Tag: Odia missing

Nepal Floods: ନେପାଳ ବନ୍ୟା ବିପତ୍ତି: ନିଖୋଜ ଓଡ଼ିଆଙ୍କ ସଂଖ୍ୟା ୩କୁ ବୃଦ୍ଧି

ନେପାଳରେ ଭୟଙ୍କର ବନ୍ୟାରେ ସୃଷ୍ଟି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ମଧ୍ୟରେ ଆଉ ଜଣେ ଓଡ଼ିଆ ଯୁବତୀ ନିଖୋଜ ହୋଇଥିବା ସୂଚନା ମିଳିଛି। ସରକାରୀ ରିପୋର୍ଟ ଅନୁସାରେ, ବାରିପଦାର ବାସିନ୍ଦା କୁଲସୁମ ନିଗାର ନେପାଳର ପୋଖରାରେ ଫସି ରହି ନିଖୋଜ ଅଛନ୍ତି। ଏହାକୁ…