ତାଜା ଖବର ଦେଶ ମନୋରଞ୍ଜନ ରାଜନୀତି ରାଜ୍ୟ ୧୭ରେ ଓଡିଶା ଆସିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ May 15, 2024 Papirani ମେ ୧୭ ତାରିଖରେ ଓଡିଶା ଆସୁଛନ୍ତି ବିଜେପିର ଷ୍ଟାର ପ୍ରଚାରକ ଡ୍ରିମଗାର୍ଲ ହେମାମାଳିନୀ । ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ । ରାଜ୍ୟର ୩ଟି ସ୍ଥାନରେ କରିବେ ପ୍ରଚାର । ଭୁବନେଶ୍ୱର ଓ କଟକରେ…
ରାଜନୀତି ରାଜ୍ୟ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମୋଟ ୭୫.୬୮% ମତଦାନ ହୋଇଛି May 15, 2024 Nirvay ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୭୫.୬୮% ମତଦାନ ହୋଇଛି।ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ମଣ୍ଡଳୀରେ ୭୫.୬୮% ମତଦାନ ହୋଇଥିବା ବେଳେ ସବୁଠୁ ଅଧିକ ନବରଙ୍ଗପୁରରେ ହୋଇଛି।ସେହିପରି ସବୁଠୁ କମ୍ ବ୍ରହ୍ମପୁରରେ ମତଦାନ ହୋଇଛି।ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ସ୍ବାଭିମାନ ଅଞ୍ଚଳର…
ତାଜା ଖବର ରାଜନୀତି ରାଜ୍ୟ ବଲାଙ୍ଗିରରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି କିନ୍ତୁ ରାଜ୍ୟସରକାରଙ୍କ ବିଷୟରେ ପଦଟିଏ ବି କହିଲେନି May 15, 2024 Papirani ପ୍ରଚାର ପାଇଁ ବଲାଙ୍ଗିରରେ ପହଁଚିଲେ କଂଗ୍ରେସର ଷ୍ଟାର କ୍ୟାମ୍ପେନର ରାହୁଲ ଗାନ୍ଧି। ଝାରସୁଗୁଡ଼ା ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ବଲାଙ୍ଗିରରେ ପହଞ୍ଚିଲେ। ବଲାଙ୍ଗୀର ସଭା ମଞ୍ଚରୁ କେନ୍ଦ୍ର ସରକାର ଉପରକୁ ସିଧା ନିଶାନା କଲେ ରାହୁଲ ଗାନ୍ଧୀ । ଓଡ଼ିଶାର ବିଜେଡି ସରକାର…
ତାଜା ଖବର ରାଜନୀତି ରାଜ୍ୟ ପ୍ରଚାର ବେଳେ ଭୁବନେଶ୍ୱର-ଆଠଗଡ଼-ବରଗଡ଼ରେ ବିଜେପି-ବିଜେଡି ମୁହାଁମୁହିଁ May 15, 2024 Papirani ଭୁବନେଶ୍ବର ବିଜେପିର ପ୍ରଚାର ବେଳେ ମରଣାନ୍ତକ ଆକ୍ରମଣ । ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଥିବାର ସୂଚନା । ଭୁବନେଶ୍ୱର ୟୁନିଟ୍ ୬ର ୪୬ ନମ୍ବର ୱାର୍ଡ ଆଖଣ୍ଡଳମଣି ବସ୍ତିରେ ଏହି ଆକ୍ରମଣ ହୋଇଥିବାର ଅଭିଯୋଗ…
ତାଜା ଖବର ରାଜନୀତି ରାଜ୍ୟ ରାଜଧାନୀରେ ଯାଜପୁରର ଜଣେ ଠିକାଦାରଙ୍କ ଗାଡ଼ିରୁ ଜବତ ହେଲା ୫କୋଟିରୁ ଅଧିକ ଟଙ୍କା May 14, 2024 Papirani ଭୁବନେଶ୍ବର: ନିର୍ବାଚନ ସମୟରେ ଆୟକର ବିଭାଗ ଓ ପୁଲିସ ଅଧିକ ସକ୍ରିୟ ରହିଛନ୍ତି। ନିର୍ବାଚନ ପାଇଁ ସବୁଠି ଯାଞ୍ଚ କଡ଼ାକଡ଼ି ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରରୁ ଜବତ ହୋଇଛି ୫ କୋଟିରୁ ଅଧିକ ଟଙ୍କା। ଆୟଗର ବିଭାଗ ଗାଡ଼ି ଯାଞ୍ଚ ବେଳେ…
