Tag: Odisha

Ruckus At Naveen Niwas: ରାଜ୍ୟସଭା ପ୍ରାର୍ଥୀକୁ ନେଇ ପ୍ରଭାତ ବିଶ୍ଵାଳଙ୍କ ନବୀନ ନିବାସରେ ହଙ୍ଗାମା

ରାଜ୍ୟସଭା ନିର୍ବାଚନ ପାଇଁ ସଂତୃପ୍ତ ମିଶ୍ରଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ବିଜୁ ଜନତା ଦଳର ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ ଓ ସୌଭିକ ବିଶ୍ଵାଳ ନବୀନ ନିବାସରେ ହଙ୍ଗାମା କରିଛନ୍ତି । ଯାହାଙ୍କୁ ଦିଆଯାଇଛି ସେ ଦଳ ପାଇଁ…

Congress Extends Support To Dr. Datteswar Hota: ରାଜ୍ୟସଭା ପ୍ରାର୍ଥୀ ଡା. ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସର ସମର୍ଥନ

କଂଗ୍ରେସ ପାର୍ଟି ଡା. ଦତ୍ତେଶ୍ୱର ହୋତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବରେ ସମର୍ଥନ କରିବାର ଘୋଷଣା କରିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏହି…

BJD Announces Rajya Sabha Candidate: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା, ସଂତୃପ୍ତ ଓ ଦତ୍ତେଶ୍ଵରଙ୍କ ନାଁରେ ମୋହର

ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ବରିଷ୍ଠ ନେତା ଡକ୍ଟର ସଂତୃପ୍ତ ମିଶ୍ରଙ୍କୁ ବିଜେଡି ପ୍ରାର୍ଥୀ ଏବଂ ପ୍ରଖ୍ୟାତ ୟୁରୋଲୋଜିଷ୍ଟ ଡକ୍ଟର ଦତ୍ତେଶ୍ୱର ହୋତାଙ୍କୁ ସାଧାରଣ ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସଂତୃପ୍ତ ତୃତୀୟ ଓ…

Govinda Dwadashi: ଆଜି ପବିତ୍ର ଗୋବିନ୍ଦ ଦ୍ୱାଦଶୀ; ପୁରୀରେ ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ

ଆଜି ମହୋଦଧୀରେ ପବିତ୍ର ଗୋବିନ୍ଦ ଦ୍ୱାଦଶୀ ଉତ୍ସବ ପାଳିତ ହେଉଛି । ପୁରୀ ସମୁଦ୍ରତଟରେ ଭକ୍ତମାନେ ବୁଡ ପକାଉଛନ୍ତି । ଏହି ଦିନରେ ସ୍ନାନ କରିଲେ କୋଟି ପୁଣ୍ୟ ମିଳିବାର ବିଶ୍ୱାସ ରହିଛି । ଫାଲଗୁନ ମାସ ଶୁକ୍ଳପକ୍ଷ ଦ୍ଵାଦଶୀରେ ପଡିଥାଏ…

Gandhamardan Will Be Naxal Free: ଆସନ୍ତା ୧ ସପ୍ତାହ ମଧ୍ୟରେ ମାଓମୁକ୍ତ ହେବ ଗନ୍ଧମାର୍ଦ୍ଦନ

ଆସନ୍ତା ୧ ସପ୍ତାହ ମଧ୍ୟରେ ମାଓମୁକ୍ତ ହେବ ଗନ୍ଧମାର୍ଦ୍ଦନ । ବରଗଡ଼ ଜିଲାର ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ୧୫ ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପାଇଁ ଛତିଶଗଡ଼ ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠି…

Odia Actress Nikita Murder Case: ଅଭିନେତ୍ରୀ ନିକିତା ହତ୍ୟା ମାମଲାରେ ସ୍ୱାମୀ ଲିପନ ସାହୁ ଦୋଷୀ ସାବ୍ୟସ୍ତ

ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍‌ ନିକିତାଙ୍କ ମୃତ୍ୟୁ ମାମଲାରେ ସ୍ୱାମୀ ଲିପନ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କଟକ ଜିଲ୍ଲା ଅତିରିକ୍ତ ଦୌରାଜଜ୍ । ତେବେ ଏହି ମାମଲାରେ ଲିପନର…

Naveen Slams Odisha Govt: ମହିଳା ସୁରକ୍ଷାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ନବୀନ

ବିଜୁ ଜନତା ଦଳର ସଭାପତି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ନାରୀ ସୁରକ୍ଷା ସମ୍ପର୍କରେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଅନୁଗୋଳର କଣିହାଁ, ସମ୍ବଲପୁରର କୁଚିଣ୍ଡା ଏବଂ ପାରାଦ୍ୱୀପ ଅଞ୍ଚଳରୁ ଆସୁଥିବା ଦୁଷ୍କର୍ମର ଖବର ବିଚଳିତ କରିଦେଉଛି…

Rajya Sabha Election 2026: ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ପାଇଁ ଲଢ଼ିପାରେ ବିଜେଡି: ସାରଦା ଜେନା

ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ପାଇଁ ଲଢ଼ିପାରେ ବିଜେଡି । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଜେଡି ବିଧାୟକ ସାରଦା ଜେନା। ସେ କହିଛନ୍ତି ଚତୁର୍ଥ ଆସନକୁ ବିଜେଡି ଓହ୍ଲାଇବା କଥା, ଆଜି ବୈଠକରେ ସ୍ପଷ୍ଟ ହେବ । ବିଜେଡି…

Amit Shah To Visit Odisha: ମାର୍ଚ୍ଚ ୫ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ୍ ଶାହ

ଆସନ୍ତା ମାର୍ଚ୍ଚ ୫ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଅମିତ୍ ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ସଂଧ୍ୟାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି…

Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ଦିନେ ଦୁଇ ଦିନରେ ପ୍ରାର୍ଥୀ ଘୋଷଣା କରିବ ବିଜେପି

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଏବେ ଖାଲି ପ୍ରାର୍ଥୀ ଘୋଷଣା ବାକି ରହିଛି । ତେବେ ଖୁବଶୀଘ୍ର ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଜେପି ପ୍ରାର୍ଥୀ ଘୋଷଣା କରିପାରେ । ଏ ନେଇ…