Tag: Odisha

ନାଳରେ ଭାସିଯାଇ ବାଳକ ମୃତ

ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହି ୧୪ନଂ ଲେନ୍‌ରେ ଏକ ଅଘଟଣ ଘଟିଛି। ନାଳରେ ଭାସିଯାଇ ୧୦ ବର୍ଷର ବାଳକର ମୃତ୍ୟୁ ହୋଇଛି। ସେ ସାଇକେଲରେ ଯିବାବେଳେ ନାଳରେ ପଡ଼ିଯାଇଥିଲା। ଦୀର୍ଘ ସମୟ ଧରି ଘର ଲୋକ ଖୋଜାଖୋଜି କରି ନପାଇବାରୁ ଅଗ୍ନିଶମ ବାହିନୀକୁ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୫ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଗଞ୍ଜାମ ଜିଲ୍ଲା ସମରଝୋଳ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଏକ ଯାତ୍ରୀବାହୀ ବସ୍ ଆସିକାରୁ ବ୍ରହ୍ମପୁର ପଟକୁ ଆସୁଥିଲା । ତେଲ ଟ୍ୟାଙ୍କର ବ୍ରହ୍ମପୁରରୁ ଆସିକା…

ପୁଣି ମାଲକାନଗିରିରେ ଗଡ଼ିବ ଏସି ଲକ୍ଷ୍ମୀ ବସ୍

ପୁଣି ମାଲକାନଗିରିରେ ଗଡ଼ିବ ଏସି ଲକ୍ଷ୍ମୀ ବସ୍। ଦୀର୍ଘ ୨୦ଦିନ ହେବ ୬ଟି ଏସି ଲକ୍ଷ୍ମୀ ବସ୍ ବନ୍ଦ ରହିଥିଲା। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚଳାଚଳ ଆରମ୍ଭ କଲେ ଜିଲ୍ଲାପାଳ। ବ୍ଲକ ସଦର ମହକୁମାରୁ ଜିଲ୍ଲା ମହକୁମାକୁ ଚାଲିଲା ୬ଟି…

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଓଡ଼ିଶାରେ ଆଇଏସସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ସତ୍ୟବ୍ରତ ସାହୁ ହେଲେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଦେଓରଞ୍ଜନ କୁମାର ସିଂହ ହେଲେ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ଦେଓରଞ୍ଜନ କୁମାର ସିଂଙ୍କୁ ଏସଆରସି ଭାବେ ଅତିରିକ୍ତ ଦାୟିତ୍ୱ,…

ମଦମୃତ୍ୟୁ ମାମଲାର ଅନୁଧ୍ୟାନ କରିବ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ମଦମୃତ୍ୟୁ ମାମଲାର ଅନୁଧ୍ୟାନ କରିବ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ। ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇ ମଦମୃତ୍ୟୁ ଘଟଣା ସମ୍ପର୍କରେରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ସହ ଏହାର ଅନୁଧ୍ୟାନ ପାଇଁ…

ବଜ୍ରପାତରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା

ରାଜ୍ୟର ୪ଟି ଜିଲ୍ଲାରେ ଆଜି ବଜ୍ରପାତ ଯୋଗୁଁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ…

ଚିକିଟି ମଦ ମୃତ୍ୟୁ ପରେ ଅବକାରୀ ବିଭାଗ ତତ୍ପର

ଚିକିଟି ମଦ ମୃତ୍ୟୁ ପରେ ରାଜ୍ୟ ଅବକାରୀ ବିଭାଗର ତତ୍ପରତା ପ୍ରକାଶ ପାଇଛି। ବେଆଇନ ମଦ କାରବାର ନେଇ ୭ ଦିନ ରେଡ୍‌ କରିବ ଅବକାରୀ ଟିମ। ସାମ୍ବାଦିକ ସମ୍ମିଳନୀରେ ଅବକାରୀ କମିଶନର ନରସିଂହ ଭୋଳ ଏ ନେଇ ସୂଚନା ଦେଇଛନ୍ତି।…

ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ; ୩ ଜଣଙ୍କ ମୃତ୍ୟୁ, ୩ ଗୁରୁତର

ବଜ୍ରପାତ ନେଲା ଜୀବନ । ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ; ଭଦ୍ରକ ଆଗରପଡ଼ା ଭଗାରାମରେ ବିଲରେ କାମ କଲାବେଳେ ଜଣେ…

ଏଥର ଅନ୍ଧାରରେ ରହିବେନି କୌଣସି ପରିବାର; ସେପ୍ଟେମ୍ବର ଶେଷ ସୁଦ୍ଧା ସବୁ ଘରେ ପହଞ୍ଚିବ ବିଜୁଳି

ଆଜି ଦ୍ଵିତୀୟ ଦିନ ବିଧାନସଭାରେ ବିଧାୟକ ପବିତ୍ର ସାଉଁଟାଙ୍କ ବିଦ୍ୟୁତକରଣ ହୋଇନଥିବା ଘରକୁ କେବେ ହେବ ବିଦ୍ୟୁତ ସଂଯୋଗ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ବିଦ୍ୟୁତକରଣ ହୋଇନଥିବା ଘରକୁ ସେପ୍ଟେମ୍ବର ସୁଦ୍ଧା ପହଞ୍ଚିବ ବିଜୁଳି । ସବୁ…

ରାଜ୍ୟରେ ରାସନ କାର୍ଡ ଲାଗି ଆବେଦନ କରିଛନ୍ତି ୯ ଲକ୍ଷରୁ ଅଧିକ ହିତାଧିକାରୀ

ଆଜି ବିଧାନସଭାରେ ଖାଦ୍ୟ ସୁରକ୍ଷା ଯୋଜନା ବାବଦରେ ବିଧାୟକ ମନୋହର ରନ୍ଧାରୀ କରିଥିବା ପ୍ରଶ୍ନର ଉତ୍ତର ପ୍ରଦାନ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଣ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ରାଜ୍ୟରେ ମୋଟ ୯ ଲକ୍ଷ…