Tag: Odisha

Cyclone Montha: କେବେ ଓ କେଉଁଠି ଲ୍ୟାଣ୍ଡଫଲ ହେବ ବାତ୍ୟା ମୋନ୍ଥା?

ଭୀଷଣ ବାତ୍ୟା ‘ମୋନ୍ଥା’ ଆନ୍ଧ୍ରପ୍ରଦେଶ ଉପକୂଳ ମଚ୍ଛଲିପଟ୍ଟନମ୍ ଓ କଳିଙ୍ଗପଟନମ୍ ମଧ୍ୟରେ କାକିନଡ଼ା ପାଖରେ ୨୮ ତାରିଖ ସନ୍ଧ୍ୟା ଏବଂ ରାତ୍ରି ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ ରୁ…

Cyclone Montha: ସମ୍ଭାବ୍ୟ ବାତ୍ୟା ପାଇଁ ଜରୁରୀକାଳୀନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟା ଏବଂ ପ୍ରବଳ ବୃଷ୍ଟିପାତକୁ ଦୃଷ୍ଟିରେ ରଖି ସହରାଞ୍ଚଳରେ ଜରୁରୀକାଳୀନ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଏହାସହିତ ଅଧିକାରୀଙ୍କୁ ଷ୍ଟେସନ ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର…

Cyclone Montha Update: ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ସମ୍ଭାବ୍ୟ ବାତ୍ୟା ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଏକ ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସ୍ଥିତି ସମୀକ୍ଷା କରିଛନ୍ତି । ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଭାଗୀୟ…

Cyclone Montha Alert: ଅବପାତରେ ପରିଣତ ହେଲା ଲଘୁଚାପ

ସୃଷ୍ଟି ହେଲା ଅବପାତ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତ ରୂପ ନେଇଛି । ଏହା ଘନୀଭୂତ ହୋଇ କାଲି ଗଭୀର ଅବପାତର ରୂପ ନେବ । ୨୭ ତାରିଖ ସକାଳେ ଏହା ବାତ୍ୟାର ରୂପ…

Shreemayee Targets Again: ମହାଭାରତ ଉଦାହରଣ ଦେଇ ପୁଣି ଶ୍ରୀମୟୀଙ୍କ ଟାର୍ଗେଟ

ସୋସିଆଲ୍ ମିଡିଆରେ ପରୋକ୍ଷରେ ପୁଣି ଶ୍ରୀମୟୀଙ୍କ ଟାର୍ଗେଟ୍ । ମହାଭାରତ ଉଦାହରଣ ଦେଇ ପୁଣି ଟାର୍ଗେଟ କଲେ ଶ୍ରୀମୟୀ । ମିଶ୍ର । ସେ ଲେଖିଛନ୍ତି ଅଧର୍ମକୁ କେବଳ ମୁକ ହୋଇ ଚାହିଁ ରହିଲେ ଅନ୍ତ ଅତ୍ୟନ୍ତ ଦୁଃଖଦ ହୋଇଥାଏ ।…

Kalamandal Auditorium Project: ନିର୍ମାଣାଧୀନ ‘କଳାମଣ୍ଡଳ’ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଭୁବନେଶ୍ୱରରେ ନିର୍ମାଣାଧୀନ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହିତ କେନ୍ଦୁଝର ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରର ସୈନିକ…

ଓଡ଼ିଆ ଭାଷା ଶିକ୍ଷକ ଚୟନ ଓ ନିଯୁକ୍ତିରେ ତ୍ରୁଟିଶୂନ୍ୟ ନିଯୁକ୍ତି ପାଇଁ ଭାଷା ଆନ୍ଦୋଳନ ତରଫରୁ ନିବେଦନ

ଆଜି ଓଡ଼ିଆ ଭାଷା ଶିକ୍ଷକ ଚୟନ ଓ ନିଯୁକ୍ତିରେ ତ୍ରୁଟିଶୂନ୍ୟ ନିଯୁକ୍ତି ପାଇଁ ଭାଷା ଆନ୍ଦୋଳନ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି । ଭାଷା ଆନ୍ଦୋଳନ ତରଫରୁ କୁହାଯାଇଛି ଓଡ଼ିଆ ଭାଷାରେ ସରକାର ସମସ୍ତ ସରକାରୀ କାର୍ଯ୍ୟ କରିବା ପାଇଁ…

Nuapada By-Election: ନୂଆପଡା ଉପ ନିର୍ବାଚନ; ୧୪ ଜଣ ପ୍ରାର୍ଥୀ ନିର୍ବାଚନରେ କରିବେ ପ୍ରତିଦ୍ୱନ୍ଦିତା

ନୂଆପଡା ବିଧାନସଭା ଉପ ନିର୍ବାଚନ ନେଇ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ଥିବା ବେଳେ ଜଣେ ବି ପ୍ରତ୍ୟାହାର କରି ନଥିବା ଜଣାପଡିଛି । ତେଣୁ ୧୪ ଜଣ ପ୍ରାର୍ଥୀ ନିର୍ବାଚନ ରେ କରିବେ ପ୍ରତିଦ୍ୱନ୍ଦିତା । ୧୯ ଜଣ…

CycloneMontha: ୨୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ‘ମୋନ୍ଥା’

୨୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ‘ମୋନ୍ଥା’ । ଆଜି ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଆସନ୍ତକାଲି ଅବପାତର ରୂପ ନେବ। ୨୬ ବେଳକୁ ଏହା ଗଭୀର ଅବପାତରେ ପରିଣତ ହୋଇ ୨୭ ତାରିଖ ସକାଳେ ବାତ୍ୟାରେ ପରିଣତ ହେବ।…

Rajendra Kishore Panda Passes Away: ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ପରଲୋକ

ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ପରଲୋକ । ୮୧ ବର୍ଷ ବୟସରେ ଆଖି ବୁଜିଲେ ରାଜେନ୍ଦ୍ର କିଶୋର । ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଷୋହଳଟି କବିତା ସଂକଳନ ଓ ଦୁଇଟି…