Tag: Odisha

ଆଜି ରଥାରୂଢ଼ ମହାପ୍ରଭୁଙ୍କ ଅଧରପଣା ନୀତି

ଆଜି ରଥାରୂଢ଼ ଶ୍ରୀଜୀଉଙ୍କର ଅଧରପଣା ନୀତି । ମହାପ୍ରଭୁଙ୍କ ଅଧରାମୃତ ପାନ କରିବେ ରଥ ପାର୍ଶ୍ବ ଦେବାଦେବୀ, ଚଣ୍ଡୀ ଚାମୁଣ୍ଡା । ପଣା ହାଣ୍ଡି ଭୋଗ ହେବା ପରେ ରଥ ଉପରେ ଭଙ୍ଗାଯିବାର ପରମ୍ପରା ରହିଛି । ଏହା ଅପରାହ୍ନ ୪ଟା…

ଦୁର୍ଲଭ ସୁନାବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

ଆଜି ରଥାରୂଢ ଜଗତର ନାଥ ଜଗନ୍ନାଥଙ୍କର ରାଜରାଜେଶ୍ୱର ବା ସୁନାବେଶ । ଜନ୍ମବେଦୀରେ ଲୀଳା ସାରି ଚତୁର୍ଦ୍ଧାମୂର୍ତ୍ତି ଫେରିବା ପରେ ଆଜି ସୁନା ବେଶରେ ଦର୍ଶନ ଦେଇଛନ୍ତି ତିନି ଠାକୁର । ମହଣ ମହଣ ସୁନାରେ ସଜ୍ଜିତ ହେଉଛନ୍ତି ଶ୍ରୀଜିଉ। ମହାପ୍ରଭୁଙ୍କ…

ବାହୁଡା ଯାତ୍ରା ବେଳେ ଅଘଟଣ; ରଥରେ ଚାପି ହୋଇ ୬ ଆହତ 

ବାହୁଡା ଯାତ୍ରା ବେଳେ ଅଘଟଣ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର କଂସାରୀପଡ଼ାରେ ବାହୁଡା଼ ଯାତ୍ରା ସମୟରେ ଠେଲା ପେଲାରେ ୬ ନାବାଳକ ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଥିବା ଜଣେ ନାବାଳକ ବୁର୍ଲାକୁ…

ସେପ୍ଟେମ୍ବରରେ ଖେଳାଯିବ ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌

ଆସନ୍ତା ସେପ୍ଟେମ୍ବରରୁ ଖେଳାଯିବ ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌ (OPTL) । ଫ୍ରାଞ୍ଚାଇଜି ଭିତ୍ତିକ ଟି-୨୦ ଲିଗ୍‌ ଆୟୋଜନ କରିବ ଓସିଏ । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ସେପ୍ଟେମ୍ବର ୨୦୨୫ ରେ ଆରମ୍ଭ ହେବାକୁ ଥିବା ଏକ ଐତିହାସିକ ଫ୍ରାଞ୍ଚାଇଜ୍-ଭିତ୍ତିକ…

ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍

ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍ । ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଆଜି ଦିନ ୧୦ଟା ୨୧ ମିନିଟ୍ ସମୟରୁ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ପୂଜାର୍ଚ୍ଚନା ପରେ ପ୍ରଥମେ ୭…

ସୁନାବେଶ ପାଇଁ ପୁରୀରେ ପ୍ରବଳ ଭିଡ଼: ସତର୍କ କଲା ପୋଲିସ

ଆଜି ରଥାରୂଢ ଜଗତର ନାଥ ଜଗନ୍ନାଥଙ୍କର ସୁନାବେଶ । ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ପୁରୀରେ ଏବେଠୁ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ସତର୍କ କରାଇଲା ଓଡ଼ିଶା ପୋଲିସ । ପୋଲିସ ଅନୁସାରେ ସହରରେ ଥିବା…

ଶେଷ ହେଲା ବାହୁଡ଼ା ଯାତ୍ରା; ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଲେ ୩ ରଥ

ପବିତ୍ର ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି । ରାତି ପ୍ରାୟ ସାଢ଼େ ୯ଟା ସୁଦ୍ଧା ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଆଡ଼ପ…

୩ ଘରୋଇ ବ୍ୟାଙ୍କ ଉପରୁ କଟକଣା ହଟାଇଲେ ରାଜ୍ୟ ସରକାର

ଦେଶର ୩ଟି ପ୍ରମୁଖ ଘରୋଇ ବ୍ୟାଙ୍କ ସହ ସମସ୍ତ ପ୍ରକାରର ବ୍ୟବସାୟିକ କାରବାର ବନ୍ଦ ପାଇଁ ନେଇଥିବା ନିଷ୍ପତ୍ତିରୁ ଆଜି ରାଜ୍ୟ ସରକାର ଓହରି ଯାଇଛନ୍ତି । ରାଜ୍ୟ ସରକାର ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ ଉପରୁ…

ତେଜିଲା ବାଲେଶ୍ୱରକୁ ମହାନଗର ନିଗମ କରିବା ଦାବି

ପୁରୀ ଜଗନ୍ନାଥ ଧାମ ମହାନଗର ନିଗମ ହେବ ବୋଲି ମୁଖ୍ୟମନ୍ତ୍ରୀ ଗତକାଲି ଘୋଷଣା କରିବା ପରେ ବାଲେଶ୍ୱରକୁ ମହାନଗର ନିଗମ ଘୋଷଣା ଦାବି ଜୋର ଧରିଛି ।ଏନେଇ ସରକାରୀ ଦଳ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଦାସ ଦାବି କରିଛନ୍ତି ।…

ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ନବୀନ ପଟ୍ଟନାୟକ

ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ସର୍ଭାଇକାଲ ଆର୍ଥ୍ରାଇଟିସର ସଫଳ ଅପରେସନ ପରେ ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି । ଆଜି ସେ ହସ୍ପିଟାଲରୁ ଡିସଚାର୍ଜ…