ତାଜା ଖବର ରାଜ୍ୟ ପୁରୁଣା ସ୍ଥାନରେ ଖୋଲିଲା ବିରଜା ହାଟ December 15, 2024 Bijaya Laxmi Dash ବିଭିନ୍ନ ବାଦବିବାଦ ପରେ ଆଜି ପୁରୁଣା ସ୍ଥାନରେ ହିଁ ଖୋଲିଛି ବିରଜା ହାଟ। ଆଜି ସକାଳୁ ଚାଷୀ ଏବଂ ବ୍ୟବସାୟୀ ମାନେ ପୂର୍ବଭଳି ବିରଜା ହାଟକୁ ଆସି ବ୍ୟବସାୟ କରିଛନ୍ତି। ବିରଜା ପ୍ରକଳ୍ପ ପାଇଁ ହାଟ ସ୍ଥାନାନ୍ତରଣ ନିଷ୍ପତ୍ତି ପରେ ଚାଷୀଙ୍କ…
ତାଜା ଖବର ରାଜ୍ୟ ଯାତ୍ରା ତୋରଣ ଭୁଶୁଡି ଶତାଧିକ ଆହତ December 15, 2024 Bijaya Laxmi Dash ସାଲେପୁର ବ୍ଲକ ଅନ୍ତର୍ଗତ ରାଇସୁଂଗୁଡା ଅଂଚଳର ଶନି ପଡିଆ ଠାରେ ଗତ ଶନିବାର ଦିନ ରାତି ପ୍ରାୟ 11ଟା ସମୟରେ ଯାତ୍ରା ପାଟି ରାଜାରାଣୀ ଅପେରା ର ଯାତ୍ରା ଆରମ୍ଭ ପୂର୍ବରୁ ପ୍ରବେଶ ଦ୍ୱାର ନିକଟରେ ଅସ୍ୱାଭାବିକ ଭାବରେ ଭିଡ ଜମିବାରୁ…
ତାଜା ଖବର ରାଜ୍ୟ ସିବିଆଇ ସମ୍ମୁଖରେ ଆଜି ହାଜର ହୋଇପାରନ୍ତି ବିଷ୍ଣୁପଦ ସେଠୀ December 15, 2024 Bijaya Laxmi Dash ‘ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍’ର ଭୁବନେଶ୍ବର ଜିଜିଏମ୍ ଚଞ୍ଚଲ୍ ମୁଖାର୍ଜୀଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦିଆଯିବା ମାମଲା ଭିନ୍ନ ମୋଡ଼ ନେଇଛି। ଏହି ମାମଲାରେ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ନାଁ ଆସିବା ପରେ ସମ୍ପୂର୍ଣ ଘଟଣା ନୂଆ ମୋଡ଼…
ତାଜା ଖବର ରାଜ୍ୟ ମାଲ୍ୟବନ୍ତ ମହୋତ୍ସବରେ ମାଲକାନଗିରି ବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭେଟି December 14, 2024 Bijaya Laxmi Dash ମାଲ୍ୟବନ୍ତ ମହୋତ୍ସବ ୨୦୨୪କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବା ସହିତ ଏକ ମେଗା ସିମେଣ୍ଟ କାରଖାନା ନିର୍ମାଣ ହେବା ଏବଂ ଏହି ପ୍ରକଳ୍ପରେ ୪୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହିତ ସ୍ଥାନୀୟ ଅଂଚଳର ୨୦୦୦ ଯୁବକ ଯୁବତୀଙ୍କୁ…
ବ୍ୟବସାୟ ମହାନଦୀ ସ୍ଥିତି ପାଇଁ ନବୀନ ଦାୟୀ: ପୃଥ୍ବୀରାଜ December 14, 2024 Papirani ମହାନଦୀକୁ ନେଇ ତେଜୁଛି ବିରୋଧି ଆଉ ଶାସନଦଳଙ୍କ ବୟାନ ବାଜି । ମହାନଦୀକୁ ନେଇ ସାଙ୍ଘାତିକ ବୟାନ ଦେଇଛନ୍ତି ବିଜେଡି ନେତା ପ୍ରସନ୍ନା ଆଚାର୍ଯ୍ୟ ସେ କହିଛନ୍ତି ମହାନଦୀ ଧିରେ ଧିରେ ଶୁଖିବାକୁ ଆରମ୍ଭ କଲାଣି । ମହାନଦୀ ଓଡ଼ିଶାରେ ଲୀନ…
