Tag: Odisha

ଚନ୍ଦ୍ରଭାଗା ବେଳାଭୂମିରେ ବୁଡ଼ି ୩ ଯୁବକ ମୃତ

ପୁରୀ ଚନ୍ଦ୍ରଭାଗା ବେଳାଭୂମିରେ ଅଘଟଣ। ଗାଧେଇବା ବେଳେ ବୁଡ଼ି ଯାଇ ୩ ଜଣ ଯୁବକ ପ୍ରାଣ ହରାଇଛନ୍ତି। ଚନ୍ଦ୍ରଭାଗା ଇକୋରିଟ୍ରିଟ୍ ନିକଟରେ ୨ ଜଣ ବୁଡି ଯାଇ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ଯୁବକ ସାମାନ୍ୟ ଦୂରରେ ଗାଧୋଉଥିବାବେଳେ ସମୁଦ୍ରରେ ବୁଡି…

ବଳଙ୍ଗାରେ କଂଗ୍ରେସର ନାରୀ ନ୍ୟାୟ ପଦଯାତ୍ରା

ଦିନକୁ ଦିନ ରାଜ୍ୟରେ ବଢୁଥିବା ନାରୀ ନିର୍ଯ୍ୟାତନାକୁ ନେଇ କଂଗ୍ରେସର ନାରୀ ନ୍ୟାୟ ପଦଯାତ୍ରା । ବଳଙ୍ଗାରେ କଂଗ୍ରେସର ‘ନାରୀ ନ୍ୟାୟ’ ପଦଯାତ୍ରା ଆରମ୍ଭ ହୋଇଛି । ବଳଙ୍ଗା ଝିଅକୁ ନ୍ୟାୟ ଦେବା ଏବଂ ନାରୀଙ୍କ ସୁରକ୍ଷା ପାଇଁ କଂଗ୍ରେସ ଦଳର…

ରାଜ୍ୟରେ ଜାରି ରହିଛି ବର୍ଷା; ପୁଣି ଆସୁଛି ଲଘୁଚାପ 

ଆଜି ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା। ଏହି ସମୟରେ ବାଂଲାଦେଶ ଓ ପଶ୍ଚିମ ବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅଛି। ଫଳରେ ଆସନ୍ତା ୧୩ ତାରିଖ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଉତ୍ତର…

ଖୁବ ଶୀଘ୍ର ଜୟପୁରରୁ ଭୁବନେଶ୍ୱର ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଖୁବ ଶୀଘ୍ର ଜୟପୁରରୁ ଭୁବନେଶ୍ୱର ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଯାହା ଦକ୍ଷିଣ ଓଡ଼ିଶା ଏବଂ ରାଜ୍ୟ ରାଜଧାନୀ ମଧ୍ୟରେ ରେଳ ସଂଯୋଗକୁ ସୁଦୃଢ଼ କରିବ । ଏନେଇ ଜୟପୁରଠାରେ “ସୁଭଦ୍ରା”ର ତୃତୀୟ କିସ୍ତି ପ୍ରଦାନ ଅବସରରେ ଘେଷାଣା କରିଛନ୍ତି…

ବାୟୁସେନା ଯବାନ ସ୍ଵରାଜ୍ୟ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ

ଆଗରେ ଚାଲିଛନ୍ତି ଶୁଭେଚ୍ଛୁ ଓ ପରିଜନ । ପଛେ ପଛେ ବୀର ଯବାନଙ୍କ ପାର୍ଥିବ ଶରୀର । ସିଲିଣ୍ଡର ବିସ୍ଫୋରଣରେ ଆହତ ହୋଇ ମୃତ୍ୟୁବରଣ କରିଥିବା ଭାରତୀୟ ବାୟୁସେନା ଜବାନ ସ୍ୱରାଜ୍ୟ ସାହୁଙ୍କ ଶେଷକୃତ୍ୟ ପୂର୍ଣ୍ଣ ସାମରିକ ସମ୍ମାନ ସହିତ କୋଣାର୍କ,…

ରାଇଘରର ପୀଡ଼ିତା ନର୍ସିଂ ଛାତ୍ରୀଙ୍କର ଭୁବନେଶ୍ୱର ଏମ୍ସରେ ମୃତ୍ୟୁ

ଜୀବନ ଯୁଦ୍ଧରେ ହାରିଗଲେ ନର୍ସିଂ ଛାତ୍ରୀ । ନବରଙ୍ଗପୁର ଜିଲ୍ଲା, ରାଇଘରର ପୀଡ଼ିତା ନର୍ସିଂ ଛାତ୍ରୀଙ୍କର ଭୁବନେଶ୍ୱର ଏମ୍ସରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । କହିରଖୁଛୁ ଯେ, ଏହି ଯୁବତୀଙ୍କୁ ଜଣେ ଯୁବକ ଏକତରଫା ଭଲ ପାଉଥିଲା ।…

ଫୋଟୋରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜୟପୁର ଗସ୍ତ

କୋରାପୁଟ ଜିଲ୍ଲାର ଜୟପୁର ଠାରେ “ସୁଭଦ୍ରା” ତୃତୀୟ କିସ୍ତି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜୟପୁରରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମ ଅବସରରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ…

ରକ୍ଷା ବନ୍ଧନରେ ଆସିଲା ସୁଭଦ୍ରା ତୃତୀୟ କିସ୍ତି ଟଙ୍କା

ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ କୋରାପୁଟ ଜିଲ୍ଲା ଜୟପୁର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ବାଣ୍ଟିଛନ୍ତି । ସମଗ୍ର ରାଜ୍ୟରେ କୋଟିଏରୁ ଅଧିକ ହିତାଧିକାରୀ ତୃତୀୟ କିସ୍ତିର ୫ ହଜାର ଟଙ୍କା…

ନାରୀଙ୍କ ପାଇଁ ଅସୁରକ୍ଷିତ ହେଉଛି ଓଡ଼ିଶା; କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର

ଦିନକୁ ଦିନ ଓଡ଼ିଶା ଅସୁରକ୍ଷିତ ହେବାରେ ଲାଗିଛି। ମହିଳା ଓ ଛାତ୍ରୀ ମାନଙ୍କ ପାଇଁ ବାହାରକୁ ଯିବା ବି କଷ୍ଟକର ହୋଇପଡ଼ିଲାଣି। ପ୍ରତିଦିନ ନାରୀ ନିର୍ଯାତନାର ଖବର ଆସୁଛି। କିନ୍ତୁ ସରକାର ଓ ପୋଲିସର କାର୍ଯ୍ୟାନୁଷ୍ଠାନ ଶୁନ। ମହିଳା ମାନଙ୍କୁ ସୁରକ୍ଷା…

ହୋମଗାର୍ଡ ଆଶାୟୀଙ୍କ ମୃତ୍ୟୁ: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ହୋମଗାର୍ଡ ଚାକିରି ଆଶାୟୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉକ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା…