ତାଜା ଖବର ରାଜ୍ୟ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ July 7, 2025 Nirvay ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରୁ ଆଜି ଡିସ୍ଚାର୍ଜ ହୋଇଛନ୍ତି । ସର୍ଭାଇକାଲ୍ ଆର୍ଥ୍ରରାଇଟ୍ସ ଅସ୍ତ୍ରୋପଚାର ପାଇଁ ସେ ଏହି ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ…
ତାଜା ଖବର ରାଜନୀତି ରାଜ୍ୟ ପୁଣି ରାଜ୍ୟ ସଭାପତି ହେବେ ମନମୋହନ ସାମଲ July 7, 2025 Nirvay ପୁଣି ରାଜ୍ୟ ସଭାପତି ହେବେ ମନମୋହନ ସାମଲ । ରାଜ୍ୟ ବିଜେପି ସଭାପତିକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଆଜି ଅନ୍ତ ହୋଇଛି । ରାଜ୍ୟ ବିଜେପି ସଭାପତି ପଦ ପାଇଁ ମନମୋହନ ସାମଲ ଆଜି ଏକ ମାତ୍ର ପ୍ରାର୍ଥୀ ଭାବେ…
ତାଜା ଖବର ରାଜ୍ୟ ପ୍ରକାଶ ପାଇଲା ଯୁକ୍ତ ୨ କଟ୍ ଅଫ୍ ମାର୍କ July 7, 2025 Papirani ଜୁଲାଇ ୨୪ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା । ଏ ନେଇ ଆଜି ପ୍ରକାଶ ପାଇଛି କଟ୍ ଅଫ୍ ମାର୍କ । ଏହାକୁ ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।…
ତାଜା ଖବର ରାଜ୍ୟ ତୁଳସୀ କ୍ଷେତ୍ରରେ ୩ୟ ଦିନରେ ବି ପହଞ୍ଚିନି ବ୍ରହ୍ମତାଳଧ୍ବଜ ରଥ July 7, 2025 Papirani ରଥଯାତ୍ରା ଭଳି ବାହୁଡ଼ାରେ ବି ଦେଖିବାକୁ ମିଳିଛି ବଡ଼ ବିଭ୍ରାଟ । ତୁଳସୀ କ୍ଷେତ୍ରରେ ଅଟକି ରହିଛି ବ୍ରହ୍ମତାଳଧ୍ବଜ । ୩ୟ ଦିନରେ ବି ପହଞ୍ଚିନି ‘ବ୍ରହ୍ମତାଳଧ୍ବଜ’ ରଥ । ରଥ ବାରମ୍ବାର ମୋଡ଼ ନେଉଥିବାରୁ ସିଧା କରିବାକୁ ଉଦ୍ୟମ କରାଯାଉଛି…
ତାଜା ଖବର ରାଜ୍ୟ ଆଜି ରଥାରୂଢ଼ ମହାପ୍ରଭୁଙ୍କ ଅଧରପଣା ନୀତି July 7, 2025 Papirani ଆଜି ରଥାରୂଢ଼ ଶ୍ରୀଜୀଉଙ୍କର ଅଧରପଣା ନୀତି । ମହାପ୍ରଭୁଙ୍କ ଅଧରାମୃତ ପାନ କରିବେ ରଥ ପାର୍ଶ୍ବ ଦେବାଦେବୀ, ଚଣ୍ଡୀ ଚାମୁଣ୍ଡା । ପଣା ହାଣ୍ଡି ଭୋଗ ହେବା ପରେ ରଥ ଉପରେ ଭଙ୍ଗାଯିବାର ପରମ୍ପରା ରହିଛି । ଏହା ଅପରାହ୍ନ ୪ଟା…
ତାଜା ଖବର ରାଜ୍ୟ ଦୁର୍ଲଭ ସୁନାବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି July 6, 2025 Papirani ଆଜି ରଥାରୂଢ ଜଗତର ନାଥ ଜଗନ୍ନାଥଙ୍କର ରାଜରାଜେଶ୍ୱର ବା ସୁନାବେଶ । ଜନ୍ମବେଦୀରେ ଲୀଳା ସାରି ଚତୁର୍ଦ୍ଧାମୂର୍ତ୍ତି ଫେରିବା ପରେ ଆଜି ସୁନା ବେଶରେ ଦର୍ଶନ ଦେଇଛନ୍ତି ତିନି ଠାକୁର । ମହଣ ମହଣ ସୁନାରେ ସଜ୍ଜିତ ହେଉଛନ୍ତି ଶ୍ରୀଜିଉ। ମହାପ୍ରଭୁଙ୍କ…
ତାଜା ଖବର ରାଜ୍ୟ ବାହୁଡା ଯାତ୍ରା ବେଳେ ଅଘଟଣ; ରଥରେ ଚାପି ହୋଇ ୬ ଆହତ July 6, 2025 Papirani ବାହୁଡା ଯାତ୍ରା ବେଳେ ଅଘଟଣ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର କଂସାରୀପଡ଼ାରେ ବାହୁଡା଼ ଯାତ୍ରା ସମୟରେ ଠେଲା ପେଲାରେ ୬ ନାବାଳକ ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଥିବା ଜଣେ ନାବାଳକ ବୁର୍ଲାକୁ…
ଖେଳ ତାଜା ଖବର ରାଜ୍ୟ ସେପ୍ଟେମ୍ବରରେ ଖେଳାଯିବ ଓଡ଼ିଶା ପ୍ରୋ ଟି-୨୦ ଲିଗ୍ July 6, 2025 Papirani ଆସନ୍ତା ସେପ୍ଟେମ୍ବରରୁ ଖେଳାଯିବ ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (OPTL) । ଫ୍ରାଞ୍ଚାଇଜି ଭିତ୍ତିକ ଟି-୨୦ ଲିଗ୍ ଆୟୋଜନ କରିବ ଓସିଏ । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ସେପ୍ଟେମ୍ବର ୨୦୨୫ ରେ ଆରମ୍ଭ ହେବାକୁ ଥିବା ଏକ ଐତିହାସିକ ଫ୍ରାଞ୍ଚାଇଜ୍-ଭିତ୍ତିକ…
ତାଜା ଖବର ରାଜ୍ୟ ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍ July 6, 2025 Papirani ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍ । ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଆଜି ଦିନ ୧୦ଟା ୨୧ ମିନିଟ୍ ସମୟରୁ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ପୂଜାର୍ଚ୍ଚନା ପରେ ପ୍ରଥମେ ୭…
ତାଜା ଖବର ରାଜ୍ୟ ସୁନାବେଶ ପାଇଁ ପୁରୀରେ ପ୍ରବଳ ଭିଡ଼: ସତର୍କ କଲା ପୋଲିସ July 6, 2025 Papirani ଆଜି ରଥାରୂଢ ଜଗତର ନାଥ ଜଗନ୍ନାଥଙ୍କର ସୁନାବେଶ । ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ପୁରୀରେ ଏବେଠୁ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ସତର୍କ କରାଇଲା ଓଡ଼ିଶା ପୋଲିସ । ପୋଲିସ ଅନୁସାରେ ସହରରେ ଥିବା…