ତାଜା ଖବର ରାଜ୍ୟ ସବୁ ଜିଲ୍ଲାରେ ଖୋଲିବ ବନ୍ୟପ୍ରାଣୀ ସମ୍ପର୍କିତ ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର ବନ୍ୟଜନ୍ତୁ ଅଦାଲତ October 9, 2024 Papi Jena ରାଜ୍ୟରେ ବନ୍ୟଜନ୍ତୁ ସମ୍ପର୍କିତ ଅପରାଧ ବଢ଼ିବାରେ ଲାଗିଛି। ତେଣୁ ବନ୍ୟପ୍ରାଣୀ ଅପରାଧ ସମ୍ପର୍କିତ ମାମଲା ଶୁଣାଣି ପାଇଁ ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ସ୍ୱତନ୍ତ୍ର ଅଦାଲତ । ବନ୍ୟପ୍ରାଣୀ ଶିକାର, ସେମାନଙ୍କ ବିରୋଧରେ ଘଟୁଥିବା ଅପରାଧକୁ ରୋକିବା ପାଇଁ ଏଭଳି ପଦକ୍ଷେପ…
ତାଜା ଖବର ରାଜନୀତି ରାଜ୍ୟ ହରିୟାଣା ହାରିଲା କଂଗ୍ରେସ, ବିଳାପ କରିବ ବିଜେଡି October 9, 2024 Papi Jena ହରିୟାଣା ନିର୍ବାଚନ ଫଳ କଂଗ୍ରେସକୁ ଜାତୀୟସ୍ତରରେ ବଡ଼ ଧକ୍କା ଦେଇଛି। କିନ୍ତୁ ଓଡ଼ିଶାରେ କଂଗ୍ରେସ ଅପେକ୍ଷା ବିଜୁ ଜନତା ଦଳର ନେତାମାନେ ଏବେ ବିଳାପ କରିବା ଅବସ୍ଥାକୁ ଆସିଯାଇଛନ୍ତି । ପୂର୍ବ ଶାସକ ଦଳର ନେତାମାନେ ଧରି ନେଇଥିଲେ ଯେ ହରିୟାଣାରେ…
ତାଜା ଖବର ରାଜ୍ୟ ଚୋରାରେ ଚାଲିଛି ବାଲି ଚାଲାଣ ଓ ପାହାଡ଼ରୁ ପଥରକଟା ପରିବେଶ ପ୍ରତି ବିପଦ October 9, 2024 Papi Jena ପରିବେଶ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉ ଥିଲେ ମଧ୍ୟ ପ୍ରାକୃତିକ ସମ୍ପଦକୁ ନଷ୍ଟ କରିବାରେ ଲାଗିଛନ୍ତି କିଛି ଅସାଧୁ ବ୍ୟକ୍ତି। ରାୟଗଡ଼ା ଜିଲ୍ଲାରେ ଥିବା ନଦୀ ଗର୍ଭରୁ ବାଲି ସରିବାକୁ…
ତାଜା ଖବର ରାଜ୍ୟ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀଙ୍କୁ ବର୍ଷବ୍ୟାପୀ ପାଳନ କରାଯିବାକୁ ସରକାରଙ୍କ ନିଷ୍ପତ୍ତି October 8, 2024 Nirvay ଆଦିବାସୀ କଳା, ସଂସ୍କୃତି, ଐତିହ୍ୟ, ଇତିହାସର ପ୍ରଚାର ପ୍ରସାର, ଶିକ୍ଷା ଓ ଦକ୍ଷତା ବିକାଶ, ସ୍ବାସ୍ଥ୍ୟ ସଚେତନତା ସଂପର୍କିତ କାର୍ଯ୍ୟକ୍ରମ ସହିତ ସେମାନଙ୍କ ଜୀବିକାର ସୁରକ୍ଷା ଓ ଆର୍ଥିକ ବିକାଶ ପାଇଁ ପଦକ୍ଷେପ ନିଆଯିବ। ବିଶିଷ୍ଟ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ଭଗବାନ…
ତାଜା ଖବର ରାଜ୍ୟ ରାଜ୍ୟର ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ସୀମା ୧୫ରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି October 8, 2024 Nirvay ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଗ୍ରାଚୁଇଟିର ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସରକାରୀ କର୍ମଚାରୀଙ୍କ ମୃତ୍ୟୁ ତଥା ଅବସରକାଳୀନ…
