ ଅଗ୍ନିକାଣ୍ଡ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କମଳାପଦର ଗାଁରେ ଗ୍ୟାସ୍‌ ସିଲିଣ୍ଡର ଫାଟି ଘଟିଛି ଅଘଟଣ। ଆଜି ଭୋରୁ ୪ଟା ସମୟରେ ଏହି ଅଘଟଣ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ୧୦ବଖରା ଘର…

ଦାନା ବାତ୍ୟା ଯୋଗୁଁ ହୋଇଛି ବ୍ୟାପକ କ୍ଷୟକ୍ଷତି; ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା

ଆଜି ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାତ୍ୟା ଓ ବର୍ଷା ଦ୍ୱାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଓ ନଭେମ୍ବର ୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାପଡ଼ା, ଭଦ୍ରକ,…

ଅକ୍ଟୋବର ୨୯ ତାରିଖରେ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ

ଓଡ଼ିଶାରେ ଅକ୍ଟୋବର ୨୯ ତାରିଖରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିସିରେ ଏ ଯୋଜନାର ଶୁଭାରମ୍ଭ କରିବେ. ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ଅବସରରେ ଉପସ୍ଥିତ ରହିବେ । ୭୦ ବର୍ଷରୁ…