ତାଜା ଖବର ରାଜ୍ୟ ‘ଦାନା’ ମୁକାବିଲା ପାଇଁ ୧୪ ଜିଲ୍ଲାର କଣ୍ଟ୍ରୋଲ ରୁମ୍ ସହ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି October 24, 2024 Papirani ଓଡ଼ିଶା ମୁହାଁ ବାତ୍ୟା ଦାନା । ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ସାଇକ୍ଲୋନ୍। ଆଜି ରାତି ଓ ୨୫ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା। ଭୀଷଣ ବାତ୍ୟା ଭାବରେ ଉପକୂଳ ଅତିକ୍ରମ କରିବ ‘ଦାନା’। ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ…
ତାଜା ଖବର ରାଜ୍ୟ ମାଡ଼ିଆସୁଛି ବାତ୍ୟା ଦାନା; ପର୍ଯ୍ୟଟକଙ୍କ ପାଇଁ ଦୁଇ ଦିନ ବନ୍ଦ ରହିବ ନନ୍ଦନକାନନ October 23, 2024 Papirani ରାଜ୍ୟକୁ ମାଡିଆସୁଛି ବାତ୍ୟା ‘ଦାନା’ । ସମ୍ଭାବ୍ୟ ବାତ୍ୟା ପାଇଁ କଡା ସୁରକ୍ଷା ବଳୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ତେଣୁ ଦୁଇଦିନ ଅର୍ଥାତ୍ ୨୪ ଓ ୨୫ ତାରିଖ ବନ୍ଦ ରହିବ ନନ୍ଦନକାନନ । ଅନ୍ୟପଟେ ନନ୍ଦନକାନନର ସମସ୍ତ କର୍ମଚାରୀଙ୍କୁ…
ତାଜା ଖବର ରାଜ୍ୟ ବାତ୍ୟା ଦାନା ପାଇଁ ଘୁଞ୍ଚିଲା ଓପିଏସସି ପରୀକ୍ଷା October 23, 2024 Papirani ଘୁଞ୍ଚିଲା ରାଜ୍ୟରେ ୨୦୨୩ ବର୍ଷ ପାଇଁ ହେବାକୁଥିବା ଓପିଏସସି ପରିଚାଳିତ ଓସିଏସ୍ ପ୍ରିଲିମନାରୀ ପରୀକ୍ଷା । ଆସନ୍ତା ୨୭ ତାରିଖ ରବିବାରରେ ହେବାକୁ ଥିବା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ବାତିଲ କରାଯାଇଛି। ବାତ୍ୟା ଦାନାକୁ ନେଇ ଓଡ଼ିଶା ଲୋକ ସେବା…
ତାଜା ଖବର ରାଜ୍ୟ ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନାର ବାହ୍ୟବଳୟ October 23, 2024 Papirani ବାତ୍ୟା ଦାନା ପାଇଁ ବିଭିନ୍ନ ସ୍ଥାନରେ ହାଲୁକା ପବନ ସହ ବର୍ଷା ଆରମ୍ଭ। ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ । ବାତ୍ୟା ଦାନା ଏବେ ୧୫ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଆଗକୁ ମାଡି ଆସୁଛି। କ୍ରମେ ଏହାର ଭୀଷଣ ବାତ୍ୟା…
ତାଜା ଖବର ରାଜ୍ୟ ଭିତରକନିକା-ଧାମରା ମଧ୍ୟରେ ବାତ୍ୟା ‘ଦାନା’ କରିବ ଲ୍ୟାଣ୍ଡଫଲ୍! October 23, 2024 Papirani ବାତ୍ୟା ‘ଦାନା’ ପୁଣି ଥରେ ନିଜର ଦିଗ ପରିବର୍ତ୍ତନ କରିଛି । ସମୁଦ୍ର ଗର୍ଭରେ ଧିରେ ଧିରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ‘ଦାନା’ ଆସନ୍ତାକାଲି ସୁଦ୍ଧା ଏହା ଭୀଷଣ ବାତ୍ୟାରେ ରୂପ ନେବ । ଏହାରି ଭିତରେ…
ତାଜା ଖବର ରାଜ୍ୟ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶାରେ ୫ ଏନଡିଆରଏଫ୍ ଟିମ୍ October 23, 2024 Papirani ବାତ୍ୟା ‘ଦାନା’ ମୁକାବିଲା ପାଇଁ ଆଉ ୫ଟି କେନ୍ଦ୍ରୀୟ ବିପର୍ଯ୍ୟୟ ପରିଚାଳନା ଫୋର୍ସ (ଏନଡିଆରଏଫ୍) ମଙ୍ଗଳବାର ରାତିରେ ପଞ୍ଜାବର ବାଥିନାରୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପଞ୍ଜାବ ଭଟିଣ୍ଡାରୁ ୧୫୦ ଜଣିଆ ସଦସ୍ୟଙ୍କୁ ନେଇ ବାୟୁସେନାର ଦୁଇଟି ବିମାନରେ ଆଇଏଲ ୭୬ ଓ ଏନ…
ତାଜା ଖବର ରାଜ୍ୟ ବାତ୍ୟା ‘ଦାନା’ ପାଇଁ ୩ଟି ବନ୍ଦରକୁ ୪ନଂ ବିପଦ ସଂକେତ October 23, 2024 Papirani ଗଭୀର ଅବପାତ ବଙ୍ଗୋପସାଗରରେ ନେଲା ବାତ୍ୟାର ରୂପ । ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବ । ଭିତରକନିକା…
ତାଜା ଖବର ରାଜ୍ୟ ସମ୍ଭାବ୍ୟ ବାତ୍ୟା ପାଇଁ ରେଳବାଇ ସମ୍ପୂର୍ଣ ପ୍ରସ୍ତୁତ : ଅଶ୍ବିନୀ October 23, 2024 Papirani ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ନେଇ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି । ଘନଘନ ସମୀକ୍ଷା ବୈଠକ ସହ ଲୋକଙ୍କ ସମସ୍ୟାକୁ ଦୂର କରିବା ଏବଂ ଯେପରି ଗୋଟିଏ ବି ଜୀବନହାନି ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ଏହି…
ତାଜା ଖବର ରାଜ୍ୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଦାନା’ October 23, 2024 Papirani ଗଭୀର ଅବପାତ ବଙ୍ଗୋପସାଗରରେ ନେଲା ବାତ୍ୟାର ରୂପ । ଘଣ୍ଟାପ୍ରତି ୧୮ କିମି ବେଗରେ ଆଗକୁ ବଢୁଛି ‘ଦାନା’ ।ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି ।ପାରାଦୀପଠୁ ୫୬୦ ଓ ସାଗରଦ୍ବୀପରୁ ୬୩୦ କିମି…
ତାଜା ଖବର ରାଜ୍ୟ ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ବର୍ଷକୁ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ଘୋଷଣା October 22, 2024 Papirani ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ ଛୁଟି ୧୨ ଦିନକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ଏହି ଅତିରିକ୍ତ ଛୁଟି ପ୍ରଚଳିତ ୧୦ ଦିନ ସାମୟିକ ଛୁଟି (CL)…