ତାଜା ଖବର ରାଜ୍ୟ ବାତ୍ୟା ପାଇଁ ୧୭୮ ବାତିଲ ହେଲା ଟ୍ରେନ୍ October 22, 2024 Papirani ମାଡ଼ି ଆସୁଛି ବାତ୍ୟା ‘ଦାନା’ । ୨୪ ରାତି କିମ୍ବା ୨୫ ସକାଳ ଲ୍ୟାଣ୍ଡଫଲ କରିବ ଭୀଷଣ ବାତ୍ୟା ଦାନା । ଲ୍ୟାଣ୍ଡଫଲ କରିବା ସମୟରେ ଘଣ୍ଟାପ୍ରତି ବହିବ ୧୦୦ ରୁ ୧୧୦ କିମି ବେଗରେ ପବନ ବହିବ । ଭୀଷଣ…
ତାଜା ଖବର ରାଜ୍ୟ ସୁଧୁରିବନି ରାଜଧାନୀର ଟ୍ରାଫିକ୍ ସମସ୍ୟା; ବରମୁଣ୍ଡାରୁ ରସୁଲଗଡକୁ ଯିବାକୁ ଲାଗୁଛି ୨ ଘଣ୍ଟା October 22, 2024 Papirani ସୁଧୁରିବନୀ ରାଜଧାନୀର ଟ୍ରାଫିକ୍ ସମସ୍ୟା । ବରମୁଣ୍ଡାରୁ ରସୁଲଗଡକୁ ଯିବାକୁ ଲାଗୁଛି ୨ ଘଣ୍ଟା । ରାସ୍ତା ଭିଡ଼ ଫଳରେ ରାସ୍ତା ମଝିରେ ଫଶି ରହୁଛି ଆମ୍ବୁଲାନ୍ସ ଓ ଭିଡ ଯୋଗୁ ଲୋକ ହେଉଛନ୍ତି କଲବଲ । ଦିନକୁ ଦିନ ରାଜଧାନୀରେ…
ତାଜା ଖବର ରାଜ୍ୟ ମାଡ଼ି ଆସୁଛି ବାତ୍ୟା ଦାନା; ଅବପାତର ରୂପ ନେଲା ଲଘୁଚାପ October 22, 2024 Papirani ଅବପାତରେ ପରିଣତ ହେଲା ଲଘୁଚାପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ । ପାରାଦୀପ ଠାରୁ ୭୩୦ କିମି ଦକ୍ଷିଣ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ସାଗର ଦ୍ବୀପରୁ ୭୭୦ କିମି ଦୂରରେ ଏବେ ରହିଛି ଅବପାତ। ଆସନ୍ତାକାଲି ସୁଦ୍ଧା ଏହା…
ତାଜା ଖବର ରାଜ୍ୟ ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାଶ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ October 22, 2024 Papirani ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସଙ୍କ ରେଡ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଏକା କାଳୀନ ୧୦ଗୋଟି…
ତାଜା ଖବର ରାଜ୍ୟ ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର October 21, 2024 Papirani ଅତି ଭୀଷଣ ବାତ୍ୟା ରୂପ ନେଇ ଓଡ଼ିଶାକୁ ହିଟ୍ କରିବ ସମ୍ଭାବ୍ୟ ବାତ୍ୟା ‘ଦାନା’। ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିପାରେ ବା ସ୍ଥଳଭାଗ ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…
ତାଜା ଖବର ଦେଶ ରାଜନୀତି ରାଜ୍ୟ ସମ୍ଭାବ୍ୟ ବାତ୍ୟା ଯୋଗୁ ସ୍ଥଗିତ ହେଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ October 21, 2024 Papirani ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ରାଷ୍ଟ୍ରପତିଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଛି । ଦ୍ରୌପଦୀ ମୁର୍ମୁଙ୍କ ୨୩ରୁ ପ୍ରସ୍ତାବିତ ୩ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଛି । ସମ୍ଭାବ୍ୟ ବାତ୍ୟାବେଳେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରଶାସନିକସ୍ତରରେ ସମସ୍ୟା ସୃଷ୍ଟି ହେବାର…
ତାଜା ଖବର ରାଜନୀତି ରାଜ୍ୟ ଡରାଇଲାଣି ବାତ୍ୟା ଦାନା : ବାତ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ October 21, 2024 Papirani ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତାକାଲି ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ୨୩ ତାରିଖରେ ଏହା ବାତ୍ୟାର ରୂପ ନେବ। ତେବେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର…
ତାଜା ଖବର ରାଜନୀତି ରାଜ୍ୟ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା ବେହାଲ; ପରିସ୍ରା କରି ହାତ ଧୋଇବାକୁ ମନ୍ତ୍ରୀ ପାଇଲେ ନାହିଁ ପାଣି ! October 21, 2024 Papirani କଣ୍ଟାବାଞ୍ଜି ହସ୍ପିଟାଲରେ ପାଣି ସମସ୍ୟା ବହୁ ବର୍ଷ ଧରି ଲାଗି ରହିଛି । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସାସ୍ଥ୍ୟକେନ୍ଦ୍ରର ଅବସ୍ଥା କଣ ତାହା ରବିବାର ସ୍ପଷ୍ଟ ହୋଇଯାଇଛି । କଣ୍ଟାବାଞ୍ଜି ହସ୍ପିଟାଲରେ ପାଣି ସମସ୍ୟା ନେଇ ଗଣମାଧ୍ଯମରେ ବାରମ୍ବାର ଖବର ପ୍ରକାଶ…
ତାଜା ଖବର ରାଜ୍ୟ ଅନ୍ଧାରରେ ୬୨୦ କର୍ମଚାରୀଙ୍କ ଭବିଷ୍ୟତ; ବନ୍ଦ ହେବ ନବୀନ ସରକାରଙ୍କ ଅମଳର ମୁକ୍ତା ଯୋଜନା October 21, 2024 Papirani ଆମ ରାଜ୍ୟରେ ବିଜେଡି ସରକାରଙ୍କ ପତନ ପରେ ବିଜେପି ସରକାର କ୍ଷମତାକୁ ଆସିଛନ୍ତି। ତେବେ ସରକାର ବଦଳିବା ପରେ ନବୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା ଯୋଜନା) କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…
ତାଜା ଖବର ରାଜ୍ୟ ରାଜ୍ୟକୁ ବାତ୍ୟାର ଭୟ; ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର October 21, 2024 Papirani ପୁର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଆଜି ସକାଳ ୫ଟା ୩୦ ମିନିଟ୍ ସମୟରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତାକାଲି ଏହା ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ୨୩…