ତାଜା ଖବର ରାଜ୍ୟ ଦୁର୍ନୀତି ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ: ଆଇନ ମନ୍ତ୍ରୀ December 14, 2024 Papirani ରାଷ୍ଟ୍ରାୟତ୍ତ କମ୍ପାନୀ ବ୍ରିଜ୍ ଆଣ୍ଡ ରୁଫ ଇଣ୍ଡିଆ କମ୍ପାନୀ ୧୦ ଲକ୍ଷ ଟଙ୍କା ନେବା ମାମଲାରେ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସମନ ଜାରି କରିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଆଇନ…
ରାଜନୀତି ରାଜ୍ୟ ଅଗ୍ନି ପରୀକ୍ଷା ପୂର୍ବରୁ ମୋଦୀଙ୍କ ଶରଣରେ ନବୀନ December 14, 2024 Papirani କ୍ଷମତାଚ୍ଯୁତ ହେବାପରେ ନବୀନ ପଟନାୟକ କଂଗ୍ରେସ ସହ ତାଙ୍କର ବହୁ ପୁରୁଣା ସମ୍ପର୍କକୁ ଆଉଥରେ ନୂଆ ରୂପ ଦେବାପାଇଁ ଚେଷ୍ଟିତ ଥିବାବେଳେ ରାଜ୍ୟ ରାଜ୍ୟସଭା ଅଧ୍ଯକ୍ଷ ଜଗଦୀପ ଧନଖଡ଼ଙ୍କ ରୋଧରେ ବିରୋଧୀ ଦଳର ଅନାସ୍ଥା ପ୍ରସ୍ତାବ ତାଙ୍କୁ ବଡ଼ ଅଗ୍ନି ପରୀକ୍ଷା…
ରାଜ୍ୟ ଟେଣ୍ଡର ଫିକ୍ସିଂ ମାମଲାରେ ଫସିଲେ ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀ December 14, 2024 Papirani ଟେଣ୍ଡର ଫିକ୍ସି ଲାଗି ୧୦ ଲକ୍ଷ ଲାଞ୍ଚ ମାମଲା ନେଇଛି ନୂଆ ମୋଡ । ପ୍ରମୁଖ ସଚିବ ବିଷ୍ଣୁ ପଦ ସେଠୀଙ୍କ ସମେତ ତାଙ୍କ ଡ୍ରାଇଭରକୁ ସିବିଆଇ କରିଛି ସମନ । ପୂର୍ବରୁ ଏହି ମାମଲାରେ ବିଷ୍ଣୁ ପଦ ସେଠୀଙ୍କୁ ସିବିଆଇ…
ରାଜନୀତି ରାଜ୍ୟ କୁଟ୍ଟେ, ଆଶିଷ ଘଟଣାରେ ବିଜୟ ମହାପାତ୍ରଙ୍କ ବିସ୍ଫୋରକ ବୟାନ December 13, 2024 Nirvay ଓଡିଶାର ଦୁଇ ଜଣ ଆଇପିଏସ ଅଫିସର ଯାହାଙ୍କ ବିରୁଦ୍ଧରେ ଚାର୍ଜସିଟ କରିବାପାଇଁ ଇଲେକ୍ସନ କମିଶନଙ୍କ ନିକଟରେ ବିଜେପି ଅଭିଯୋଗ କରିଥିଲା , ସରକାରକୁ ଆସିବା ପରେ କେନ୍ଦ୍ରୀୟ ଡେପୁଟେସନରେ ସେହି ଦୁଇ ଅଧିକାରୀଙ୍କୁ ପଠାଇ ଦେଇଛି । ଅଲଇଣ୍ଡିଆ ସର୍ଭିସ ରୁଲ…
ତାଜା ଖବର ରାଜ୍ୟ ବିକ୍ରି ହୋଇପାରିବନି ବସୁନ୍ଧରା ଜମି: ରାଜସ୍ୱ ମନ୍ତ୍ରୀ December 13, 2024 Papirani ବସୁନ୍ଧରା ଯୋଜନାରେ ପାଇଥିବା ଜମି ବିକ୍ରି କରିପାରିବେନି ହିତାଧିକାରୀ ବୋଲି ଆଜି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ବସୁନ୍ଧରା ଯୋଜନା ଅଧିନରେ ଭୂମିହୀନଙ୍କୁ ଦିଆଯିବାକୁ ଥିବା ଜମିକୁ ଆଉ ବିକ୍ରି କରାଯାଇ ପାରିବ ନାହିଁ…