ରାଜ୍ୟ କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ନିହାର ମହାନନ୍ଦ February 12, 2024 Nirvay ବରଗଡ: କଂଗ୍ରେସର ପୂର୍ବତନ ବରଗଡ଼ ଜିଲା ସଭାପତି ତଥା ଅତାବିରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ତାଙ୍କ ଇସ୍ତଫାପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପ୍ରଦେଶ…
ରାଜ୍ୟ ବରିଷ୍ଠ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ February 11, 2024 Nirvay ଭୁବନେଶ୍ବର: ବରିଷ୍ଠ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ ଘଟିଛି। ଭୁବନେଶ୍ବରରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ ସାତକଡ଼ି ହୋତା। ସେ ଶେଷ ସମୟ ପର୍ଯ୍ୟନ୍ତ…
ରାଜନୀତି ରାଜ୍ୟ ଓଡ଼ିଶାରେ ଆରମ୍ଭ ହେଲା କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା February 6, 2024 Nirvay ରାଉରକେଲା : ଆଜି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଓଡ଼ିଶାରେ ପ୍ରବେଶ କରିଛି। ସନ୍ଧ୍ୟା ୫ଟାରେ ରାହୁଲ ଗାନ୍ଧୀ ଝାରଖଣ୍ଡରୁ ଆସି ବିରମିତ୍ରପୁରରେ ପହଞ୍ଚିଛନ୍ତି। ତାଙ୍କୁ ସେଠାରେ ଦଳ ପକ୍ଷରୁ ବିପୁଳ ସ୍ୱାଗତ କରାଯାଇଛି। ବିରମିତ୍ରପୁରର ସୀମାନ୍ତରେ କଂଗ୍ରେସ ଦଳର…
ରାଜ୍ୟ ଆଦିବାସୀ ଜମି ବିକ୍ରି ପ୍ରସ୍ତାବ ପ୍ରତ୍ୟାହାର January 29, 2024 Nirvay ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ସଂଶୋଧନକୁ ପ୍ରତ୍ୟାହାର ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଗତ ନଭେମ୍ବରରେ ଏ ନେଇ କ୍ୟାବିନେଟରେ ପ୍ରସ୍ତାବ ଆସିଥିଲା। ଆଦିବାସୀ ଅସ୍ଥାବର ସମ୍ପତ୍ତି ହସ୍ତାନ୍ତର ଆଇନ ସଂଶୋଧନ ପ୍ରସ୍ତାବ ଆସିଥିଲା। ରାଜ୍ୟ କ୍ୟାବିନେଟର ଏହି ନିଷ୍ପତ୍ତିକୁ…
ସ୍ୱାସ୍ଥ୍ୟ କୋଭିଡ ଅପଡେଟ୍: ରାଜ୍ୟରେ ଆଉ ୨ କୋଭିଡ ଆକ୍ରାନ୍ତ ଚିହ୍ନଟ January 1, 2024 Nirvay ଭୁବନେଶ୍ଵର: ରାଜ୍ୟରେ ଆଜି ଆଉ ୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଲା। ତେବେ ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ…