Tag: Odisha

ଆଜିଠୁ ପ୍ରତି ପଞ୍ଚାୟତରେ ଆରମ୍ଭ ସୁଭଦ୍ରା ରାଲି

ଆଜିଠୁ ରାଜ୍ୟର ସବୁ ପଞ୍ଚାୟତରେ ଆରମ୍ଭ ହୋଇଛି ସୁଭଦ୍ରା ରାଲି । ଏହା ଆଜିଠୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ଅର୍ଥାତ୍ ଅନ୍ତର୍ଜାତୀୟ ମହିଳା ଦିବସରେ ଶେଷ ହେବ । ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସହିତ ଛାତ୍ରଛାତ୍ରୀ…

ରାଜ୍ୟରେ କଲବଲ କରୁଛି ତାତି ; ପ୍ରଥମ ଥର ପାଇଁ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା

ଗ୍ରୀଷ୍ମ ଆରମ୍ଭରୁ ଅସହ୍ୟ ହେଲାଣି ତାତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା। ଏବର୍ଷ ଖରା ଓ ଗୁଳୁଗୁଳି ଅଧିକ ଦିନ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେଥିପାଇଁ ମାର୍ଚ୍ଚରୁ ମେ…

ଆସନ୍ତା ୬ ତାରିଖରେ ବିଜେଡିର ରାଜ୍ୟବ୍ୟାପି ପ୍ରତିବାଦ

ରାଜ୍ୟରେ ପଞ୍ଚାୟତିରାଜ ଦିବସ ଗତ ପ୍ରାୟ ୩ ଦଶନ୍ଧି ଧରି ମାର୍ଚ୍ଚ ୫ରେ ପାଳିତ ହୋଇଆସୁଥିବା ବେଳେ, ରାଜ୍ୟ ସରକାର ଏହାକୁ ମାର୍ଚ୍ଚ ୫ ରେ ନକରି ଏପ୍ରିଲ ୨୪ ତାରିଖରେ ପାଳନ କରିବା ନିଷ୍ପତି ନେଇଛନ୍ତି । ବିଜେଡି ତରଫରୁ…

ମାର୍ଚ୍ଚ ୫ରେ ଖୋଲା ରହିବ ରାଜ୍ୟର ସମସ୍ତ ସ୍କୁଲ

ମାର୍ଚ୍ଚ ୫ରେ ଛୁଟି ନ ହୋଇ ଖୋଲା ରହିବ ସମସ୍ତ ସ୍କୁଲ । ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଖୋଲା ରହିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ସମସ୍ତ…

ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା

ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା । ବିଶ୍ୱବିଦ୍ୟାଳୟରେ ଜୟ ଭୀମ ଛାତ୍ର ସଂଗଠନକୁ ବିରୋଧ କରିଛନ୍ତି । ମାଡ ମାରିଥିବା ଭୟଭୀମ ସଦସ୍ୟଙ୍କୁ ଗିରଫ ଦାବି କରାଯାଇଛି । ଏବିଭିପି, ଛାତ୍ର କଂଗ୍ରେସ ଓ ଅନ୍ୟାନ୍ୟ ଛାତ୍ର ସଂଗଠନର ବିରୋଧ। ବିଶ୍ବବିଦ୍ୟାଳୟ ମୁଖ୍ୟ…

ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ ମାମଲା: ମୁହାଁ ମୁହିଁ ହେଲେ ବିରୋଧି ଓ ଶାସକ ଦଳ ନେତା

ରାଜ୍ୟରେ ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ ହେବା ପରେ ରାଜନୈତିକ ଝଡ଼ ଦେଖାଯାଇଛି । ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧି ଦଳର ନେତା। ସମାଲୋଚନା କରି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ରାଜ୍ୟ ସରକାର ପଞ୍ଚାୟତିରାଜ…

ଓଏସ୍‌ଏସ୍‌ସିର ଶାରୀରିକ ପରୀକ୍ଷା ବେଳେ ଚାଲିଗଲା ୨ ପରୀକ୍ଷାର୍ଥୀଙ୍କ ଜୀବନ; ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଓଡିଶା ଷ୍ଟାଫ୍ ସିଲେକ୍ସନ (OSSC) ର ଶାରୀରିକ ପରୀକ୍ଷା ବେଳେ ଚାଲିଗଲା ଦୁଇ ପରୀକ୍ଷାର୍ଥୀଙ୍କ ଜୀବନ । ରାଜ୍ୟର ବିଭିନ୍ନ ସ୍ଥାନରେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ୍ ଷ୍ଟକ ଇନ୍‌ସ୍ପେକ୍ଟର ପଦବୀ ନିଯୁକ୍ତି ପାଇଁ ଶାରିରୀକ ପରୀକ୍ଷା ଚାଲିଥିବା ସମୟରେ…

କିଟ୍ ଛାତ୍ରୀ ମୃତ୍ୟୁକୁ ନେଇ ଏନଏଚଆରସିଙ୍କ ତଦନ୍ତ ନିର୍ଦ୍ଦେଶ

କିଟ୍ ବିଶ୍ୱ ବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବ ଅଧିକାର ଆୟୋଗ(ଏନଏଚଆରସି) ପକ୍ଷରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏକ ଟିମ ଗଠନ କରି କିଟ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଡିଜି ଇନଭେଷ୍ଟିଗେସନଙ୍କୁ…

କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା ଫେରିବେ ଆଇପିଏସ୍‌ ସୁଶାନ୍ତ ନାଥ

କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା ଫେରିବେ ଆଇପିଏସ୍‌ ସୁଶାନ୍ତ ନାଥ । ଆଇପିଏସ୍‌ ସୁଶାନ୍ତ ନାଥ ୨୦୨୦ ସେପ୍ଟେମ୍ବରରେ କେନ୍ଦ୍ରୀୟ ଡେପୁଟେସନକୁ ଯାଇଥିଲେ । ସୁଶାନ୍ତ କୁମାର ନାଥ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଆଇଜି ଭାବେ କାର୍ଯ୍ୟରତ ଅଛନ୍ତି । ତେବେ…

ପଞ୍ଚାୟତିରାଜ ଦିବସ ମାର୍ଚ୍ଚ ୫ ତାରିଖ ବଦଳରେ ଅପ୍ରେଲ ୨୪ ରେ ପାଳନ

ଓଡିଶାରେ ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଅଛି । ତେବେ ପ୍ରତି ବର୍ଷ ଅପ୍ରେଲ ୨୪ ତାରିଖକୁ ଜାତୀୟ ପଞ୍ଚାୟିତରାଜ ଦିବସ ରୂପେ ପାଳନ କରାଯାଏ । ଏହି ଦିନ ବିଭିନ୍ନ ରାଜ୍ୟର ପଞ୍ଚାୟତ ପ୍ରତିନିଧି…