Tag: Odisha

ରାସନ୍‌ କାର୍ଡରୁ ବାଦ ପଡିବେ ବିଦେଶୀ: କୃଷ୍ଣଚନ୍ଦ୍ର ପାତ୍ର

ଓଡ଼ିଶାରେ ପାକିସ୍ତାନୀ, ବାଂଲାଦେଶୀ ହାତେଇଛନ୍ତି ରାସନ୍‌ କାର୍ଡ । ଏ ନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଓଡ଼ିଶାକୁ ଅନୁପ୍ରବେଶ କରି କାର୍ଡ ହାତେଇ ନେଇଛନ୍ତି। ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କୁ ଏନେଇ…

ସମସ୍ତ ରେଲୱେ ଷ୍ଟେସନରେ RPF ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ

ଭୁବନେଶ୍ୱର ରେଲୱେ ଷ୍ଟେସନରେ ଫ୍ଲାଗ ମାର୍ଚ୍ଚ । ପହଲଗାମ୍‌ ଆକ୍ରମଣ ଘଟଣାକୁ ନେଇ ସବୁ ଷ୍ଟେସନ୍‌ରେ ଫ୍ଲାଗ୍‌ ମାର୍ଚ୍ଚ । ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଜିନିଷ ଦେଖିବା ମାତ୍ରେ ତୁରନ୍ତ ଜିଆରପି କିମ୍ବା ଆରପିଏଫ୍‌କୁ ସୂଚନା ଦେବା ପାଇଁ କୁହାଯାଉଛି ।…

ମେ’ ୧ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା

ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ମିଳିବ ଆଶ୍ବସ୍ତି। ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ଦିନରେ ଖରା ଗୁଳୁଗୁଳି ଦେଖିବାକୁ ମିଳୁଥିବା ବେଳେ ଅପରାହ୍ନ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ପବନ ଦେଖିବାକୁ ମିଳୁଛି। ମେ’ ୧ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା…

ଗୋଟିଏ ଦିନରେ OSSC ଓ OCS ମେନ୍‌ ୨୦୨୩ ପରୀକ୍ଷାରେ ତ୍ରୁଟି

ଆଜି ଗୋଟିଏ ଦିନରେ ୨ଟି ବଡ଼ ପରୀକ୍ଷାରେ ସାମ୍ନାକୁ ଆସିଲା ତ୍ରୁଟି । ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (OSSC) ପରୀକ୍ଷାରେ ବଡ଼ ତ୍ରୁଟି ସହ OPSC ପରିଚାଳିତ ପରୀକ୍ଷାରେ ବି ତ୍ରୁଟି ଦେଖିବାକୁ ମିଳିଛି । ଆଜି ଏକ୍ସାଇଜ୍‌ ଓ…

୨ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୃତ୍ତ

ଗଂଜାମ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡ଼ା ଥାନା ଶାଳବଣ ଗାଁ ଜଙ୍ଗଲରୁ ଠାବ ହୋଇଛି ଦୁଇ ଭାଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ମୃତକ ୨ ଭାଇ ହେଉଛନ୍ତି ସୁମୁଣ୍ଡଳ ଗାଁର ସଞ୍ଜୟ…

ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ସୁଲତା ଦେଓ

ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେବା ପରେ ଆଜି କ୍ଷମା ମାଗିଛନ୍ତି । ସେ କହିଛନ୍ତି କି, ଯଦି ତାଙ୍କ ବୟାନ ରାଜ୍ୟବାସୀ ତଥା ଦେଶବାସୀଙ୍କୁ ଦୁଃଖ ପହଞ୍ଚେଇଛି…

ପହଲଗାମ ଆତଙ୍କୀ ଆକ୍ରମଣ ଘଟଣା: ପ୍ରଶାନ୍ତ ଶତପଥୀଙ୍କ ଘରେ ନିଆ ଟିମ୍‌

ପହଲଗାମ ଆତଙ୍କୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଓଡ଼ିଶାର ପ୍ରଶାନ୍ତ ଶତପଥୀଙ୍କ ଘରେ ଏନଆଇଏ ଚିମ୍ ପହଞ୍ଚି ତଦନ୍ତ କରୁଛି । ବାଲେଶ୍ୱରର ଇସାଣୀ ଗାଁରେ ଏନଆଇଏ ଟିମ୍ ପହଞ୍ଚି ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅଙ୍କୁ ପଚରାଉଚରା କରୁଛି । ଆତଙ୍କବାଦୀ ଆକ୍ରମଣର…

ଶ୍ରୀମନ୍ଦିରରେ ନିୟୋଜିତ ହେଲେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ

ଶ୍ରୀମନ୍ଦିରର ସୁରକ୍ଷା ଓ ଶୃଙ୍ଖଳା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଦିନକୁ ଦିନ ଶ୍ରମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଆଖି ଆଗରେ ରଖି ପୁରୀ ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି । କମାଣ୍ଡାଣ୍ଟଙ୍କ ସହ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଠି

ଯାଜପୁର-ଧାମରା ପୋର୍ଟ ରେଳ ଲାଇନ୍ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ର ରେଳ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚିଠି ଲେଖିଛନ୍ତି । ପ୍ରାଥମିକତା ଭିତ୍ତିରେ ରେଳ ଲାଇନ୍ ପ୍ରକଳ୍ପ ସାରିବାକୁ ରାଜ୍ୟ ସରକାର ଦାବି କରିଛନ୍ତି । ରେଳ…

ମାଲକାନଗିରି ପିଏ ମୃତ୍ୟୁ ମାମଲା: ଆଇଏଏସ୍‌ ମନିଷ ଅଗ୍ରୱାଲଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ବ୍ୟକ୍ତିଗତ ସହାୟକ (ପିଏ) ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ଆଇଏଏସ୍‌ ମନିଷ ଅଗ୍ରୱାଲଙ୍କୁ ଝଟକା ଲାଗିଛି । ଓଡିଶା ହାଇକୋର୍ଟରେ ମନୀଷ ଅଗ୍ରୱାଲଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଯାଇଛି । ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନିଷ କାର୍ଯ୍ୟ କରୁଥିବା ସମୟରେ…