Tag: Odisha

ପୁଣି ଚର୍ଚ୍ଚାରେ ବିଜେଡିର ଦୁଇ କର୍ପୋରେଟର ଅମରେଶ ଓ ବିରଞ୍ଚି

ଦୀର୍ଘଦିନ ହେବ ଭୁବନେଶ୍ବର ବିଜେଡି ନେତୃତ୍ବଙ୍କ ଉପରେ ଅସନ୍ତୋଷ ଜାହିର କରୁଥିବା ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାର ଏବେ ପୁଣି ଚର୍ଚ୍ଚାରେ । ଖଣ୍ଡଗିରି କୁମ୍ଭମେଳା ଅବସରରେ ବିଜେପି ସାଂସଦ ଓ ବିଧାୟକଙ୍କ ଗହଣରେ…

ଖଣ୍ଡଗିରିରେ ହାଇଡ୍ରାମା; କାର ଅଟକାଇ ରାଣୀ ପ୍ରିୟଦର୍ଶିନୀଙ୍କୁ ଗାଳିଗୁଲଜ କଲେ ଯୁବକ

ଖଣ୍ଡଗିରି ଯାତ୍ରାରେ ଦେଖିବାକୁ ମିଳିଛି ହାଇଡ୍ରାମା । ଖଣ୍ଡଗିରି ଯାତ୍ରା ଅଶ୍ଳୀଳ ନାଚ ବରଣ ଥିବା ବେଳେ ସାମ୍ନାକୁ ଆସିଚି ରାଣୀ ପ୍ରିୟଦର୍ଶିନୀଙ୍କୁ ଗାଳିଗୁଲଜ କରୁଥିବାର ଦୃଶ୍ୟ। ଦୁର୍ଗା ମନ୍ଦିର ଅପେରା ପାର୍ଟିର ମେଲୋଡି ଦେଖିବା ପରେ ରାଣୀ ପ୍ରିୟଦର୍ଶିନୀଙ୍କ ଗାଡ଼ି…

ଫେବୃଆରୀ ୧୦ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଆଗାମୀ ଫେବୃଆରୀ ୧୦ ତାରିଖ (ସୋମବାର) ଦିନ ଭୁବନେଶ୍ୱର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା…

ଅଧିକ ଚିକିତ୍ସା ପାଇଁ ଏୟାରଲିଫ୍ଟ ହେବେ ଅଭିନେତା ଉତ୍ତମ ମହାନ୍ତି: ବାବୁସାନ

ଓଲିଉଡ ଅଭିନେତା ଉତ୍ତମ ମହାନ୍ତିଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲରେ ଆଇୟିୟୁରେ ଚିକିତ୍ସାଧୀନ ଅଛନ୍ତି । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଗୁରଗାଓଁର ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯିବା ନେଇ…

୧୧ ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର, ଅନ୍ତୋଦୟ ଗୃହ ଯୋଜନାରେ ମିଳିବ ପକ୍କା ଘର

ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୧ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନ୍ତୋଦୟ ଗୃହ ଯୋଜନାର ନିୟମକୁ କୋହଳ କରିବା ସହ ଆଗାମୀ ୩ବର୍ଷରେ ୨.୨୫ଲକ୍ଷ…

ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତି ଗୁରୁତର

ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତି ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ଚିକିତ୍ସା ନିମନ୍ତେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଇସିୟୁରେ ଚିକିତ୍ସା ଚାଲିଥିବା ବେଳେ ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଥିବା ସୂଚନା ମିଳିଛି…

ଗ୍ରେଟର ଭୁବନେଶ୍ୱର ପାଇଁ ପ୍ରସ୍ତୁତି ଆରମ୍ଭ; ୪ଟି ସହରକୁ ନେଇ ଗଠନ ହେବ ନୂଆ ଅର୍ଥନୈତିକ ଅଞ୍ଚଳ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଲୋକସେବା ଭବନରେ ଗୃହ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରି ଯୋଜନାଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଗ୍ରେଟର ଭୁବନେଶ୍ୱର ପାଇଁ ଟ୍ୱିନ ସିଟି-ଭୁବନେଶ୍ୱର ଓ କଟକ, ପୁରୀ…

ବାରବାଟୀ ଦିନିକିଆ ମ୍ୟାଚ୍: ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ଓ ଇଂଲଣ୍ଡ ଦଳର ଖେଳାଳି

କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ୍‌ ଖେଳାଯିବ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ଭାରତ ଓ ଇଂଲଣ୍ଡ ଖେଳାଳିମାନେ ପହଞ୍ଚିଛନ୍ତି । ବିମାନବନ୍ଦରରୁ ହୋଟେଲ୍‌ ଏବଂ ସେଠାରୁ ବାରବାଟୀ ଯିବାପାଇଁ…

୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଲ ତରଫରୁ ୟୁନିଟ୍ -୩ କ୍ୟାପିଟାଲ୍ ହାଇସ୍କୁଲ ଠାରେ ଆୟୋଜିତ ହୋଇଥିବା ନିଯୁକ୍ତି ମେଳାରେ ଆଜି ୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ…

ଭିଡ଼ମୁକ୍ତ ହେବ ଟ୍ୱିନ୍‌ ସିଟି; ଖର୍ଚ୍ଚ ହେବ ୧୦ କୋଟି

ଭୁବନେଶ୍ୱର, କଟକ, ପୁରୀକୁ ଭିଡ଼ ମୁକ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଆଜି ସୂଚନା ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ସହରଗୁଡ଼ିକ ଏ-କ୍ଲାସ ସିଟି ଭାବେ କିପରି ପରିଚିତ ହେବ ଉଦ୍ୟମ ଚାଲିଛି । ସେହିପରି…