Tag: Odisha Yatri

Odisha Yatri: ଓଡ଼ିଶା ଯାତ୍ରୀର ସଫଳତା: ସୁଦୃଢ଼ ହେଲା ନାଗରିକ ସୁରକ୍ଷା, ଜିରୋ କମିଶନରେ ଚାଳକଙ୍କ ରୋଜଗାର ୧୦ କୋଟି ଅତିକ୍ରମ

ଓଡ଼ିଶା ସରକାରଙ୍କ ପ୍ରମୁଖ ଜନ-କୈନ୍ଦ୍ରିକ ପରିବହନ ସେବା ‘ଓଡ଼ିଶା ଯାତ୍ରୀ’, ରାଜ୍ୟରେ ନିଜର ସେବା ସମ୍ପ୍ରସାରଣ ସହ ନାଗରିକ ସୁରକ୍ଷା, ଡିଜିଟାଲ୍ ନବସୃଜନ ଏବଂ ଚାଳକଙ୍କ ସଶକ୍ତିକରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା…