Tag: Odisha

Teacher Eligibility Test: ଜାନୁଆରୀ ୨୦ରେ ହେବ OSSTET ପରୀକ୍ଷା

ଆସନ୍ତା ଜାନୁଆରୀ ୨୦ ତାରିଖରେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) OSSTET- ୨୦୨୫ ଅନୁଷ୍ଠିତ ହେବ । ପେପର-୧ ସକାଳ ୯ରୁ ସାଢ଼େ ୧୧ ଯାଏ ଚାଲିବ । ସେଇଭଳି ପେପର-୨ ପରୀକ୍ଷା ଅପରାହ୍ନ ୨ରୁ ୪ଟା…

No New Liquor Shops In Odisha: ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ

ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ । ବିଧାନସଭାରେ ଉତ୍ତର ରଖି ଆଇନ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ଅବକାରୀ ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଦ୍ୱାରା ସମୟ ସମୟରେ ଆବଣ୍ଟିତ ଅନେକ ମଦ…

ANM Exam Cancellation: ନିଯୁକ୍ତି ପରୀକ୍ଷା ବାରମ୍ବାର ବାତିଲ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ

ରାଜ୍ୟରେ ବାରମ୍ବାର ନିଯୁକ୍ତି ପରୀକ୍ଷା ବାତିଲ ହେବା ଦ୍ୱାରା ଲକ୍ଷ ଲକ୍ଷ ପିଲାଙ୍କ ସ୍ୱପ୍ନକୁ ଧୂଳିସାତ କରୁଛି ବୋଲି ରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି । ଏଏନଏମ ପରୀକ୍ଷା ବାତିଲ କରି ରାଜ୍ୟ ବିଜେପି ସରକାର ପୁଣି ହଜାର…

Mukhyamantri Kanya Bibaha Yojana: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଆସିଲା ଗାଇଡ୍‌ଲାଇନ୍

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଆସିଲା ଗାଇଡ୍ ଲାଇନ୍ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବା ଏମକେବିୱାଇକୁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ । କନ୍ୟା ବିବାହ ଯୋଜନାରେ ବିବାହ ପାଇଁ କନ୍ୟାକୁ ମିଳିବ ୫୧ ହଜାର ଟଙ୍କାର…

Ama Bus Accident: ଆମ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

ପୁଣି ରାଜଧାନୀରେ ଜୀବନ ନେଲା ଆମ ବସ୍ । ବାଣୀବିହାର, ସତସଙ୍ଗ ବିହାର ଛକରେ ବାଇକ ଆରୋହୀଙ୍କୁ ଧକ୍କା ଦେଲା ଆମ ବସ୍ । ଆମ ବସ୍ ମାଡିଯିବାରୁ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଏନେଇ ସେଠାରେ…

Gram Panchayat Peon Recruitment: ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍ ରୁଜୁ ପାଇଁ ଗୃହ ବିଭାଗକୁ ପତ୍ର ପ୍ରେରଣ କରାଯାଇଛି । ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା ଥାଇ ଏକ ଜାଲିଆତି ପତ୍ରର…

Primary Teachers Protest: ଆଜି ବିଧାନସଭା ଆଗରେ ଗର୍ଜିଲେ ହଜାର ହଜାର ପ୍ରାଥମିକ ଶିକ୍ଷକ

ଗୋଟିଏ ପଟେ ବିଧାନସଭା ଶୀତ ଅଧିବେଶନ ଚାଲୁଥିବାବେଳେ ରାଜଧାନୀ ରାଜରାସ୍ତାରେ ଧାରଣାରେ ବସିଛନ୍ତି ହଜାର ହଜାର ସଂଖ୍ୟାରେ ଶିକ୍ଷକ । ଆଜି ବିଧାନସଭା ଆଗରେ ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ। ହଜାର ହଜାର ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।…

Matric Exam: ଫେବୃଆରୀ ୧୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା; ପ୍ରକାଶ ପାଇଲା ପରୀକ୍ଷା ସୂଚୀ

ଫେବୃଆରୀ ୧୯ରେ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚୀ ପ୍ରକାଶ ପାଇଛି । ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ…

Gynaecologist Dr K Laxmi Bai: ଶତାୟୁ ଡାକ୍ତର କେ. ଲକ୍ଷ୍ମୀବାଇଙ୍କ ନିସ୍ୱାର୍ଥପର ସେବାକୁ ସ୍ୱୀକୃତି ଦେବାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭକ୍ତ ଦାସଙ୍କ ଅନୁରୋଧ

ଶତାୟୁ ଡାକ୍ତର କେ. ଲକ୍ଷ୍ମୀବାଇଙ୍କ ନିସ୍ୱାର୍ଥପର ସେବାକୁ ସ୍ୱୀକୃତି ଦେବାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭକ୍ତ ଦାସଙ୍କ ଅନୁରୋଧ କରିଛନ୍ତି । ଭକ୍ତ ଦାସ କହିଛନ୍ତି ଡାକ୍ତର କେ. ଲକ୍ଷ୍ମୀ ବାଈ ପ୍ରକୃତରେ ଓଡ଼ିଶାର ଗୌରବ, ଯିଏ ମହିଳାଙ୍କ କର୍କଟ ରୋଗ ଚିକିତ୍ସା…

Mo Jungle Jami Yojana: ଆଦିବାସୀଙ୍କ ଠାରୁ ଜଙ୍ଗଲ ଜମି ଅଧିକାର ଛଡାଇ ନେଲେ ମୋହନ ସରକାର: ବିଜେଡି

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ତଥା ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଓ ରାଜ୍ୟ ମିଡିଆ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ କହିଥିଲେ ଯେ, ଆବହମାନ କାଳରୁ ଆଦିବାସୀମାନେ ଜଙ୍ଗଲରେ ବସବାସ କରୁଛନ୍ତି । ଏବେ…