ରାଜ୍ୟ Group Clash In Malkangiri: ମାଲକାନଗିରିରେ ତେଜୁଛି ହିଂସା; ପହଞ୍ଚିଲେ ପୋଲିସ ଡିଜି ଖୁରାନିଆ December 8, 2025 Nirvay ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି । ରାଖେଲଗୁଡ଼ାରେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି । ଜିଲ୍ଲାରେ ଶାନ୍ତି ଫେରାଇବା ପାଇଁ ପୋଲିସ ଡିଜି ୱାଇବି ଖୁରାନିଆ ଏସ୍ପି ଅଫିସ୍ରେ ପହଞ୍ଚିଛନ୍ତି । SIW ଡିଆଇଜି…
ତାଜା ଖବର ରାଜ୍ୟ Odisha Assembly: ୪ ବର୍ଷରେ ନଦୀରେ ବୁଡ଼ି ଯାଇଛି ୧୭୫୦ ଜୀବନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ December 8, 2025 Papirani ୪ ବର୍ଷରେ ନଦୀରେ ବୁଡ଼ି ଯାଇଛି ୧୭୫୦ ଜୀବନ । କଟକରେ ସର୍ବାଧିକ ୧୭୯ ମୃତ୍ୟୁ ହୋଇଥିବା ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ବିଧାନସଭାରେ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ…
ତାଜା ଖବର ରାଜନୀତି ରାଜ୍ୟ Rajgangpur Burn Victim Succumbs: ନିଆଁରେ ଜଳି ହୋଇ ରାଜଗାଙ୍ଗପୁର ପୀଡ଼ିତାଙ୍କ ମୃତ୍ୟ ଘଟଣା: ଗଭୀର ଦୁଃଖ ପ୍ରକାଶ କଲେ ନବୀନ December 8, 2025 Papirani ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାରେ ନିଆଁରେ ଜଳି କଲେଜ ଛାତ୍ରୀ ପ୍ରାଣହରାଇବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ପରି ପରିସ୍ଥିତିରେ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି…
ତାଜା ଖବର ରାଜ୍ୟ Odisha CM Grievance: ୧୨ହଜାର ଅଭିଯୋଗ ସମାଧାନ ହୋଇଛି- ପୃଥ୍ବୀରାଜ ହରିଚନ୍ଦନ December 8, 2025 Papirani ସିଏମ୍ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା ଅଭିଯୋଗର ୯୧% ସମାଧାନ ହୋଇଛି ବୋଲି ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଜି ଗୃହରେ ଆଇନ ମନ୍ତ୍ରୀ କହିଛନ୍ତି ଦେଢ଼ ବର୍ଷରେ ମୁଖ୍ୟମନ୍ତ୍ରୀ ୧୩ ହଜାର ୩୫୮ ଅଭିଯୋଗ ଗ୍ରହଣ…
ତାଜା ଖବର ରାଜ୍ୟ Rajgangpur Burn Victim Succumbs: ଆଖିବୁଜିଲେ ପଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ରାଜଗାଙ୍ଗପୁର ପୀଡ଼ିତା December 8, 2025 Papirani ନିଆଁରେ ପୋଡ଼ି ରାଜଗାଙ୍ଗପୁର ଲାଞ୍ଜିବେରନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ । ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲରେ ଯୁକ୍ତତିନି ଛାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ନିଜ ଶରୀରରେ କିରୋସିନ ଢାଳି ନିଜକୁ ଜାଳି ଦେଇଥିଲେ ନାବାଳିକା ଛାତ୍ରୀ ।…
ଖେଳ ତାଜା ଖବର ଦେଶ ରାଜ୍ୟ Barabati T20: ଭୁବନେଶ୍ବରରେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର December 7, 2025 Papirani ୯ ତାରିଖରେ ବାରବାଟୀରେ ଖେଳାଯିବ ପ୍ରଥମ ଟି-୨୦ । ଏଥିପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର । କଡ଼ା ସୁରକ୍ଷା ଭିତରେ ହୋଟେଲକୁ ଗଲେ ଉଭୟ ଟିମ୍ । ହୋଟେଲ ପରିସରରେ ଉଭୟ ଦଳ ଖେଳାଳିଙ୍କୁ ଭବ୍ୟ…
ତାଜା ଖବର ରାଜ୍ୟ SI Exam Scam: ପୋଲିସ୍ SI ପରୀକ୍ଷା ସ୍କାମ୍; SSB ଯବାନଙ୍କ ସମେତ ୨ ଗିରଫ December 7, 2025 Papirani ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ ସିବିଆଇର ତନାଘନା ଜାରି ରହିଛି । ଆଉ ଜଣେ SSB ଯବାନଙ୍କ ସମେତ ୨ ଜଣ ଗିରଫ ହୋଇଥିବା ଜଣାପଡିଛି । ଦୁଇ ଦିନ ଜେରା ପରେ SSB ଯବାନ ଅର୍ଜୁନ ନାୟକଙ୍କୁ…
ତାଜା ଖବର ରାଜ୍ୟ Odisha Cold Wave: ରାଜ୍ୟରେ ବଢ଼ୁଛି ଶୀତ; ୧୦ ଡିଗ୍ରୀ ତଳେ ରାଜ୍ୟର ୧୦ ସହର December 7, 2025 Papirani ରାଜ୍ୟରେ ବଢ଼ୁଛି ଶୀତ। ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଯାଏ ସବୁଠି ଥଣ୍ଡା । ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ଶୀତ ଅନୁଭୂତ ହେବ । ୧୦ ଡିଗ୍ରୀ ତଳେ ରାଜ୍ୟର ୧୦ ସହର । ସେହିପରି ୧୫ ଡିଗ୍ରୀ…
ରାଜ୍ୟ Maa Tarini Temple Development: ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ମା’ତାରିଣୀଙ୍କ ପୀଠ ଗସ୍ତ December 6, 2025 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା କାଲି ନିଜ ଜିଲ୍ଲା କେନ୍ଦୁଝର ଗସ୍ତ କରିବେ । ଏହି ଗସ୍ତ କେବଳ ନିଜ ଜିଲ୍ଲା ଗସ୍ତ ନୁହେଁ; ଜିଲ୍ଲାର ମୂଳ ସାଂସ୍କୃତିକ ପରିଚୟ ମା’ ତାରିଣୀ ପୀଠର ସର୍ବାଙ୍ଗୀନ ବିକାଶ ପାଇଁ ନୂଆ…
ତାଜା ଖବର ରାଜ୍ୟ Global Energy Leaders’ Summit 2025: ପୁରୀରେ ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ୍ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ December 6, 2025 Nirvay ପୁରୀ ଠାରେ ଆୟୋଜିତ ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ୍ (Global Energy Leaders’ Summit 2025) କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍ଘାଟନ କରିଛନ୍ତି । ଉକ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବିକାଶରେ ଏନର୍ଜି ସପ୍ଲାଇ…