ତାଜା ଖବର ରାଜ୍ୟ ଘରୋଇ କଳିରୁ ଜଘନ୍ୟ କାଣ୍ଡ; ଶିଶୁପୁତ୍ରକୁ ହତ୍ୟା ସହ ଝିଅର ଗଳା କାଟିଲା ବାପା October 8, 2024 Nirvay ନୂଆପଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରୋଇ କଳି ଉଗ୍ରରୂପ ନେଇଛି। ପିଶାଚ ବାପା ଜଘନ୍ୟ କାଣ୍ଡ କରିଛି। ୧୪ ମାସର ପୁଅକୁ ହତ୍ୟା କରିବା ସହ ୧୦ ବର୍ଷର ଝିଅର ଗଳା କାଟିଛି ବାପା। ବୋଡେନ ଥାନା…
ତାଜା ଖବର ରାଜ୍ୟ ଶ୍ରୀମନ୍ଦିର ନାଟ ମଣ୍ଡପରେ ହେବ ବ୍ୟାରିକେଡ୍ October 8, 2024 Nirvay ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ରାମ୍ପ ଓ ବ୍ୟାରିକେଡ୍ ବ୍ୟବସ୍ଥା ହେବ। ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକ ହୋଇଥିବା ବେଳେ ଏ ନେଇ ସୂଚନା ଦେଇଛନ୍ତି। ଓବିସିସି…
ତାଜା ଖବର ରାଜ୍ୟ ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମ ଶୁଭାରମ୍ଭ October 8, 2024 Nirvay ଓଡ଼ିଶାର ନକ୍ସଲ ପ୍ରଭାବିତ ଅଞ୍ଚଳର ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଆଜି ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅନୁଯାୟୀ, ଏଲଡବ୍ଲୁଇ ଦ୍ୱାରା ପ୍ରଭାବିତ ୧୦ଟି ଜିଲ୍ଲାରେ ସରକାରୀ ଯୋଜନାଗୁଡିକର ଶତପ୍ରତିଶତ କାର୍ଯ୍ୟକାରିତା ସୁନିଶ୍ଚିତ…
ତାଜା ଖବର ରାଜନୀତି ରାଜ୍ୟ ୨୮୨ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ October 8, 2024 Papi Jena ବିଜେପି ସରକାର ଲୋକଙ୍କ କଲ୍ୟାଣ ଏବଂ ବିକଶିତ ଓଡ଼ିଶା ଗଠନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ। ପ୍ରଣୟନ କରାଯାଇଥିବା ସରକାରଙ୍କ ପ୍ରତିଟି ପଦକ୍ଷେପ ଓ ଯୋଜନାଗୁଡିକ କିପରି ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚିବ ଓ ଏହାର ସଫଳ ରୂପାୟନ ହୋଇପାରିବ ସେଥିରେ ଆପଣମାନଙ୍କ…
ତାଜା ଖବର ରାଜନୀତି ରାଜ୍ୟ ଆସନ୍ତାକାଲି ଦିନ ୧୨ଟା ପୂର୍ବରୁ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଉପମୁଖ୍ୟମନ୍ତ୍ରୀ October 8, 2024 Papi Jena ଆସନ୍ତାକାଲି ଅଥାତ୍ ୯ ତାରିଖ ( ବୁଧବାର) ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ଦିଆଯିବ। ସୁଭଦ୍ରା ଟଙ୍କା ଆସିବ ବୋଲି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଆସନ୍ତାକାଲି ଦିନ ୧୨ଟା ପୂର୍ବରୁ…