ତାଜା ଖବର ରାଜନୀତି ରାଜ୍ୟ ୧୬ ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ May 14, 2024 Papirani ପ୍ରଧାମନ୍ତ୍ରୀଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବିଶାଳ ରୋଡ ସୋ’କରିବାକୁ ଯାଉଛନ୍ତି। ୧୬ତାରିଖରେ ରାଜଧାନୀରେ ରୋଡ ସୋ’ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋଡ ସୋ’ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ । ଏନେଇ…
ରାଜ୍ୟ ଭୁବନେଶ୍ବରରେ ଆୟକର ଚଢ଼ାଉ ବେଳେ ବିପୁଳ ଟଙ୍କା ଜବତ May 14, 2024 Nirvay ଭୁବନେଶ୍ୱରରେ ଆୟକର ବିଭାଗର ଚଢ଼ାଉ ସମୟରେ ବିପୁଳ ଟଙ୍କା ଜବତ ହୋଇଛି। ଗାଡ଼ି ଭିତରୁ ମିଳିଛି ନଗଦ ୫କୋଟି ଟଙ୍କା । ସୂର୍ଯ୍ୟନଗର ଅଞ୍ଚଳରୁ ଏକ ଫର୍ଚୁନର କାରରୁ ଜବତ ହେଲା ଟଙ୍କା। ତେବେ କାରଟି ଜଣେ କଂଟ୍ରାକ୍ଟରଙ୍କ ବୋଲି ଜଣା…
ତାଜା ଖବର ଦେଶ ରାଜନୀତି ନାମାଙ୍କନ ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି May 14, 2024 Papirani ଉତ୍ତରପ୍ରଦେଶର ବାରାଣସୀ ଆସନ ପାଇଁ ବିଧିବଦ୍ଧ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ। ଲୋକସଭା ନିର୍ବାଚନ ପାଇଁ ଆଜି ବାରଣାସୀରୁ ତୃତୀୟ ଥର ପାଇଁ ମୋଦି ନିଜ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହ ୧୧ଟି ରାଜ୍ୟର…
ତାଜା ଖବର ରାଜନୀତି ରାଜ୍ୟ ପ୍ରାର୍ଥୀ ବଦଳାଇଲା ବିଜେପି; ସୋର ରୁ ପର୍ଶୁରାମ ଧଡ଼ା May 14, 2024 Papirani ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀରେ ବିଧାନସଭା ପ୍ରାର୍ଥୀ ବଦଳାଇଛି ବିଜେପି। ପର୍ଶୁରାମ ଧଡ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିଛି।ଏଠାେର ଆଗରୁ ରାଜେନ୍ଦ୍ର ଦାସଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ଏଥିରେ ପରିବର୍ତ୍ତନ କରାଯାଇଛି। ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗ…
ତାଜା ଖବର ରାଜନୀତି ରାଜ୍ୟ ଦୁର୍ଘଟଣାରେ ଦୁଇ ପ୍ରିଜାଇଡିଂ ଅଫିସରଙ୍କ ମୃତ May 14, 2024 Papirani ନିର୍ବାଚନ କାର୍ଯ୍ୟ ସାରି ଘରକୁ ଫେରିବା ବେଳେ ଦୁଇ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଜଣେ ନୂଆପଡ଼ା ତରବୋଡ ଫନଡେଲ ନାଳ ନିକଟରେ କାର ଧକ୍କାରେ ଜଣେ ପୋଲିଂ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ସେ ରାନିମୁଣ୍ଡାରେ ପ୍ରିଜାଇଡିଂ ଅଫିସର ଭାବେ…