Tag: Odisha

ଆସନ୍ତା ୪ ତାରିଖରୁ ଆରମ୍ଭ ଖଣ୍ଡଗିରି ମେଳା

ଆସନ୍ତା ୪ ତାରିଖରୁ ଖଣ୍ଡଗିରି ମେଳା। ଏନେଇ ରାଜଧାନୀରେ ଜୋରସୋର ପ୍ରସ୍ତୁତି ଚାଲିଛି । ଏବେଠୁ ଖଣ୍ଡଗିରି ମୁହାଁ ହେଲେଣି ସାଧୁସନ୍ଥ । ଯଜ୍ଞ କୁଣ୍ଡ ଓ ସାଧନାସ୍ଥଳ ପ୍ରସ୍ତୁତିରେ ଲାଗିଛନ୍ତି । ଖଣ୍ଡଗିରି ଗୁମ୍ଭାରୁ ଶୁଭିଲାଣି ବାବାଙ୍କ ମନ୍ତ୍ରପାଠ। ଆଜି…

ବାହାଘର ନା ନେତାଙ୍କ ମିଳନଘର !

ଏମିତିଆ ବାହାଘର ଯେ, ବିହାରଠୁ ଆରମ୍ଭକରି ଓଡ଼ିଶା ଯାଏଁ ଧୂମ ରାଜନୈତିକ ଚର୍ଚ୍ଚା। ସବୁ ଦଳରୁ ନେତା ଯାଇ ଆସାମରେ ଠୁଳ ହେବେ, ଚର୍ଚ୍ଚା ନିହାତି ହବ । ଆସାମରେ ବି କମ ଚର୍ଚ୍ଚା ହେଇନାହିଁ । ବାହାଘର ଥିଲା ପୂର୍ବତନ…

ଫେବ୍ରୁଆରୀ ଆରମ୍ଭରୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ଫେବ୍ରୁଆରୀରୁ ମାଡ଼ି ଆସିଲାଣି ଗ୍ରୀଷ୍ମ ପ୍ରବାହ। ଫେବ୍ରୁଆରୀ ଆରମ୍ଭରୁ ପାରଦ ଉପରମୁହାଁ। ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ରହୁଥିବାରୁ ତାପମାତ୍ରା ବୃଦ୍ଧି ପାଉଛି। ଅଚାନକ ଉପରମୁହାଁ ହେବା ସହ ପାରଦ ଡେଇଁଲାଣି ୩୬ ଡିଗ୍ରୀ। ସକାଳ ୧୦ଟାରୁ ଅସମ୍ଭାଳ ହେଉଛି ତାତି…

ଭକ୍ତକବିଙ୍କ ରଚିତ ବର୍ଣ୍ଣବୋଧର ଅବିକଳ ସଂସ୍କରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେଲା ଉନ୍ମୋଚିତ

ଓଡ଼ିଶା ଏବଂ ଓଡ଼ିଆ ଭାଷା ଯେଉଁ କାଳଖଣ୍ଡରେ ନିଜର ଅସ୍ଥିତ୍ୱ ଓ ଜାତୀୟତା ପାଇଁ ସଂଗ୍ରାମ କରୁଥିଲେ, ସେହି ସମୟରେ ଭକ୍ତକବି ମଧୁସୂଦନ ରାଓ, ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରକାଶ କରି ଆମ ରାଜ୍ୟର ହୃତ ଗୌରବ ଫେରାଇ ଆଣିଥିଲେ…

୨୦୨୫-୨୬ କେନ୍ଦ୍ରୀୟ ବଜେଟ୍‍କୁ ଲୋକାଭିମୁଖୀ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା ଐତିହାସିକ କେନ୍ଦ୍ରୀୟ ବଜେଟ୍‍ କୁ ନେଇ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଧନ୍ୟବାଦ ଜଣେଇ ସେ କହିଛନ୍ତି ଯେ…

ବଜେଟ-୨୦୨୫ ରେ ‘ଅଭିବୃଦ୍ଧି ଓ ‘ସର୍ବସମାବେଶୀ’ର ଗଣିତକୁ ନେଇ “ବିକାଶର ଖସଡ଼ା” ପ୍ରତିଫଳିତ ହୋଇଛି: ମନମୋହନ ସାମଲ

ଦୂରଦୃଷ୍ଟିସଂପନ୍ନ ବଜେଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣଙ୍କୁ ଅଭିନନ୍ଦନ ଜଣାଇବା ସହିତ ରାଜ୍ୟବାସୀଙ୍କ ତରଫରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ‘ଅଭିବୃଦ୍ଧି ଓ ‘ସର୍ବସମାବେଶୀ’ର ଗଣିତକୁ ନେଇ “ବିକାଶର…

ବଜେଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ନବୀନ

ଆଜି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ହୋଇଥିବାବେଳେ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ଦେଶର ଯୁବବର୍ଗଙ୍କୁ ଚାକିରିର ଘୋର ଆବଶ୍ୟକତା ଥିବାବେଳେ ଏବଂ ଅତ୍ୟାବଶ୍ୟକ…

ଭିଜିଲାନ୍ସ ଜାଲରେ ସୁକିନ୍ଦା ଥାନା ଏସଆଇ ଅଭୟ ନାୟକ

ଭିଜିଲାନ୍ସ ଜାଲରେ ସୁକିନ୍ଦା ଥାନା ଏସଆଇ । ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ଏସଆଇ ଅଭୟ ନାୟକଙ୍କୁ ଧରିଛି ଭିଜିଲାନ୍ସ । ନୀଳାଚଳ ଇସ୍ପାତ କାରଖାନା ଆଗରେ ଧରାପଡ଼ିଲେ ଲାଞ୍ଚୁଆ ଏସଆଇ । ସ୍ବାମୀ ସ୍ତ୍ରୀଙ୍କ ପାରିବାରିବ ବିବାଦର ସମାଧାନ…

ଭୁବନେଶ୍ୱର ରେ ଆରମ୍ଭ ହେଲା ତିନି ଦିନିଆ ମୟୂରଭଞ୍ଜ ଉତ୍ସଵ

ମୟୂରଭଞ୍ଜ ମାଟି ହେଉଛି କଳା ଓ ସଂସ୍କୃତିର ମାଟି – ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜରେ ଛଉ ଏକାଡେମୀ ଓ ସାଂସ୍କୃତିକ ଗବେଷଣା କେନ୍ଦ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବାରିପଦାରେ 60 କୋଟି ଟଙ୍କା ବିନିଯୋଗରେ ବୁଢ଼ାବଳଙ୍ଗ ରିଭର୍ ଫ୍ରଣ୍ଟ ବିକଶିତ କରାଯିବ ମୟୂରଭଞ୍ଜ…

ଓଡ଼ିଶା ବିଧାନସଭା ନୂଆ ସଚିବ ହେଲେ ଆଇଏଏସ ସତ୍ୟବ୍ରତ ରାଉତ

ଓଡ଼ିଶା ବିଧାନସଭାର ସଚିବ ଭାବେ ବରିଷ୍ଠ ଆଇଏଏସ ଅଫିସର ସତ୍ୟବ୍ରତ ରାଉତଙ୍କୁ ଶୁକ୍ରବାର ଦିନ ନିଯୁକ୍ତି ପ୍ରଦାନ କରାଯାଇଛି । ସତ୍ୟବ୍ରତଙ୍କ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ରାଉତ ଏବେ ପୂର୍ତ୍ତ…