ତାଜା ଖବର ରାଜ୍ୟ Kotia Border Face-Off: କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ପୋଲିସ ମୁହାଁମୁହିଁ, ଉତ୍ତେଜନା ପରେ ଫେରିଗଲା ଆନ୍ଧ୍ର ପୋଲିସ October 25, 2026 Nirvay କୋଟିଆକୁ ନେଇ ପୁଣି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । କୋଟିଆ ଅଞ୍ଚଳରେ ଆନ୍ଧ୍ର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଓଡ଼ିଶା ପୋଲିସ ସେମାନଙ୍କୁ ଅଟକାଇଥିବା ସୂଚନା ମିଳିଛି । ଏହାକୁ ନେଇ ଉଭୟ ରାଜ୍ୟର ପୋଲିସ ମଧ୍ୟରେ…